ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁଣ୍ଡବିନ୍ଧା ଏମିତି ଏକ ସମସ୍ୟା ଥରେ ଆରମ୍ଭ ହୋଇଗଲେ କଥା ସରିଲା। କାର୍ଯ୍ୟଭାର ପାଇଁ ହେଉ ଅବା ଥଣ୍ଡା ପାଇଁ ମୁଣ୍ଡ ବିନ୍ଧିଥାଏ। କାହାର ପୂରା କପାଳ ବିନ୍ଧେ ତ କାହାର ଅଧା କପାଳିଆ ମୁଣ୍ଡ ବିନ୍ଧେ। କେବେ କେବେ ମୁଣ୍ଡ ବିନ୍ଧା ଏତେ ଜୋରରେ ହୋଇଥାଏ ଯେ ଆମେ ବାଧ୍ୟ ହୋଇ ମେଡିସିନ୍ ଖାଉ। ଯାହା ପରୋକ୍ଷରେ ଆମ ଶରୀର ପାଇଁ କ୍ଷତିକାରକ। ଶାସ୍ତ୍ରବିତ୍ଙ୍କ ଅନୁସାରେ 'ଯୋଗମାଳା' ବହିରେ ଲେଖା ଅଛି ଏହାର ସହଜ ସମାଧାନ। ଯଦି ମୁଣ୍ଡବିନ୍ଧା ଲଗାତାର ହେଉଛି ତେବେ ଏହାକୁ ଦୂର କରିବା ପାଇଁ କେବଳ ଗୋଟେ ଫଳ କାଫି। ସେ ଫଳଟି ହୋଉଛି 'ସେଓ'। ଖାଲି ପେଟରେ ସେଓକୁ ଟିକେ ଲୁଣ ସହ ମିଶାଇ କିଛିଦିନ ଖାଇବା ପରେ ମୁଣ୍ଡ ବିନ୍ଧା ପୁରା ଭଲ ହୋଇଯାଏ। ଏହା ମୁଣ୍ଡବିନ୍ଧା ଭଲ କରିବା ସହ ଶରୀରକୁ ଆରୋଗ୍ୟ ରଖିଥାଏ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...