ବଲାଙ୍ଗିର ଡାକ୍ତରଖାନାରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ଓ ଏସି

Ordigital Desk
  • Published: Friday, 15 September 2017
  • , Updated: 15 September 2017, 12:04 PM IST
<p>ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଆଜି ସକାଳେ ମେଡିକାଲର ଏନ୍&zwnj;ଆର୍&zwnj;ଏଚ୍&zwnj;ଏମ୍ &nbsp;ବିଭାଗରେ ନିଆଁ ଲାଗି ଯାଇଥିଲା।&nbsp; ଅଗ୍ନିକାଣ୍ଡରେ ଗୋଟିଏ କମ୍ପ୍ୟୁଟର, ଏ.ସି ଓ କିଛି କାଗଜପତ୍ର ପୋଡ଼ି ଯାଇଛି।</p> <p>ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।&nbsp; ତେବେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।</p>

Related story