ନୂଆପଡ଼ାରେ ନରବଳି! ଝିଅକୁ ଟାଙ୍ଗିଆରେ ହାଣି ବଳି ଦେଲା ବାପା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ନରବଳି ସନ୍ଦେହ। ୮ ବର୍ଷର ଝିଅକୁ ଟାଙ୍ଗିଆରେ ହାଣି ଦେଇଛି ବାପା। ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି କୋମନା ଥାନା ଅନ୍ତର୍ଗତ ଢେକୁନପାଣି ଗାଁରେ। ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଗତ ୨୬ତାରିଖରେ ଏହି ଘଟଣା ଘଟିଥିଲା।  ଗୁଣିଆ କଥାରେ ପଡ଼ି ନୃଶଂସ ବାପା ଏଭଳି ନାରାକୀୟ କାଣ୍ଡ ଘଟାଇଥିବା ସୂଚନା ମିଳିଛି।  ପ୍ରଥମ ପତ୍ନୀ ଛାଡ଼ି ଚାଲିଯିବା ପରେ ଦ୍ୱିତୀୟ ପତ୍ନୀ ଘର ଛାଡ଼ି ନ ଯିବାକୁ ନେଇ […]

girl

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 11:44 AM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ନରବଳି ସନ୍ଦେହ। ୮ ବର୍ଷର ଝିଅକୁ ଟାଙ୍ଗିଆରେ ହାଣି ଦେଇଛି ବାପା। ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି କୋମନା ଥାନା ଅନ୍ତର୍ଗତ ଢେକୁନପାଣି ଗାଁରେ। ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

ଗତ ୨୬ତାରିଖରେ ଏହି ଘଟଣା ଘଟିଥିଲା।  ଗୁଣିଆ କଥାରେ ପଡ଼ି ନୃଶଂସ ବାପା ଏଭଳି ନାରାକୀୟ କାଣ୍ଡ ଘଟାଇଥିବା ସୂଚନା ମିଳିଛି।  ପ୍ରଥମ ପତ୍ନୀ ଛାଡ଼ି ଚାଲିଯିବା ପରେ ଦ୍ୱିତୀୟ ପତ୍ନୀ ଘର ଛାଡ଼ି ନ ଯିବାକୁ ନେଇ ଅଭିଯୁକ୍ତ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।  ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ରାଜଧାନୀରେ ଶିଶୁବଳି ଉଦ୍ୟମ ! ଦୁଇ ଅଟକ

Related story