ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍‌ ଦାବିରେ ରାଷ୍ଟ୍ରୀୟ ସମ୍ମିଳନୀ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦିଲ୍ଲୀରେ ଶୁଭିବ ଚାଷୀଙ୍କ ସ୍ୱର। ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍‌ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ରାଷ୍ଟ୍ରୀୟ ସମ୍ମିଳନୀ ଦିଲ୍ଲୀ ଯନ୍ତରମନ୍ତରରେ ଅନୁଷ୍ଠିତ ହେବ। ଏଥିରେ ଆନ୍ନା ହଜାରେଙ୍କ ସମେତ ୨୨ଟି ରାଜ୍ୟର ବହୁ କୃଷକ ସଂଗଠନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀ ଶେଷରେ ପ୍ରଧାନମନ୍ତ୍ରୀ, କୃଷି ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେବାର କାର୍ଯ୍ୟକ୍ରମ ରହିଛି।

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 05:29 AM IST

Related story