ରାୟଗଡ଼ାରେ କାହିଁକି ହେଲା ବନ୍ୟା: ସ୍ଥିତି ସମୀକ୍ଷା କଲେ ଗୃହ ସଚିବ

ରାୟଗଡ଼ା: ନାଗାବଳୀ, କଲ୍ୟାଣୀ ଓ ଝଞ୍ଜାବତୀ ନଦୀର ଉପରେ ଅଧିକ ବର୍ଷା ହୋଇଥିବାରୁ ରାୟଗଡ଼ା ଜିଲ୍ଲାରେ ବନ୍ୟା ହୋଇଥିଲା। ଯାହାଫଳରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ବନ୍ୟାରେ ଗୋଟିଏ ରେଲୱେ ବ୍ରିଜ୍‌ ସହ ୬ଟି ବ୍ରିଜ୍‌ ଭାସି ଯାଇଥିବା ବେଳେ ପୂର୍ତ୍ତ ବିଭାଗର ରାସ୍ତା ଧୋଇ ଯାଇଥିଲା। ଅନେକ ଲୋକ ଘର ଦ୍ୱାର ହରାଇଥିବା ବେଳେ ଚାଷ ଜମିରେ ବାଲି ଚରି ଯାଇଥିଲା। ଏହାର କ୍ଷୟକ୍ଷତି ଆକଳନ କରିବା ପାଇଁ ଆଜି ରାଜ୍ୟ ଗୃହ ସଚିବ ଅସିତ […]

ome-secretry-asit-tripathy

ome-secretry-asit-tripathy

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 04:57 PM IST

Sports

Latest News

ରାୟଗଡ଼ା: ନାଗାବଳୀ, କଲ୍ୟାଣୀ ଓ ଝଞ୍ଜାବତୀ ନଦୀର ଉପରେ ଅଧିକ ବର୍ଷା ହୋଇଥିବାରୁ ରାୟଗଡ଼ା ଜିଲ୍ଲାରେ ବନ୍ୟା ହୋଇଥିଲା। ଯାହାଫଳରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ବନ୍ୟାରେ ଗୋଟିଏ ରେଲୱେ ବ୍ରିଜ୍‌ ସହ ୬ଟି ବ୍ରିଜ୍‌ ଭାସି ଯାଇଥିବା ବେଳେ ପୂର୍ତ୍ତ ବିଭାଗର ରାସ୍ତା ଧୋଇ ଯାଇଥିଲା। ଅନେକ ଲୋକ ଘର ଦ୍ୱାର ହରାଇଥିବା ବେଳେ ଚାଷ ଜମିରେ ବାଲି ଚରି ଯାଇଥିଲା। ଏହାର କ୍ଷୟକ୍ଷତି ଆକଳନ କରିବା ପାଇଁ ଆଜି ରାଜ୍ୟ ଗୃହ ସଚିବ ଅସିତ ତ୍ରିପାଠୀ ରାୟଗଡ଼ ଗସ୍ତରେ ଯାଇ ସମୀକ୍ଷା କରିଛନ୍ତି। ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ପିଡି ମଧୁସୂଦନ ମିଶ୍ର, ଉପଜିଲ୍ଲାପାଳ ପ୍ରବୀର ନାୟକ ପ୍ରମୁଖ ଯୋଗଦେଇ ବନ୍ୟାର କ୍ଷୟକ୍ଷତି ନେଇ ଆଲୋଚନା କରିଥିଲେ।

ବୈଠକ ପରେ ତ୍ରିପାଠୀ କହିଛନ୍ତି-“ନାଗାବଳୀ, କଲ୍ୟାଣୀ ଓ ଝଞ୍ଜାବତୀର ଉପର ମୁଣ୍ଡରେ ୨୬୦ ମିଲିମିଟ୍‌ରରୁ ଅଧିକ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ବନ୍ୟା ହୋଇଥିଲା। ଭବିଷ୍ୟତରେ ଯେପରି ଏପରି ଭୟଙ୍କର ସ୍ଥିତି ନଉପୁଜିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହାଛଡ଼ା ବନ୍ୟା ଅଞ୍ଚଳରେ ଠିକ୍‌ଭାବେ କାମ ଚାଲିଛି କି ନାହିଁ ତାହାର ତଦାରଖ କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story