ଗଜଭିୟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି: ରାଜ୍ୟର ସବୁ ଥାନା ସମ୍ମୁଖରେ ଧାରଣା ଦେଲା ବିଜେପି

ଭୁବନେଶ୍ୱର: କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ରାଜ୍ୟର ସମସ୍ତ ଥାନା ଆଗରେ ଧାରଣା ଦେଇଛି ବିଜେପି। ଗଜଭିୟେଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦଳ ପକ୍ଷରୁ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି। ଏହାସହ ସନ୍ତୋଷ ରାଉଳ ଓରଫ୍ ସାରଥୀଙ୍କ ଚିଟଫଣ୍ଡ ଓ ରାଜନୈତିକ ଲିଙ୍କ୍ ଅଭିଯୋଗର ତଦନ୍ତ ସିବିଆଇକୁ ଦେବାକୁ ବିଜେପି ଦାବି କରିଛି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ମଧ୍ୟ ବିଜେପି ପକ୍ଷରୁ ଗଜଭିୟେଙ୍କ ବିରୋଧରେ ଏତଲା ଦିଆଯାଇଛି। […]

bjpthana

bjpthana

Rakesh Mallick
  • Published: Monday, 10 August 2015
  • Updated: 10 August 2015, 09:07 AM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ରାଜ୍ୟର ସମସ୍ତ ଥାନା ଆଗରେ ଧାରଣା ଦେଇଛି ବିଜେପି। ଗଜଭିୟେଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦଳ ପକ୍ଷରୁ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି। ଏହାସହ ସନ୍ତୋଷ ରାଉଳ ଓରଫ୍ ସାରଥୀଙ୍କ ଚିଟଫଣ୍ଡ ଓ ରାଜନୈତିକ ଲିଙ୍କ୍ ଅଭିଯୋଗର ତଦନ୍ତ ସିବିଆଇକୁ ଦେବାକୁ ବିଜେପି ଦାବି କରିଛି। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ମଧ୍ୟ ବିଜେପି ପକ୍ଷରୁ ଗଜଭିୟେଙ୍କ ବିରୋଧରେ ଏତଲା ଦିଆଯାଇଛି। ସେହିଭଳି ପୁରୀ ଓ କଟକରେ ମଧ୍ୟ ଜିଲ୍ଲା ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

ନୟାଗଡ଼ ଟାଉନ ଥାନା ଆଗରେ ବିଜେପି କର୍ମୀମାନେ କେନ୍ଦ୍ରାପଡ଼ାର ପୂର୍ବତନ ଏସପି ଗଜଭିୟେ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରା ଦେଇଥିଲେ । ଏହାପରେ ନୟାଗଡ଼ ଏନଏସି ବିଜେପି ତରଫରୁ ସତୀଶ ଗଜଭିୟେଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯାଇଥିଲା। ସେହିପରି ବ୍ରହ୍ମପୁରରେ ମଧ୍ୟ ବିଜେପି ପକ୍ଷରୁ ବୈଦ୍ୟନାଥପୁର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗଜଭିୟେଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ଦିଆଯାଇଛି।

ସେପଟେ ବଲାଙ୍ଗିରରେ ମଧ୍ୟ ବିଜେପି କର୍ମୀମାନେ ଟାଉନ ଥାନା ଆଗରେ ନାରାବାଜି କରିବା ସହ ଗଜଭିୟେଙ୍କ ବିରୋଧରେ ଏତଲା ଦେଇଛନ୍ତି।

ଢେଙ୍କନାଳ ଜିଲ୍ଲାର କାମାକ୍ଷନଗର ସବଡିଭିଜନର କାମାକ୍ଷାନଗର, ପରଜଙ୍ଗ ଓ କଙ୍କଡ଼ାହାଡ଼ ଥାନା ସମ୍ମୁଖରେ ବିଜେପି ପକ୍ଷରୁ ଧାରଣ ଦିଆଯାଇଥିଲା ଓ ସତୀଶ ଗଜଭିୟେଙ୍କ ବିରୁଦ୍ଧରେ ଏତଲା ଦିଆଯାଇଥିଲା। ସେହିଭଳି ପାଲଲହଡ଼ାରେ ମଧ୍ୟ ବିଜେପି କର୍ମୀମାନେ ଥାନା ସମ୍ମୁଖରେ ଧାରଣା ଦେବା ସହିତ ଗଜଭିୟେଙ୍କ ନାଁରେ ଏତଲା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story