ରହସ୍ୟ ଓ ରୋମାଞ୍ଚ ଭରା ଗୁମ୍ଫା: ଯେଉଁଠି ବାସ କରନ୍ତି ଭଗବାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତକୁ ଧର୍ମର ସ୍ଥଳ ବୋଳି କୁହାଯାଏ। ବିଶ୍ୱାସ ରହିଛି, ପବିତ୍ରତା ଓ ସୁଦ୍ଧତା ପାଇଁ ଏଠାରେ ଦେବଦେବୀ ବାସ କରିଥାନ୍ତି। ଏଠାରେ ବହୁ ବିଶ୍ୱ ପ୍ରସିଦ୍ଧ ମନ୍ଦିର ରହିଛି। ଦେଶ ବିଦେଶରୁ ପ୍ରତିଦିନ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି ଏହି ମନ୍ଦିରକୁ। କେବଳ ଜମି ଉପରେ ଭାରତର ଏହି ଐତିହ ରହିଛି ତାହା ନୁହେଁ। ଦେଶରେ ଏମିତି କିଛି ଗୁମ୍ଫା ରହିଛି, ଯେଉଁଠି କାହିଁ କେଉଁ କାଳରୁ ପୁରୁଣା […]

cave

cave

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 12:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତକୁ ଧର୍ମର ସ୍ଥଳ ବୋଳି କୁହାଯାଏ। ବିଶ୍ୱାସ ରହିଛି, ପବିତ୍ରତା ଓ ସୁଦ୍ଧତା ପାଇଁ ଏଠାରେ ଦେବଦେବୀ ବାସ କରିଥାନ୍ତି। ଏଠାରେ ବହୁ ବିଶ୍ୱ ପ୍ରସିଦ୍ଧ ମନ୍ଦିର ରହିଛି। ଦେଶ ବିଦେଶରୁ ପ୍ରତିଦିନ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି ଏହି ମନ୍ଦିରକୁ। କେବଳ ଜମି ଉପରେ ଭାରତର ଏହି ଐତିହ ରହିଛି ତାହା ନୁହେଁ। ଦେଶରେ ଏମିତି କିଛି ଗୁମ୍ଫା ରହିଛି, ଯେଉଁଠି କାହିଁ କେଉଁ କାଳରୁ ପୁରୁଣା ମନ୍ଦିର ରହିଛି। ଏପରି କିଛି ଗୁମ୍ଫା ମନ୍ଦିରକୁ ନେଇ ଓଡ଼ିଶା ରିପୋର୍ଟରର ବିଶେଷ ଉପସ୍ଥାପନା।

Eloraଏଲୋରା ଗୁମ୍ଫା: ମହାରାଷ୍ଟ୍ରରେ ରହିଛି ପ୍ରସିଦ୍ଧ ଏଲୋରା ଗୁମ୍ଫା। ଏହା ଉଭୟ ହିନ୍ଦୁ ଓ ଜୈନ ଧର୍ମକୁ ସମର୍ପିତ। ୫ମ ଶତାବ୍ଦୀରେ କିପରି ଭାରତରେ ସବୁ ଧର୍ମର ସମନ୍ୱୟ ଥିଲା, ଏହି ଗୁମ୍ଫାକୁ ଗଲେ ଜାଣି ହେବ। ଏଠାରେ ବୌଦ୍ଧ ଗୁମ୍ଫା ପରି ମଠ ବନାଯାଇଛି। ସେହିପରି ହିନ୍ଦୁ ଗୁମ୍ଫାରେ ବହୁ ଦେବଦେବୀଙ୍କ ଚିତ୍ର ରହିଛି। ଜୈନ୍‌ ଗୁମ୍ଫା ଛାତରେ ଅତି ସୁନ୍ଦର କଳାକୃତୀ କରାଯାଇଛି।

varahaବରାହ ଗୁମ୍ଫା: ତାମିଲନାଡୁରେ ରହିଛି ବରାହ ଗୁମ୍ଫା। ଏହା ମଧ୍ୟରେ ରହିଛି ୪ଟି ମନ୍ଦିର। ପାଲଭ କଳାକୃତୀର ଏହା ଏକ ଉକୃଷ୍ଟ ଉଦାହରଣ। ପାଲଭ ବଂଶ ସପ୍ତମ ଶତାବ୍ଦୀରେ ଦକ୍ଷିଣ ଭାରତରେ ବହୁତ ଶକ୍ତିଶାଳୀ ଥିଲେ। ଏହି ରାଜବଂଶ ଏଠାରେ ମନ୍ଦିର ନିର୍ମାଣ କରିଥିଲେ। ଏହା ଭଗବାନ ବିଷ୍ଣୁ ଏବଂ ଭୂମୀଦେବୀଙ୍କୁ ସମର୍ପିତ କରାଯାଇଛି।

Ajanta Cavesଅଜନ୍ତା ଗୁମ୍ଫା: ମହାରାଷ୍ଟ୍ରରେ ରହିଛି ଅଜନ୍ତା ଗୁମ୍ଫା। ଏଠାରେ ଥିବା ବୌଦ୍ଧକଳାକୁ ବିଶ୍ୱର ସବୁଠାରୁ ଭଲ କଳାକୃତୀ ବୋଲି ବିବେଚନା କରାଯାଇଥାଏ। ଏହା ପ୍ରଥମ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା। ଏଠାରେ ୩୪ଟି ଗୁମ୍ଫା ରହିଛି।

aliphantoଏଲେଫାଣ୍ଟା ଗୁମ୍ଫା: ମୁମ୍ବାଇରେ ରହିଛି ଏହି ଗୁମ୍ଫା। ଆରବ ସାଗରର ଏକ ଦ୍ୱୀପରେ ଏହା ଅଛି। ଏଠାରେ ୭ଟି ଗୁମ୍ଫା ଦୁଇ ଭାଗରେ ରହିଛି। ଗୋଟିଏ ଭାଗ ମହାଦେବଙ୍କୁ ସମର୍ପିତ ହୋଇଥିବା ବେଳେ ଅନ୍ୟ ଭାଗରେ ବୌଦ୍ଧ ଧର୍ମର ନିଦର୍ଶନ ରହିଛି। ଏହାକୁ ପଞ୍ଚମ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା। ଏଠାରେ ବଡ଼ ବଡ଼ ହାତୀର ମୂର୍ତ୍ତି ରହିଛି।

bhimbatraଭୀମବେଟକା ଗୁମ୍ଫା: ମଧ୍ୟପ୍ରଦେଶରେ ଥିବା ଭୀମବେଟକା ଗୁମ୍ଫା ବହୁତ ପ୍ରସିଦ୍ଧ। ୧୯୫୦ରେ ବିଶେଷଜ୍ଞମାନେ ଏଠାରେ ୭୦୦ ଗୁମ୍ଫା ଥିବା ସନ୍ଧାନ କରିଥିଲେ। ଏହା ପ୍ରାୟ ୧ ଲକ୍ଷରୁ ୩୦୦୦ ବର୍ଷ ପୂର୍ବ ନିର୍ମାଣ କରାଯାଇଥିଲା। ବିଶେଷଜ୍ଞମାନେ ଗୁମ୍ପା ଭିତରେ ଥିବା ଚିତ୍ର ଓ ମୁର୍ତ୍ତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏତେ ବର୍ଷ ପୂର୍ବେ ମଧ୍ୟ ମଣିଷ ନିଜ ମନର କଥା ଚିତ୍ରକଳା ମାଧ୍ୟମରେ ଆମମାନଙ୍କ ପାଇଁ ଛାଡି ଯାଇଛନ୍ତି। ଏହି ଚିତ୍ରରେ ଚାଷ, ଶିକାର ଓ ପଶୁବଳିକୁ ଦର୍ଶା ଯାଇଛି।

undabaliଉଣ୍ଡାବଲୀ ଗୁମ୍ଫା: ଏହି ଗୁମ୍ଫାଟି ମଧ୍ୟ ମଧ୍ୟପ୍ରଦେଶରେ ରହିଛି। ଏଥିରେ ୭ଟି ମନ୍ଦିର ରହିଛି। ଏହା ତ୍ରିମୂର୍ତ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ସମର୍ପିତ କରାଯାଇଛି।

amarnathaଅମରନାଥ ଗୁମ୍ଫା: ଜମ୍ମୁ-କାଶ୍ମୀରରେ ରହିଛି ଅମରନାଥ ଗୁମ୍ଫା। ଏଠାରେ ଥିବା ବରଫର ଶିବଲିଙ୍ଗକୁ କେହି ବନାଇ ନାହାଁନ୍ତି। ଏହା ଆପେ ଆପେ ହୋଇଛି। ଏହି ଶିବଲିଙ୍ଗ ଚନ୍ଦ୍ରଙ୍କ ଆକାରରେ ବଢ଼ିଥାଏ ଓ କମିଥାଏ।

udayagiriଉଦୟଗିରି ଗୁମ୍ଫା: ଏହି ଗୁମ୍ଫା ମଧ୍ୟପ୍ରଦେଶରେ ରହିଛି। ଏହା ୫ମ ଶତାବ୍ଦୀରେ ବୌଦ୍ଧ ସନ୍ୟାସୀଙ୍କ ପାଇଁ ନିର୍ମାଣ କରାଯାଇଥିଲା। ଏଠାରେ ୧୪ଟି ମନ୍ଦିର ରହିଛି।

Kanheri_Cavesକନହେରୀ ଗୁମ୍ଫା: ମୁମ୍ବାଇରେ ସଞ୍ଜୟ ଗାନ୍ଧି ରାଷ୍ଟ୍ରୀୟ ପାର୍କରେ ଏହି ଗୁମ୍ଫା ରହିଛି। ଏଠାରେ ୧୦୯ଟି ମନ୍ଦିର ରହିଛି। ଏଠିକାର ସବୁଜିମା ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ବାରମ୍ବାର ଆକୃଷ୍ଟ କରିଥାଏ।

badamiବାଦାମୀ ଗୁମ୍ଫା: କର୍ଣ୍ଣାଟକରେ ରହିଛି ଏହି ଗୁମ୍ଫା। ଏଠାରେ ୫ଟି ମନ୍ଦିର ରହିଛି। ଏହା ଷଷ୍ଠ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା। ଏଠାରେ ଭଗବାନ ବିଷ୍ଣୁ, ଶିବ ଓ ଜୈନ ମନ୍ଦିର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story