ବାସ୍ତୁଶାସ୍ତ୍ରରେ ରହିଛି ସୁସ୍ଥ ରହିବାର ଉପାୟ, ଧ୍ୟାନ ଦିଅନ୍ତୁ ଏହି କଥା ଉପରେ

ଆଧୁନିକ କାର୍ଯ୍ୟଶୈଳୀ ଯୋଗୁଁ ଲୋକେ ବିଶ୍ରାମ ପାଇଁ ସମୟ ପାଉନାହାଁନ୍ତି। ଏହାସହ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନଥିବାରୁ ଅସମୟରେ ନାନା ରୋଗ ଗ୍ରାସ କରୁଛି। ଚିକିତ୍ସା ଦ୍ୱାରା ଏସବୁ ରୋଗ ଦୂର ହୋଇପାରୁଚି। ହେଲେ ଆଜି ଆମେ ଏପରି କିଛି କଥା କହିବୁ ଯାହା ଉପରେ ଧ୍ୟାନ ଦେଲେ ଆପଣ ଓ ଆପଣଙ୍କ ପରିବାର ନିରୋଗ ରହିପାରିବେ। ଏନେଇ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ସୁସ୍ଥ ଜୀବନ ଚାହୁଁ ଥିଲେ ଏହା ଉପରେ ଧ୍ୟାନ ଦିଅନ୍ତୁ […]

vastu-Health

vastu-Health

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 08:37 AM IST

Sports

Latest News

ଆଧୁନିକ କାର୍ଯ୍ୟଶୈଳୀ ଯୋଗୁଁ ଲୋକେ ବିଶ୍ରାମ ପାଇଁ ସମୟ ପାଉନାହାଁନ୍ତି। ଏହାସହ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନଥିବାରୁ ଅସମୟରେ ନାନା ରୋଗ ଗ୍ରାସ କରୁଛି। ଚିକିତ୍ସା ଦ୍ୱାରା ଏସବୁ ରୋଗ ଦୂର ହୋଇପାରୁଚି। ହେଲେ ଆଜି ଆମେ ଏପରି କିଛି କଥା କହିବୁ ଯାହା ଉପରେ ଧ୍ୟାନ ଦେଲେ ଆପଣ ଓ ଆପଣଙ୍କ ପରିବାର ନିରୋଗ ରହିପାରିବେ। ଏନେଇ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ସୁସ୍ଥ ଜୀବନ ଚାହୁଁ ଥିଲେ ଏହା ଉପରେ ଧ୍ୟାନ ଦିଅନ୍ତୁ ଓ ପାଳନ କରନ୍ତୁ, ଜୀବନ ସୁଖମୟ ହୋଇପାରିବ। ଆସନ୍ତୁ ଜାଣିବା ସୁସ୍ଥ ରହିବା ପାଇଁ ବାସ୍ତୁଶାସ୍ତ୍ରରେ କ’ଣ କୁହାଯାଇଛି।

୧. ଶୋଇବା ଘରେ ପାଣି ସମ୍ବନ୍ଧିୟ କୌଣସି ଜିନିଷ ରଖନ୍ତୁ ନାହିଁ। ଏପରିକି ପାଣି ଥିବା ପେର୍ଟିଂ ବି ରଖନ୍ତୁ ନାହିଁ। ଶୋଇବା ଘରେ ଟିଭି ରଖିବାକୁ ମଧ୍ୟ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି। ଏହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

୨. ଘରେ ଯେଉଁ ସ୍ଥାନରେ ୱାସିଂମେସିନ ରଖିଛନ୍ତି ଓ ଶୌଚାଳୟ ରହିଛି ସେ ଦିଗକୁ ମୁଣ୍ଡ ଦେଇ ଶୁଅନ୍ତୁ ନାହିଁ।

୩. ଯଦି ଶୋଇବା ଘରେ ଦର୍ପଣ ଲଗାଛନ୍ତି, ତେବେ ଦର୍ପଣ ଆଡକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ। ଦର୍ପଣ ଅଗ୍ନିକୁ ପ୍ରତିରୋଧ କରିଥାଏ। ଏହା ଅଗ୍ନି ତତ୍ତ୍ୱର ପ୍ରଭାବକୁ କମାଇ ଦେଇଥାଏ। ଏହାର ସିଧା ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ।

୪. ଯଦି ଘରର କୌଣସି କୋଠରୀର କବାଟ ସିଢ଼ି ଆଡକୁ ଖୋଲୁଛି ତେବେ ସେ ଘରେ ଶୁଅନ୍ତୁ ନାହିଁ। ଏହା ନକାରାତ୍ମକ ଉର୍ଜା ବୃଦ୍ଧି କରିଥାଏ ଓ ବେମାରୀକୁ ଆମନ୍ତ୍ରଣ କରିଥାଏ।

୫. ଛାତରେ ଲାଗିଥିବା ଲୁହା ବିମ୍‌ ତଳେ ଶୋଇଲେ ମୁଣ୍ଡ ବ୍ୟଥା, ଚିଡଚିଡା ହେବା ସମସ୍ୟ ଦେଖାଦେଇଥାଏ। ଏହାସହ ପାରିବାରିକ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ରରେ ଲୁହା ବିମ୍‌ ତଳେ ଶୋଇବାକୁ ବାରଣ କରାଯାଇଛି।

୬. ତଲୱାର, ଛୁରୀ, ପଶୁଙ୍କ ଦାନ୍ତ ପରି ଜିନିଷର ମୁଖ ପରିବାର ଲୋକଙ୍କ ଆଡକୁ ରହିଥିଲେ ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

୭. ପୂର୍ବ ଦିଗକୁ ମୁଣ୍ଡ ରଖି ଶୋଇଲେ ଦେହ ଭଲ ରହିବା ସହ ଆୟୁଷ ବଢିଥାଏ। ଏହା ଆପଣଙ୍କ ମଧ୍ୟରେ ସକାରାତ୍ମକ ଶକ୍ତି ଜାଗ୍ରତ କରିଥାଏ।

୮. ଘରେ ସବୁବେଳେ ସକାରାତ୍ମକ କଥାବାର୍ତ୍ତା କରନ୍ତୁ। ଏହାଦ୍ୱାରା ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରହିବ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story