ନିଜ କଳାଧଳା ଭୋଟ୍‌ ପରିଚୟ ପତ୍ରକୁ ଘରେ ବସି ଆପଣ ବି କରିପାରିବେ ରଙ୍ଗୀନ୍, ଜାଣନ୍ତୁ ଉପାୟ

ଭୋଟର କାର୍ଡ ଭାରତର ପ୍ରତ୍ୟେକ ନାଗରିକ ପାଇଁ ଏକ ଦରକାରୀ ପ୍ରମାଣପତ୍ର। ଏହା ହେଉଛି ବ୍ୟକ୍ତିର ନାଗରିକତ୍ତ୍ୱର ପରିଚୟ। ୧୮ ବର୍ଷ ପୂରିବା ମାତ୍ରେ ଯୁବକ ଓ ଯୁବତୀ ଭୋଟର କାର୍ଡ ପାଇଁ ଆବେଦନ କରନ୍ତି। ଏହାକୁ ନିର୍ବାଚନ ଆୟୋଗ ଜାରି କରିଥାନ୍ତି। ଏଥିପାଇଁ ବିଭିନ୍ନ କ୍ୟାମ୍ପ ପକାଇ ଭୋଟର ଚୟନ କରାଯାଏ। ଜିଲ୍ଲାପାଳଙ୍କ ଅଫିସ୍‌ରେ ମଧ୍ୟ ଆବେଦନ କରି ଭୋଟର କାର୍ଡ ତିଆରି କରାଯାଇ ପାରେ। ପୂର୍ବରୁ ଭୋଟର କାର୍ଡ ଧଳାକଳା ରଙ୍ଗରେ ଉପଲବ୍ଧ ହେଉଥିଲା। […]

colour-voter-id

colour-voter-id

Rakesh Mallick
  • Published: Friday, 05 January 2018
  • Updated: 05 January 2018, 09:28 PM IST

Sports

Latest News

ଭୋଟର କାର୍ଡ ଭାରତର ପ୍ରତ୍ୟେକ ନାଗରିକ ପାଇଁ ଏକ ଦରକାରୀ ପ୍ରମାଣପତ୍ର। ଏହା ହେଉଛି ବ୍ୟକ୍ତିର ନାଗରିକତ୍ତ୍ୱର ପରିଚୟ। ୧୮ ବର୍ଷ ପୂରିବା ମାତ୍ରେ ଯୁବକ ଓ ଯୁବତୀ ଭୋଟର କାର୍ଡ ପାଇଁ ଆବେଦନ କରନ୍ତି। ଏହାକୁ ନିର୍ବାଚନ ଆୟୋଗ ଜାରି କରିଥାନ୍ତି। ଏଥିପାଇଁ ବିଭିନ୍ନ କ୍ୟାମ୍ପ ପକାଇ ଭୋଟର ଚୟନ କରାଯାଏ। ଜିଲ୍ଲାପାଳଙ୍କ ଅଫିସ୍‌ରେ ମଧ୍ୟ ଆବେଦନ କରି ଭୋଟର କାର୍ଡ ତିଆରି କରାଯାଇ ପାରେ। ପୂର୍ବରୁ ଭୋଟର କାର୍ଡ ଧଳାକଳା ରଙ୍ଗରେ ଉପଲବ୍ଧ ହେଉଥିଲା। ଏବେ କିନ୍ତୁ କଲର ଭୋଟର ଆଇଡ଼ି ତିଆରି କରାଯାଉଛି। ଆପଣ ଚାହିଁଲେ ଘରେ ବସି ନିଜର କଲର ଭୋଟର ଆଇଡି ତିଆରି କରିପାରିବେ। ଏହା କିପରି କରିବେ ଆସନ୍ତୁ ଜାଣିବା।

କଲର ଭୋଟର ଆଇଡି ତିଆରି କରିବାକୁ ହେଲେ ଆପଣଙ୍କୁ ନିର୍ବାଚନା ଆୟୋଗର ସରକାରୀ ୱେବସାଇଟ୍ http://eci-citizenservices.nic.in/ ଲଗଇନ କରିବାକୁ ପଡ଼ିବ। ଏଥିପାଇଁ ଇମେଲ୍‌ ଆଇଡି ଓ ନିଜ ମୋବାଇଲ୍‌ ନମ୍ବର ନିହାତି ଆବଶ୍ୟକ। ୱେବସାଇଟ୍ ଓପନ କରିବା ପରେ ନ୍ୟୁ ରେଜିଷ୍ଟେସନର ଏକ ବିକଳ୍ପ ମିଳିବ। ଏଠାରେ କ୍ଲିକ୍‌ କରିବା ପରେ ଏକ ନୂଆ ପେଜ୍‌ ଖୋଲିଯିବ। ସେଥିରେ ଦିଆଯାଇଥିବା ଆବଶ୍ୟକୀୟ ସୂଚନା ଦେବା ପରେ ଆପଣଙ୍କୁ ନିଜର ଏକ ଫଟୋ ଅପ୍ଲୋଡ କରିବାକୁ ହେବ। ଫଟୋର ପଛପାକ ଧଳା ରଙ୍ଗ ହୋଇଥିବା ନିହାତି ଆବଶ୍ୟକ। ଏହା ଛଡ଼ା ସେଠାରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଭୋଟର ପରିଚୟ ପତ୍ରରେ ଥିବା ସମସ୍ତ ଠିକଣା ଅପଲୋଡ କରିବାକୁ ପଡ଼ିବ। ଦେଇଥିବା ସମସ୍ତ ତଥ୍ୟ ସତ୍ୟ କି ନାହିଁ ତାହା ଯାଞ୍ଚ କରିବା ପାଇଁ ପାସପୋର୍ଟ, ପାନକାର୍ଡ, ଇଲେକ୍ଟ୍ରିକ୍‌ ବିଲ୍‌, ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ ଓ ମାଟ୍ରିକ ସାର୍ଟିଫିକେଟ୍‌ର ମାର୍କସିଟ୍‌ର ଫଟୋ କପି ଦେବାକୁ ପଡ଼ିବ।

ଏତିକି କରି ସାରିବା ପରେ ଦେଇଥିବା ପ୍ରମାଣପତ୍ର ସଠିକ୍‌ କି ନାହିଁ ଆଉଥରେ ଯାଞ୍ଚ କରିବା ପାଇଁ ନିଜ ଅଞ୍ଚଳର ବୁଥ ଲେବଲ ଅଧିକାରୀ ଘରକୁ ଆସିବେ। ସେ ଦ୍ୱିତୀୟ ଥର ପ୍ରମାଣପତ୍ର ଯାଞ୍ଚ କରିବେ। ଏହାର କିଛିଦିନ ପରେ ନିଜର କଲର ଭୋଟର ଆଇଡି ପୋଷ୍ଟାଲ ଜରିଆରେ ଆପଣଙ୍କ ପାଖକୁ ଆସିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story