ଜଳୁଛି ଗ୍ରୀଡ୍‌; ନାକେଦମ୍‌ ଦମକଳ ବାହିନୀ

Ordigital Desk
  • Published: Wednesday, 31 May 2017
  • , Updated: 31 May 2017, 06:46 PM IST
<p>[vc_video link=&quot; &nbsp; &nbsp; &nbsp;&quot; align=&quot;center&quot;]</p> <p>ଭଦ୍ରକ: ବାରିକପୁରଠାରେ ଥିବା ଭଦ୍ରକ ଗ୍ରୀଡ୍&zwnj;ରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ମାତ୍ର କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡ଼ିନାହିଁ। ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିବା ସମ୍ଭବ ହେଉନଥିଲା। ଗ୍ରୀଡ୍&zwnj;ରେ ଅଗ୍ନିକାଣ୍ଡ ଯୋଗୁଁ ଭଦ୍ରକ ସହର ଓ ଆଖପାଖ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି।</p>

Related story