ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମେ କଥାକହିଲା ବେଳେ ଦୈନନ୍ଦୀନ ଜୀବନରେ ଏମିତି ଗୁଡିକ ଶବ୍ଦ କହୁଛେ ଯାହା ଶବ୍ଦ ନୁହେଁ କେତଗୁଡିଏ ଅକ୍ଷରର ସଗୋଷ୍ଠୀ ମାତ୍ର । ବାରମ୍ବାର ବ୍ୟବହାର କରାଯାଉଥିବାରୁ ଏଗୁଡିକ ସହଜରେ ଆମେ ବୁଝି ପାରିଥାଉ, କିନ୍ତୁ ବାସ୍ତବିକ୍ କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହାର ସମ୍ପୁର୍ଣ୍ଣ ଅର୍ଥ ଜାଣି ନ ଥାନ୍ତି। ତା ହେଲେ ଆସନ୍ତୁ ଯାଣିବା ସେମିତି କେତେଗୁଡିକ ଶବ୍ଦ ସମ୍ପର୍କରେ।
PAN: Permanent Account Number
OK: Oll Korrect or All Correct
NEWS PAPER: North East West south, Past And Present Event Reports
PDF: Portable Document Format
SIM: Subscriber Identity Module
ATM: Automated Teller Mechine
VIRUS: Vital Information Resources Under Seize
GOOGLE: Global Organasation of Oriented Group Language of Earth