ଗଜଭିୟେଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ: ବିଧାୟକ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେ ମିଡିଆ ଆଗରେ ମନ୍ତବ୍ୟ ଦେବାକୁ ନେଇ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି । ବିଧାୟକ ସାମନ୍ତରାୟ କହିଛନ୍ତି ଯେ, ଜଣେ ସରକାରୀ ଅଫିସର ଅଭିଯୋଗ କରିବା ପାଇଁ ଉପଯୁକ୍ତ ଫୋରମ ରହିଛି । ସତୀଶ ଗଜଭୟେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପ୍ରତିକ୍ରିୟା ଦେଇ ଠିକ ହୋଇନାହିଁ । ସେ ସଠିକ ଫୋରମରେ ନ ଯାଇ ଶୃଙ୍ଖଳା ଭଙ୍ଗ କରିଛନ୍ତି । ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ […]

47

47

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 10:17 AM IST

Sports

Latest News

debaଭୁବନେଶ୍ୱର: କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେ ମିଡିଆ ଆଗରେ ମନ୍ତବ୍ୟ ଦେବାକୁ ନେଇ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି । ବିଧାୟକ ସାମନ୍ତରାୟ କହିଛନ୍ତି ଯେ, ଜଣେ ସରକାରୀ ଅଫିସର ଅଭିଯୋଗ କରିବା ପାଇଁ ଉପଯୁକ୍ତ ଫୋରମ ରହିଛି । ସତୀଶ ଗଜଭୟେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ପ୍ରତିକ୍ରିୟା ଦେଇ ଠିକ ହୋଇନାହିଁ । ସେ ସଠିକ ଫୋରମରେ ନ ଯାଇ ଶୃଙ୍ଖଳା ଭଙ୍ଗ କରିଛନ୍ତି । ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରୁ ଜଣାପଡୁଥିବା ବିଧାୟକ ସାମନ୍ତରାୟ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos