ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ମାମଲା: ସିବିଆଇକୁ ରିପୋର୍ଟ ତଲବ କଲେ ହାଇକୋର୍ଟ

କଟକ: ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ପ୍ରସଙ୍ଗରେ ସିବିଆଇକୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ।  ତଦନ୍ତର ସର୍ବଶେଷ ଷ୍ଟାଟସ ରିପୋର୍ଟ ସହ ମେଡିକାଲ ରିପୋର୍ଟ ମଧ୍ୟ ହାଇକୋର୍ଟ ମାଗିଛନ୍ତି। ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ  ଶୁଣାଣି ହେବ। ସୂଚନାଯୋଗ୍ୟ, ସିସୋର ଚିଟଫଣ୍ଡ ଲିଙ୍କ୍‌ ମାମଲାରେ ଗତ ସେପ୍ଟେମ୍ୱର ୧୯ ତାରିଖରେ କଟକ ସ୍ଥିତ ବାସଭବନରୁ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା।

High-Court

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 02:44 PM IST

କଟକ: ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ପ୍ରସଙ୍ଗରେ ସିବିଆଇକୁ ରିପୋର୍ଟ ତଲବ କରିଛନ୍ତି ହାଇକୋର୍ଟ।  ତଦନ୍ତର ସର୍ବଶେଷ ଷ୍ଟାଟସ ରିପୋର୍ଟ ସହ ମେଡିକାଲ ରିପୋର୍ଟ ମଧ୍ୟ ହାଇକୋର୍ଟ ମାଗିଛନ୍ତି। ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ  ଶୁଣାଣି ହେବ।

ସୂଚନାଯୋଗ୍ୟ, ସିସୋର ଚିଟଫଣ୍ଡ ଲିଙ୍କ୍‌ ମାମଲାରେ ଗତ ସେପ୍ଟେମ୍ୱର ୧୯ ତାରିଖରେ କଟକ ସ୍ଥିତ ବାସଭବନରୁ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା।

Related story