ତିନିଦିନ ଧରି ଗଛରୁ ବାହାରୁଛି ନିଆଁ: ଲିଭେଇ ପାରୁନି ଅଗ୍ନିଶମ ବିଭାଗ, ଲୋକେ କହିଲେ ଏହା ଦେବୀଙ୍କ କୋପ

ଅହମଦାବାଦ: ଦୀପାବଳି ଗଲାଣି, କିନ୍ତୁ ଏବେବି ନିଆଁକୁ ନେଇ ଭୟ ଲାଗି ରହିଛି। କେଉଁଠି ବାଣି ଦୁର୍ଘଟଣା ତ କେଉଁଠି ଘରପୋଡ଼ି। କିନ୍ତୁ ଦୀପାବଳି ପରେ ପରେ ହିଁ ଏ ସବୁ ଖବର ପୁରୁଣା ହୋଇଯାଇଛି। ହେଲେ ଗୁଜରାଟର ଏକ ଗାଁରେ ଦୀପାବଳି ଦିନଠାରୁ ହିଁ ଆରମ୍ଭ ହୋଇଥିବା ଏକ ଅଜବ ଘଟଣା ଥମିବାର ନାଁ ନେଉନି। ଗୁଜୁରାଟର ଭିଣ୍ଡ ନିକଟସ୍ଥ ବଡୋଭରି ଗାଁ। ସବୁ ଗାଁ ପରି ଏହା ଏକ ସାଧାରଣ ଗାଁ ଥିଲା। ଏହା […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 07:11 PM IST

Sports

Latest News

ଅହମଦାବାଦ: ଦୀପାବଳି ଗଲାଣି, କିନ୍ତୁ ଏବେବି ନିଆଁକୁ ନେଇ ଭୟ ଲାଗି ରହିଛି। କେଉଁଠି ବାଣି ଦୁର୍ଘଟଣା ତ କେଉଁଠି ଘରପୋଡ଼ି। କିନ୍ତୁ ଦୀପାବଳି ପରେ ପରେ ହିଁ ଏ ସବୁ ଖବର ପୁରୁଣା ହୋଇଯାଇଛି। ହେଲେ ଗୁଜରାଟର ଏକ ଗାଁରେ ଦୀପାବଳି ଦିନଠାରୁ ହିଁ ଆରମ୍ଭ ହୋଇଥିବା ଏକ ଅଜବ ଘଟଣା ଥମିବାର ନାଁ ନେଉନି।

ଗୁଜୁରାଟର ଭିଣ୍ଡ ନିକଟସ୍ଥ ବଡୋଭରି ଗାଁ। ସବୁ ଗାଁ ପରି ଏହା ଏକ ସାଧାରଣ ଗାଁ ଥିଲା। ଏହା ବିଶେଷତ୍ଵ ବି ସେମିତି କିଛି ନାହିଁ। କିନ୍ତୁ ଦୀପାବଳି ପରଠାରୁ ଏ ଗାଁଟି ସାରା ରାଜ୍ୟରେ ହଠାତ୍ ଜଣାଶୁଣା ହୋଇଯାଇଛି। ଅସଲ ଘଟଣା ହେଲା, ଦୀପାବଳି ପରଠାରୁ ଏଠାକାର ଏକ ଲିମ୍ବ ଗଛରୁ କ୍ରମାଗତ ଭାବରେ ନିଆଁ ବାହାରିବାରେ ଲାଗିଛି। ୩ ଦିନ ଧରି ଗଛରୁ ସେମିତି ନିଆଁ ବାହାରି ଚାଲିଥିବାରୁ ଏହା ଧୀରେ ଧୀରେ ଏକ ପର୍ଯ୍ୟଟନ ସ୍ଥଳୀ ପାଲଟି ଯାଇଛି। ହଜାର ହଜାର ଲୋକ ଏହି ଗଛଟିକୁ ଦେଖିବାକୁ ଆସୁଛନ୍ତି।

ମିଳିଥିବା ଖବର ଅନୁଯାୟୀ, ଭିଣ୍ଡ ନିକଟସ୍ଥ ବଡୋଭରି ଗାଁର କାଳିକା ଦେବୀ ମନ୍ଦିର ପାଖରେ ଅକ ପୁରୁଣା ଲିମ୍ବ ଗଛ ଅଛି। ଗଛଟି ସେମିତି ଆବହମାନ କାଳରୁ ଅଛି। ତା ପ୍ରତି କାହାର କେବ ଦୃଷ୍ଟି ବି ପଡ଼େନି। କିନ୍ତୁ ଦୀପାବଳି ଦିନଠାରୁ ଏହା ସମସ୍ତଙ୍କ ପାଇଁ କେନ୍ଦ୍ରବିନ୍ଦୁ ପାଲରିଠି। ଗଛର ଭିନ୍ନ ଭିନ୍ନ ଅଂଶରୁ କ୍ରମାଗତ ଭାବରେ ନିଆଁ ବାହାରୁଥିବା ଦେଖାଯାଉଛି।

ପ୍ରଥମେ ପ୍ରଥମେ ଲୋକ ଭାବୁଥିଲେ, ବୋଧହୁଏ ଗଛରେ କିଛି ବାଣ ଲଟକି ରହିଯାଇଛି, କିମ୍ବା କୌଣସି ଅଫୁଟା ବାଣର ବାରୁଦ ବିଛାଡ଼ି ହୋଇ ପଡ଼ିଯାଇଛି। ତେଣୁ ନିଆଁ ଲିଭୁନି। କିନ୍ତୁ ପରେ ଯେତେବେଳେ ନିଆଁ ମୋଟେ ଲିଭିଲାନି ସେତେବେଳେ ଲୋକଙ୍କ ଭିତରେ ନାନା ଚର୍ଚ୍ଚା ହେଲା। ଏ ନିଆଁ କାହିଁକି ଜଳୁଛି, ନିଆଁ କୋଉଠୁ ଓ କେମିତି ଆସୁଛି, କାହିଁକି ତାହା ଲିଭୁନି ସେ ବିଷୟ କେହି ଜାଣିପାରୁ ନାହାଁନ୍ତି।

ସେ ଯାହା ବି ହେଉ, ଗଛରୁ କ୍ରମାଗତ ନିଆଁ ବାହାରିବା ପରେ ଗାଁଟି ଏବେ ପର୍ଯ୍ୟଟନ ସ୍ଥଳୀ ପାଲଟିଛି। ରାତି ପାହିଲେ ହଜାର ହଜାର ଲୋକ ଗାଁକୁ ଛୁଟିଛନ୍ତି ନିଆଁ ବାହାରୁଥିବା ଗଛଟିକୁ ଦେଖିବାକୁ। ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ମଧ୍ୟ କିଛି ଲାଭ ମିଳିନି। ଅଗ୍ନିଶମ କର୍ମଚାରୀଙ୍କ ସତ ଚେଷ୍ଟା ସତ୍ଵେ ଗଛରୁ ନିଆଁ ଲିଭୁନି। ତେଣୁ ଲୋକଙ୍କ ମନରେ ଅନ୍ଧବିଶ୍ଵାସ ଜାତ ହେଲାଣି। ଗଛଟି ପାଖରେ କାଳିକା ଦେବୀଙ୍କ ମନ୍ଦିର ଥିବାରୁ ଲୋକଙ୍କର ବିଶ୍ଵାସ ଯେ, ମାଆଙ୍କ ନିର୍ଦ୍ଦେଶରେ ହିଁ ଏଭଳି ଅଦ୍ଭୁତ ଘଟଣା ଘଟିଛି। ଆଉ କେତେକ କହୁଛନ୍ତି ଦେବୀ କୌଣସି କାରଣରୁ କ୍ରୋଧାନ୍ଵିତ ହୋଇଯାଇଛନ୍ତି। ଯାହାର ପ୍ରତିଫଳ ଲୋକଙ୍କୁ ଦେଖିବାକୁ ପଡୁଛି। ତେଣୁ ଲୋକେ ସେଠାରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story