ସେଓ ଦୂର କରିବ ମୁଣ୍ଡ ବିନ୍ଧା: ଜାଣନ୍ତୁ କେମିତି ଖାଇବେ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁଣ୍ଡବିନ୍ଧା ଏମିତି ଏକ ସମସ୍ୟା ଥରେ ଆରମ୍ଭ ହୋଇଗଲେ କଥା ସରିଲା। କାର୍ଯ୍ୟଭାର ପାଇଁ ହେଉ ଅବା ଥଣ୍ଡା ପାଇଁ ମୁଣ୍ଡ ବିନ୍ଧିଥାଏ। କାହାର ପୂରା କପାଳ ବିନ୍ଧେ ତ କାହାର ଅଧା କପାଳିଆ ମୁଣ୍ଡ ବିନ୍ଧେ। କେବେ କେବେ ମୁଣ୍ଡ ବିନ୍ଧା ଏତେ ଜୋରରେ ହୋଇଥାଏ ଯେ ଆମେ ବାଧ୍ୟ ହୋଇ ମେଡିସିନ୍ ଖାଉ। ଯାହା ପରୋକ୍ଷରେ ଆମ ଶରୀର ପାଇଁ କ୍ଷତିକାରକ। ଶାସ୍ତ୍ରବିତ୍‌ଙ୍କ ଅନୁସାରେ ‘ଯୋଗମାଳା’ ବହିରେ ଲେଖା ଅଛି ଏହାର […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 04:08 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁଣ୍ଡବିନ୍ଧା ଏମିତି ଏକ ସମସ୍ୟା ଥରେ ଆରମ୍ଭ ହୋଇଗଲେ କଥା ସରିଲା। କାର୍ଯ୍ୟଭାର ପାଇଁ ହେଉ ଅବା ଥଣ୍ଡା ପାଇଁ ମୁଣ୍ଡ ବିନ୍ଧିଥାଏ। କାହାର ପୂରା କପାଳ ବିନ୍ଧେ ତ କାହାର ଅଧା କପାଳିଆ ମୁଣ୍ଡ ବିନ୍ଧେ। କେବେ କେବେ ମୁଣ୍ଡ ବିନ୍ଧା ଏତେ ଜୋରରେ ହୋଇଥାଏ ଯେ ଆମେ ବାଧ୍ୟ ହୋଇ ମେଡିସିନ୍ ଖାଉ। ଯାହା ପରୋକ୍ଷରେ ଆମ ଶରୀର ପାଇଁ କ୍ଷତିକାରକ। ଶାସ୍ତ୍ରବିତ୍‌ଙ୍କ ଅନୁସାରେ 'ଯୋଗମାଳା' ବହିରେ ଲେଖା ଅଛି ଏହାର ସହଜ ସମାଧାନ। ଯଦି ମୁଣ୍ଡବିନ୍ଧା ଲଗାତାର ହେଉଛି ତେବେ ଏହାକୁ ଦୂର କରିବା ପାଇଁ କେବଳ ଗୋଟେ ଫଳ କାଫି। ସେ ଫଳଟି ହୋଉଛି 'ସେଓ'। ଖାଲି ପେଟରେ ସେଓକୁ ଟିକେ ଲୁଣ ସହ ମିଶାଇ କିଛିଦିନ ଖାଇବା ପରେ ମୁଣ୍ଡ ବିନ୍ଧା ପୁରା ଭଲ ହୋଇଯାଏ। ଏହା ମୁଣ୍ଡବିନ୍ଧା ଭଲ କରିବା ସହ ଶରୀରକୁ ଆରୋଗ୍ୟ ରଖିଥାଏ ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos