ଚା କଫି ନୁହେଁ, ଏହି ୫ଟି ଜିନିଷ ଖାଆନ୍ତୁ ଲାଗିବ ନାହିଁ ଥଣ୍ଡା

ଚାଲିଛି ଶୀତ ଋତୁ। ଶୀତ ବସ୍ତ୍ର ପିନ୍ଧିବା ସତ୍ତ୍ୱେ ଛାଡୁନି ଥଣ୍ଡା। ଏମିତିକି ଲୋକେ ଘରେ ଭିତରେ ହିଟର ଓ ବାହାରେ ନିଆଁ ଲଗାଇ ବସୁଛନ୍ତି। ଏହାସହିତ ଶୀତରୁ ରକ୍ଷା ପାଇବା ପାଇଁ ଦିନ ସାରା ଚା ଓ କଫିର ମଜା ମଧ୍ୟ ନେଉଛନ୍ତି। ହେଲେ ଏହା ଅଧିକ ମାତ୍ରାରେ ପିଇବା ଦ୍ୱାରା ଭୋକ ଲାଗି ନଥାଏ। ଭୋକ ନ ହେବା ଦ୍ୱାରା ଶରୀରରେ ପ୍ରୋଟିନ୍ ଓ ଭିଟାମିନ୍‌ ମାତ୍ରା ହ୍ରାସ ହୋଇଥାଏ। ଯାହାଦ୍ୱାରା ଶୀଘ୍ର ରୋଗ […]

ghee

ghee

Rakesh Mallick
  • Published: Saturday, 06 January 2018
  • Updated: 06 January 2018, 09:49 AM IST

Sports

Latest News

ଚାଲିଛି ଶୀତ ଋତୁ। ଶୀତ ବସ୍ତ୍ର ପିନ୍ଧିବା ସତ୍ତ୍ୱେ ଛାଡୁନି ଥଣ୍ଡା। ଏମିତିକି ଲୋକେ ଘରେ ଭିତରେ ହିଟର ଓ ବାହାରେ ନିଆଁ ଲଗାଇ ବସୁଛନ୍ତି। ଏହାସହିତ ଶୀତରୁ ରକ୍ଷା ପାଇବା ପାଇଁ ଦିନ ସାରା ଚା ଓ କଫିର ମଜା ମଧ୍ୟ ନେଉଛନ୍ତି। ହେଲେ ଏହା ଅଧିକ ମାତ୍ରାରେ ପିଇବା ଦ୍ୱାରା ଭୋକ ଲାଗି ନଥାଏ। ଭୋକ ନ ହେବା ଦ୍ୱାରା ଶରୀରରେ ପ୍ରୋଟିନ୍ ଓ ଭିଟାମିନ୍‌ ମାତ୍ରା ହ୍ରାସ ହୋଇଥାଏ। ଯାହାଦ୍ୱାରା ଶୀଘ୍ର ରୋଗ ସଂକ୍ରମିତ ହେବାର ସମ୍ଭାବନା ରହିଥାଏ। ଆସନ୍ତୁ ଜାଣିବା ଥଣ୍ଡା ଦିନେ କଣ ଖାଇବା ଦ୍ୱାରା ଶରୀରକୁ ଗରମ ଲାଗିବା ସହ ରୋଗରୁ ଦୂରେଇ ରହିପାରିବ।।

ଘିଅ: ଘିଅ ଖାଇଲେ ମେଦବହୁଳ ବୃଦ୍ଧି ପାଇଥାଏ ବୋଲି ସାଧାରଣରେ କୁହାଯାଏ। କିନ୍ତୁ ଏହା ସଂପୂର୍ଣ୍ଣ ଠିକ୍ ନୁହେଁ।  ଘିଅ ଶରୀରକୁ ସୁସ୍ଥ ରଖିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ପ୍ରତିଦିନ ୧୫ ଗ୍ରାମ ଘିଅ ଖାଇବା ଦ୍ୱାରା ଶରୀରକୁ ଗରମ ମଧ୍ୟ ରଖିଥାଏ। ଶରୀରକୁ ଗରମ ରଖିବା ସହ ଚର୍ମକୁ  ଶୁଷ୍କ ହେବାଠାରୁ  ରକ୍ଷା କରିଥାଏ।

milkହଳଦି କ୍ଷୀର: ହଳଦିରେ ଥିବା ଆଣ୍ଟିବାୟୋଟିକ୍ସ ପ୍ରପୋଟିଜ୍  ଓ କ୍ଷୀରରେ  ଥିବା କ୍ୟାଲସିୟମ୍ ଏକାସଙ୍ଗରେ ମିସିବା ଦ୍ୱାରା ଏହାର ଗୁଣ ଆହୁରି ଅଧିକ ବଢ଼ି ଯାଇଥାଏ। ଏହି କ୍ଷୀର ପିଇବା ଦ୍ୱାରା ଥଣ୍ଡାରୁ ରକ୍ଷା କରିବା ସହ ନିଦ ଭଲ ଆସିଥାଏ। ଏହାସହିତ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାରୁ ଆରାମ ଦେଇଥାଏ। ଥଣ୍ଡା-କାଶରୁ ମଧ୍ୟ ଦୂରେଇ ରଖେ। ଓଜନ ହ୍ରାସ କରିବା ସହ ହାଡ଼ ଶକ୍ତ କରିଥାଏ।

chili କଞ୍ଚା ଲଙ୍କା: ଲଙ୍କାରେ ଥିବା କେପସାଇସିନ୍ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରେ। ତେଣୁ ଥଣ୍ଡା ଦିନେ ଖାଇବା ସମୟରେ ଗୋଟିଏ କିମ୍ୱା ଦୁଇଟି ଲଙ୍କା ଖାଆନ୍ତୁ।  ଯଦି କଞ୍ଚା ଲଙ୍କା ଖାଇପାରୁ ନାହାଁନ୍ତି ଗୋଲମରିଚ ଖାଇପାରିବେ।

 ଗୁଡ଼: ଗୁଡ଼ ଖାଇବା ଦ୍ୱାରା ପାଚନ କ୍ରିୟାକୁ  ଠିକ୍‌ ରହିବା ସହ  ଥଣ୍ଡା-କାଶରୁ ରକ୍ଷା କରିଥାଏ। ଏଥିରେ ଅନେକ ଭିଟାମିନ୍, ଫସ୍‌ଫୋରସ୍,ଆଇରନ୍, ମ୍ୟାଗ୍ନେସିୟମ ଓ ପୋଟାସିୟମ ପ୍ରଚୁର ମାତ୍ରାରେ ରହିଛି। ତେଣୁ ଥଣ୍ଡା ଦିନେ ପ୍ରତିଦିନ ଅଳ୍ପ କିଛି ଗୁଡ଼ ଖାଇବା ଉଚିତ।

ଡ୍ରାଏ ଫ୍ରୁଟ୍‌:ବାଦାମ, ପିସ୍ତା ଓ ଅଖରୋଟ ଖାଇବା ଦ୍ୱାରା ଶରୀରକୁ ଗରମ ରଖିଥାଏ। ତେଣୁ ପ୍ରତିଦିନ ସକାଳ କିମ୍ୱା ସନ୍ଧ୍ୟାରେ ୫ରୁ ୬ଟି ଡ୍ରାଏ ଫ୍ରୁଟ୍‌ ଖାଆନ୍ତୁ। ଆପଣ ଏହାକୁ କ୍ଷୀର ସହିତ ମିଶାଇ ମଧ୍ୟ ଖାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story