ଏମିତି ପଥର, ଯାହା ଉପରେ ବସିଲେ ମହିଳା ହୋଇଯାଇଥାନ୍ତି ଗର୍ଭବତୀ !

ନୂଆଦିଲ୍ଲୀ: ନିଜର ପିଲାଟିଏ ହେବା ସବୁ ଦମ୍ପତିଙ୍କ ସ୍ୱପ୍ନ। ଏଥିପାଇଁ କେତେ ଦେବାଦେବୀଙ୍କ ପାଖରେ ଲୋକେ ମୁଣ୍ଡିଆ ମାରିଥାନ୍ତି। ଯେଉଁ ମହିଳାମାନଙ୍କର ଗର୍ଭଧାରଣ କରିବାରେ ସମସ୍ୟା ରହିଛି ଯିଏ ଯାହା କହିଥାନ୍ତି, ପିଲାଟିଏ ପାଇଁ ସେମାନେ କରିବାକୁ ପ୍ରସ୍ତୁତ ହୋଇଯାଇଥାନ୍ତି। ହେଲେ ଆମେ ଆଜି ଏମିତି ଏକ କଥା କହିବାକୁ ଯାଉଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚୀନ୍‌ରେ ଏମିତି କିଛି ପଥର ରହିଛି ଯାହା ଉପରେ ବସିଲେ ଗର୍ଭଧାରଣ କରିବାକୁ ମହିଳାମାନେ ସକ୍ଷମ ହୋଇଥାନ୍ତି। […]

stone

stone

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 06:25 PM IST

Sports

Latest News

ନୂଆଦିଲ୍ଲୀ: ନିଜର ପିଲାଟିଏ ହେବା ସବୁ ଦମ୍ପତିଙ୍କ ସ୍ୱପ୍ନ। ଏଥିପାଇଁ କେତେ ଦେବାଦେବୀଙ୍କ ପାଖରେ ଲୋକେ ମୁଣ୍ଡିଆ ମାରିଥାନ୍ତି। ଯେଉଁ ମହିଳାମାନଙ୍କର ଗର୍ଭଧାରଣ କରିବାରେ ସମସ୍ୟା ରହିଛି ଯିଏ ଯାହା କହିଥାନ୍ତି, ପିଲାଟିଏ ପାଇଁ ସେମାନେ କରିବାକୁ ପ୍ରସ୍ତୁତ ହୋଇଯାଇଥାନ୍ତି। ହେଲେ ଆମେ ଆଜି ଏମିତି ଏକ କଥା କହିବାକୁ ଯାଉଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚୀନ୍‌ରେ ଏମିତି କିଛି ପଥର ରହିଛି ଯାହା ଉପରେ ବସିଲେ ଗର୍ଭଧାରଣ କରିବାକୁ ମହିଳାମାନେ ସକ୍ଷମ ହୋଇଥାନ୍ତି।

ଚୀନ୍‌ର ଶେନଡୋଙ୍ଗ ପ୍ରାନ୍ତରେ ୱୋୟଫେଙ୍ଗର ଚେଙ୍ଗିଲ ଗାଁରେ ରହିଛି ଏହି ପଥର। ଏହି ପଥର ଜରିଆରେ ମହିଳାମାନେ ଗର୍ଭଧାରଣ କରୁଥିବା କୁହାଯାଉଛି। ଏଠାରେ ଅତି ପ୍ରାଚୀନ ପଥର ରହିଛି। ଦାବି କରାଯାଉଛି, ଏହି ପଥର ସଂସ୍ପର୍ଶରେ ଆସିଲେ ଗର୍ଭଧାରଣ କରିବାକୁ ଅକ୍ଷମ ମହିଳା ବି ଗର୍ଭଧାରଣ କରିପାରିବେ। ଗର୍ଭଧାରଣ କରିବାକୁ ମହିଳାଙ୍କୁ କେବଳ ଏହି ପଥର ଉପରେ ବସିବାକୁ ପଡିବ।

ଏ ସମ୍ପର୍କରେ ଚେଙ୍ଗିଲ ଗାଁର ଜଣେ ଲୋକ କୁହନ୍ତି, “ଏଠାରେ ତିନି ଲିଙ୍ଗ ଆକାରର ପଥର ରହିଛି। ଏହାର ଆଖପାଖରେ କିଛି ଛୋଟ ଆକାରର ପଥର ବି ରହିଛି। ଏହି ପଥର ପ୍ରାଚୀନ ସମୟରୁ ରହିଛି। ଯଦି ମହିଳାଙ୍କର ଗର୍ଭଧାରଣ ସମସ୍ୟା ରହିଛି, ସେମାନେ ଏହି ଲିଙ୍ଗ ଆକାରର ପଥର ପରେ ବସି ପଡ଼ିଲେ ଗର୍ଭବତୀ ହେବାକୁ ସକ୍ଷମ ହୋଇଯାଇଥାନ୍ତି।”

ଏପରି ପଥର ଚେଙ୍ଗିଲ ଗାଁ ନିକଟ ଜଙ୍ଗଲରେ ଏଣେତେଣେ ପଡ଼ି ରହିଛି। ଏଠାକୁ ଏହି ପଥର କେମିତି ଆସିଲା, କେବେଠାରୁ ରହିଛି ସେ ସମ୍ପର୍କରେ କାହାକୁ କିଛି ଜଣାନାହିଁ। ଏପରି ଦାବି ସତ କି ମିଛ ତାହାର କୌଣସି ବୈଜ୍ଞାନିକ ଆଧାର ନାହିଁ। ଏପରି ମଧ୍ୟ କିଛି ସୂଚନା ମିଳିନାହିଁ ଯେ, ଏହି ପଥର ଉପରେ ବସି ପ୍ରକୃତିରେ କୌଣସି ମହିଳା ଗର୍ଭବତୀ ହୋଇଛନ୍ତି କି ନାହିଁ।

ସୂଚନାଯୋଗ୍ୟ, କେବଳ ଚୀନ୍‌ ନୁହେଁ ପୂର୍ବରୁ ପେରୁରେ ମଧ୍ୟ ସମାନ ଧରଣ ଦାବି ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story