ଆଗକୁ ଅଗ୍ନି ବର୍ଷା: ଜାଣନ୍ତୁ ଅଂଶୁଘାତରୁ ରକ୍ଷା ପାଇବେ କିପରି

ମାର୍ଚ୍ଚମାସ ଆରମ୍ଭରୁ ବଢ଼ିବାରେ ଲାଗିଲାଣି ତାତି। ଆଗକୁ ଆହୁରି ତାତି ବଢ଼ିବ। ଏପରି ସ୍ଥିତିରେ ଅଂଶୁଘାତ ହେବାର ଅନେକ ଆଶଂକା ରହିଛି। ଖରାଦିନେ ଅନେକ ଲୋକ ଅଂଶୁଘାତର ଶିକାର ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ଅଂଶୁଘାତରୁ ନିଜକୁ କିପରି ରକ୍ଷା କରିବେ। ୧-ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସବୁଠାରୁ ଉପାଦେୟ ଉପାୟ ହେଉଛି, ଯଥାସମ୍ଭବ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣରୁ ନିଜକୁ ଦୂରେଇ ରଖିବା। ବାହାରକୁ ଯିବା ସମୟରେ ଖାଲି ଦେହରେ ନ ଯାଇ ମୁଣ୍ଡରେ ଟୋପି ଲଗାଇବା […]

sunstroke image

sunstroke image

Rakesh Mallick
  • Published: Monday, 05 March 2018
  • Updated: 05 March 2018, 03:35 PM IST

Sports

Latest News

ମାର୍ଚ୍ଚମାସ ଆରମ୍ଭରୁ ବଢ଼ିବାରେ ଲାଗିଲାଣି ତାତି। ଆଗକୁ ଆହୁରି ତାତି ବଢ଼ିବ। ଏପରି ସ୍ଥିତିରେ ଅଂଶୁଘାତ ହେବାର ଅନେକ ଆଶଂକା ରହିଛି। ଖରାଦିନେ ଅନେକ ଲୋକ ଅଂଶୁଘାତର ଶିକାର ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ଅଂଶୁଘାତରୁ ନିଜକୁ କିପରି ରକ୍ଷା କରିବେ।

୧-ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସବୁଠାରୁ ଉପାଦେୟ ଉପାୟ ହେଉଛି, ଯଥାସମ୍ଭବ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣରୁ ନିଜକୁ ଦୂରେଇ ରଖିବା। ବାହାରକୁ ଯିବା ସମୟରେ ଖାଲି ଦେହରେ ନ ଯାଇ ମୁଣ୍ଡରେ ଟୋପି ଲଗାଇବା ସହ ଛତା ବ୍ୟବହାର କରନ୍ତୁ।

୨-ଗ୍ରୀଷ୍ମଋତୁରେ ଯଦି ସମୁଦ୍ର କୂଳକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ବୁଲିବାକୁ ଯାଆନ୍ତି ତେବେ ଛାଇ ଦେଖି ବିଶ୍ରାମ ନେବା ସହ ପ୍ରଚୁର ପାଣି ପିଅନ୍ତୁ। ପଇଡ଼ ପାଣି ଓ ଜଳୀୟ ଅଂଶ ଥିବା ଫଳମୂଳ ଖାଆନ୍ତୁ।

୩-ଯେତେ ଦୂର ସମ୍ଭବ ପୂର୍ବାହ୍ନ 10ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାକୁ ନ ଯିବାକୁ ଚେଷ୍ଟା କରନ୍ତୁ। ଯଦି ବାହାରେ କିଛି କାମ ଥାଏ ତେବେ ସକାଳ ବେଳା ବା ଅତ୍ୟଥିକ ଖରା ହେବା ଆଗରୁ ବାହାରି ଯିବା ଭଲ। ଏଥିସହ ଖରାରେ ବ୍ୟାୟାମ କରନ୍ତୁ ନାହିଁ। ବ୍ୟାୟାମ କରିବା ଦ୍ଵାରା ଶରୀରର ତାପମାତ୍ରା ବଢ଼ିଯାଏ। ଏହା ଅଂଶୁଘାତର କାରଣ ହୋଇପାରେ।

୪-ଯଦି ଆପଣଙ୍କୁ ଅନେକ ସମୟ ଧରି ଖରାରେ କାମ କରିବାକୁ ପଡ଼ୁଥାଏ, ତେବେ ପ୍ରଥମେ କିମ୍ବା ଧୀରେ ଧୀରେ କରି ଖରାକୁ ସହିବାର ଅଭ୍ୟାସ କରିବା ଦରକାର। ଅଳ୍ପ ସମୟ ଖରାରେ କାମ ଶରୀରକୁ ଧୀରେ ଧୀରେ ଖରା ସହ ଖାପ ଖୁଆଇବାକୁ ଚେଷ୍ଟା କରନ୍ତୁ। ବାହାରକୁ ଯିବା ପୂର୍ବରୁ ଏସିକୁ ବନ୍ଦ କରି ଶରୀରର ତାପମାତ୍ରାକୁ ଅଧିକ କରିଦେବା ଭଲ। ଫଳରେ ଖରାକୁ ବାହାରିଲେ ଏହା ବାହାରର ତାପମାତ୍ରା ସହ ଖାପ ଖୁଆଇ ପାରିବ ।

୫-ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ ଦିନକୁ ୧୨ ଗ୍ଲାସ୍ ପାଣି ପିଇବା ଉଚିତ୍। ବାହାରକୁ ଯିବା ପୂର୍ବରୁ ଫିକା ରଙ୍ଗର, ସୂତା ଏବଂ ଢ଼ିଲା ପୋଷାକ ପିନ୍ଧନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story