ଫେରିଲେ ରାଜ୍ୟପାଳ, ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ତ୍ୱରାନ୍ୱିତ

Ordigital Desk
  • Published: Saturday, 06 May 2017
  • , Updated: 06 May 2017, 10:06 AM IST
<p>[vc_row][vc_column][vc_video link=&quot;: ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚାଲିଛି କାଉଣ୍ଟଡାଉନ୍। ରାଜ୍ୟପାଳ ଏସ୍&zwnj;.ସି ଜମିର ଆଜି ସକାଳେ ନାଗାଲାଣ୍ଡରୁ ଫେରିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯେଉଁ ମନ୍ତ୍ରୀମାନେ ବାଦ୍ ପଡିବେ ସେମାନଙ୍କୁ ଅାଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଯିବ ସୂଚନା। ତା&rsquo;ସହିତ ଯେଉଁମାନେ ମନ୍ତ୍ରୀ ହେବେ ସେମାନଙ୍କ ନିକଟକୁ ଯିବ ଫୋନ୍ କଲ୍&zwnj;। ଗତକାଲିଠାରୁ ସଂସଦୀୟ ବ୍ୟାପାର ବିଭାଗ &nbsp;ଚଳଚଞ୍ଚଳ ହୋଇପଡ଼ି ଥିବା ବେଳେ ଅାସନ୍ତାକାଲି ନୂଅା ମନ୍ତ୍ରୀମାନେ ଶପଥ ନେଇପାରନ୍ତି।[/vc_column_text][/vc_column][/vc_row]</p>

Related story