ପ୍ରେମିକାର ରୋଷରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଉପାୟ, ବିଜି ଦେଖାଇବ ନାହିଁ ଫୋନ୍‌

ଫୋନ୍‌ରେ କଥା ହେଉଥିବା ବେଳେ ଯଦି ଆଉ କିଏ କଲ୍‌ କରନ୍ତି ତେବେ ତାଙ୍କୁ ବିଜି ଦେଖାଇଥାଏ। ଯଦି କାହାର ଆପଣଙ୍କ ପାଖରେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଥିବ ଓ ଆପଣଙ୍କ ଫୋନ୍‌ ବିଜି ଆସିବ ତେବେ ସେ ବ୍ୟକ୍ତି ବିରକ୍ତ ହୋଇଯାଇଥାନ୍ତି। ଫୋନ ବିଜି ରହିଲେ ସବୁଠାରୁ ଅଧିକ ସମସ୍ୟାରେ ପଡ଼ିଥାନ୍ତି ଯୁବକମାନେ। ଯଦି ପ୍ରେମ କରୁଥିବେ ଓ ଆପଣଙ୍କ ଫୋନ୍‌ ପ୍ରେମିକାକୁ ବିଜି ଦେଖାଇବ, ତେବେ କଥା ସରିଲା। ଆରମ୍ଭ ହୋଇଯିବ ମହାଭାରତ। କାହା […]

mobile

mobile

Rakesh Mallick
  • Published: Monday, 08 January 2018
  • Updated: 08 January 2018, 11:32 PM IST

Sports

Latest News

ଫୋନ୍‌ରେ କଥା ହେଉଥିବା ବେଳେ ଯଦି ଆଉ କିଏ କଲ୍‌ କରନ୍ତି ତେବେ ତାଙ୍କୁ ବିଜି ଦେଖାଇଥାଏ। ଯଦି କାହାର ଆପଣଙ୍କ ପାଖରେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ଥିବ ଓ ଆପଣଙ୍କ ଫୋନ୍‌ ବିଜି ଆସିବ ତେବେ ସେ ବ୍ୟକ୍ତି ବିରକ୍ତ ହୋଇଯାଇଥାନ୍ତି। ଫୋନ ବିଜି ରହିଲେ ସବୁଠାରୁ ଅଧିକ ସମସ୍ୟାରେ ପଡ଼ିଥାନ୍ତି ଯୁବକମାନେ। ଯଦି ପ୍ରେମ କରୁଥିବେ ଓ ଆପଣଙ୍କ ଫୋନ୍‌ ପ୍ରେମିକାକୁ ବିଜି ଦେଖାଇବ, ତେବେ କଥା ସରିଲା। ଆରମ୍ଭ ହୋଇଯିବ ମହାଭାରତ। କାହା ସହ ଗପୁଥିଲ, କାହିଁକି ଏତେ ସମୟ ଗପୁଥିଲ, କ’ଣ ଗପୁ ଥିଲ ଏପରି ବହୁ ପ୍ରଶ୍ନର ସମ୍ନା କରିବାକୁ ପଡ଼ିଥାଏ। ତେବେ ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ ଗୋଟେ ସିକ୍ରେଟ୍ ଟିପ୍ସ ବତାଇବାକୁ ଯାଉଛୁ। ଏହାଦ୍ୱାରା ଆପଣ କଥା ହେଉଥିବା ବେଳେ ଅନ୍ୟ କେହି ଫୋନ୍‌ କଲେ ଆଉ ବିଜି ଦେଖାଇବ ନାହିଁ। ଏଥିପାଇଁ ଫୋନ୍‌ରେ ଗୋଟେ ସିକ୍ରେଟ୍‌ ସେଟିଂ କରିବାକୁ ପଡ଼ିବ।

ଏହି ସେଟିଂ କରିବା ପରେ ଆପଣ ଘଣ୍ଟା ଘଣ୍ଟା ଧରି କଥା ହେଲେ ମଧ୍ୟ ଅନ୍ୟମାନଙ୍କୁ ଆପଣଙ୍କ ଫୋନ୍‌ ବିଜି ଦେଖାଇବା ନାହିଁ। ଆଉ ଆପଣ ଅନ୍ୟମାନଙ୍କ କ୍ରୋଧରୁ ରକ୍ଷା ପାଇଯିବେ। ଆସନ୍ତୁ ଜାଣିବା ଏହି ସେଟିଂ ବିଷୟରେ।

କିପରି କରିବେ ଏହି ସେଟିଂ: ମୋବାଇଲ୍‌ର CALL SETTING କୁ ଯାଆନ୍ତୁ। ଏହାପରେ Call forwarding କୁ ଯାଆନ୍ତୁ। ଯଦି ଦୁଇ ସିମ୍‌ ବିଶିଷ୍ଟ ଫୋନ୍‌ ହୋଇଥାଏ, ତାହେଲେ ଦୁଇଟା ସିମ୍‌ ସ୍କ୍ରିନ୍‌ରେ ଦେଖାଯିବ। ଆପଣ ଯେଉଁ ସିମ୍‌ରେ ଏହି ସେଟିଂ କରିବାକୁ ଚାହୁଁଛନ୍ତି ସେଇ ସିମ୍‌ଟିକୁ ଚୟନ କରନ୍ତୁ। ଏହାର କିଛି ସମୟ ପରେ କିଛି ଅପସନ୍ ଆସିବ। ଏହି ଅପସନ୍‌ ଗୁଡ଼ିକ ମଧ୍ୟରୁ when busy ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଆପଣଙ୍କୁ ଫୋନ୍‌ ନମ୍ବର ମାଗାଯିବ। ଏଠାରେ ଆପଣଙ୍କୁ କୌଣସି ଅଦରକାରୀ ଫୋନ୍‌ ନମ୍ବର ଦେବାକୁ ପଡ଼ିବ। ବାସ୍‌ ଏବେ ଆପଣଙ୍କ ଫୋନ୍‌ ଅନ୍ୟ ଜଣଙ୍କୁ ବିଜି ଦେଖାଇବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story