ବଲାଙ୍ଗିରରେ ପୋଲିସ-ମାଓବାଦୀ ଗୁଳିବିନିମୟ

ବଲାଙ୍ଗିର: ପୁଣି ପୋଲିସ-ମାଓବାଦୀ ଗୁଳିବିନିମୟ। ବଲାଙ୍ଗିର ଜିଲ୍ଲା ଲାଠୋର ଚାନ୍ଦିଲି ଜଙ୍ଗଲରେ ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଏହି ଗୁଳିବିନିମୟ। ଏବେ ଏହି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରଖିଛି। ଏନେଇ ଏସ୍‌ପି ଏସ୍‌. ସୁବ୍ରମଣି ସୂଚନା ଦେଇଛନ୍ତି।

mao

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 11:55 AM IST

Related story