ଆଜି ଶେଷ ଦିନ: ଏହି ସବୁ ସ୍ମାର୍ଟଫୋନ୍‌ରେ ମିଳୁଛି ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି

ମୁମ୍ବାଇ: ଫ୍ଲିପକାର୍ଟରେ ଚାଲିଛି ତିନିଦିନିଆ ବୋନାଞ୍ଜା ସେଲ୍। ଯାହାର ଆଜି ଶେଷ ଦିନ। ଏହା ୧୩ ମାର୍ଚ୍ଚରୁ ଆରମ୍ଭ ହୋଇ ୧୫ ମାର୍ଚ୍ଚରେ ଶେଷ ହେବ। ଏହି ସେଲ୍‌ରେ ମଟ୍ରୋଲା, ସାମସଙ୍ଗ, ଓପୋ, ଗୁଗଲ ପିକ୍ସେଲ ପରି  ମୋବାଇଲ ଫୋନ ସେଟ୍‌ରେ ଅଧିକ ପରିମାଣର ରିହାତି ମିଳୁଛି।  ଯଦି ଆପଣ ଶସ୍ତାରେ ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ତେବେ ଆସନ୍ତୁ ଜାଣିବା କେଉଁ ଫୋନ୍‌ରେ କେତେ ରିହାତି ମିଳୁଛି। OPPO […]

phone copy

phone copy

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 07:08 PM IST

Sports

Latest News

ମୁମ୍ବାଇ: ଫ୍ଲିପକାର୍ଟରେ ଚାଲିଛି ତିନିଦିନିଆ ବୋନାଞ୍ଜା ସେଲ୍। ଯାହାର ଆଜି ଶେଷ ଦିନ। ଏହା ୧୩ ମାର୍ଚ୍ଚରୁ ଆରମ୍ଭ ହୋଇ ୧୫ ମାର୍ଚ୍ଚରେ ଶେଷ ହେବ। ଏହି ସେଲ୍‌ରେ ମଟ୍ରୋଲା, ସାମସଙ୍ଗ, ଓପୋ, ଗୁଗଲ ପିକ୍ସେଲ ପରି  ମୋବାଇଲ ଫୋନ ସେଟ୍‌ରେ ଅଧିକ ପରିମାଣର ରିହାତି ମିଳୁଛି।  ଯଦି ଆପଣ ଶସ୍ତାରେ ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ତେବେ ଆସନ୍ତୁ ଜାଣିବା କେଉଁ ଫୋନ୍‌ରେ କେତେ ରିହାତି ମିଳୁଛି।

OPPO F3(4GB): ଏହି ଫୋନ୍‌ରେ ୫,୦୦୦ ଟଙ୍କାର ରିହାତି ମିଳୁଛି।  ଏହାର ପ୍ରକୃତ ମୂଲ୍ୟ ୧୬,୯୯୦ ହୋଇଥିବାବେଳେ ଆପଣ ଏହାକୁ ୧୧,୯୯୦ରେ କିଣିପାରିବେ।

GOOGLE PIXEL 2XL: ଏହି ଫୋନ୍‌କୁ ଆପଣ ୪୯,୯୯୯ ଟଙ୍କାରେ କିଣିପାରିବେ। ଏହା ବ୍ୟତୀତ ୫୦୦୦ ଟଙ୍କାର ଏକ୍ସଚେଞ୍ଜ ଅଫର ମଧ୍ୟ ଉପଲବ୍ଧ ରହିଛି। ଏଥିସହ ଆପଣ ଯଦି Citi bankରୁ ପେମେଣ୍ଟ କରିବେ ତେବେ ଆପଣଙ୍କୁ ୮,୦୦୦ ଟଙ୍କରାର କ୍ୟାସ୍ ବ୍ୟାକ୍ ଦିଆଯିବ।

LENOVO K8+(3GB): ଏହି ଫୋନକୁ ଆପଣ  ୭,୯୯୯ ଟଙ୍କାରେ କିଣିପାରିବେ। ଏହାର ପ୍ରକୃତ ମୂଲ୍ୟ ହେଇଛି ୯,୯୯୯ ଟଙ୍କା। ଯାହାକୁ ଆପଣ ୨୦୦୦ ଟଙ୍କା ଶସ୍ତାରେ ପାଇପାରିବେ।

MOTO E4+ (8GB): ଆପଣଙ୍କୁ ଏହି ସ୍ମାର୍ଟଫୋନଟି ମାତ୍ର ୮,୯୯୯ ଟଙ୍କାରେ ମିଳିଯିବ। ଯାହାର ପ୍ରକୃତ ମୂଲ୍ୟ ୯,୯୯୯ ଟଙ୍କା।

SAMSUNG S7(4GB): ଏହି ଫୋନ୍‌ଟିକୁ ୪୮,୯୦୦ରେ ଲଞ୍ଚ୍ କରାଯାଇଥିଲା। କିନ୍ତୁ ଫ୍ଲିପ୍‌କାର୍ଟର ଏହି ସେଲ୍‌ରେ ଆପଣଙ୍କୁ ଏହି ଫୋନଟି ମାତ୍ର ୨୨,୯୯୦ ଟଙ୍କାରେ ମିଳିଯିବ।

ଏହା ବ୍ୟତୀତ ଆହୁରି ଅନେକ ଫୋନ୍‌ରେ ଆକର୍ଷଣୀୟ ଅଫର ମିଳୁଛି। ଗ୍ରାହକ ଯଦି ଏସବିଆଇ ଆକାଉଣ୍ଟରୁ ପେମେଣ୍ଟ କରନ୍ତି ତେବେ ଇନ୍‌ଷ୍ଟାଣ୍ଟ୍ ୫% ରିହାତି ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story