କେମିତି ପ୍ରପୋଜ କଲେ ଥରକରେ ପଟିଯିବ ପ୍ରେମିକା, ଜାଣନ୍ତୁ ପ୍ରକୃତ ଫର୍ମୁଲା

ଯଦି ଆପଣ କୌଣସି ଝିଅକୁ ପସନ୍ଦ କରୁଛନ୍ତି, ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜ ମନ କଥା ତାକୁ କହିବା। ଯଦି ଆପଣ ନିଜ ମନକଥା ତାକୁ କହିପାରିବେନି ତେବେ ନିଜ ମନ କଥା ନିଜ ମନରେ ହିଁ ରହିଯିବ। ତେଣୁ ଯଦି କୌଣସି ଝିଅକୁ ହୃଦୟରୁ ଚାହୁଁଛନ୍ତି ତେବେ ତାଙ୍କୁ ପ୍ରପୋଜ କରନ୍ତୁ, କିନ୍ତୁ ପ୍ରପୋଜ କରିବା ସମୟରେ ଅନେକ ଗୁରୁତ୍ୱ ପୂର୍ଣ୍ଣ କଥା ଅଛି। ଯାହା ଉପରେ ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ। […]

love

love

Rakesh Mallick
  • Published: Saturday, 17 February 2018
  • Updated: 17 February 2018, 01:39 PM IST

Sports

Latest News

ଯଦି ଆପଣ କୌଣସି ଝିଅକୁ ପସନ୍ଦ କରୁଛନ୍ତି, ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜ ମନ କଥା ତାକୁ କହିବା। ଯଦି ଆପଣ ନିଜ ମନକଥା ତାକୁ କହିପାରିବେନି ତେବେ ନିଜ ମନ କଥା ନିଜ ମନରେ ହିଁ ରହିଯିବ। ତେଣୁ ଯଦି କୌଣସି ଝିଅକୁ ହୃଦୟରୁ ଚାହୁଁଛନ୍ତି ତେବେ ତାଙ୍କୁ ପ୍ରପୋଜ କରନ୍ତୁ, କିନ୍ତୁ ପ୍ରପୋଜ କରିବା ସମୟରେ ଅନେକ ଗୁରୁତ୍ୱ ପୂର୍ଣ୍ଣ କଥା ଅଛି। ଯାହା ଉପରେ ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ। ନଚେତ୍‌ ଅନେକ ଅସୁବିଧାରେ ସମ୍ମୁଖିନ ହୋଇପାରନ୍ତି।

ପ୍ରଥମେ ଝିଅ ବିଷୟରେ ଜାଣି ନିଅନ୍ତୁ- ଯେବେ କୌଣସି ଝିଅକୁ ପ୍ରପୋଜ କରିବାକୁ ଯାଉଛନ୍ତି ପ୍ରଥମେ ସେହି ଝିଅର ପ୍ରକୃତି ବିଷୟରେ ଜାଣିନିଅନ୍ତୁ। ଅନେକ ଝିଅ ଏମିତି ଥାଆନ୍ତି ତାଙ୍କୁ ଆଣ୍ଠେଇକି ପ୍ରପୋଜକରୁ ଥିବା ପୁଅ ଖୁବ୍‌ ପସନ୍ଦ ତ ଆଉ ଏମିତି ଅଛନ୍ତି  ଯାହାକୁ ସାଧାରଣ ଭାବେ ପ୍ରପୋଜ କରିବା ପସନ୍ଦ। ତେଣୁ ପ୍ରଥମେ ଝିଅର ପସନ୍ଦ ବିଷୟରେ ଜାଣିନିଅନ୍ତୁ।

ସ୍ୱତନ୍ତ୍ର ଯୋଜନା- ଯଦି କୌଣସି ଝିଅ କିଛି ଦିନ ହେବ କଥା ହେଉଛନ୍ତି ଏବଂ ତାକୁ ପ୍ରପୋଜ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଏକ ଡିନରରେ ନେଇ ଯାଆନ୍ତୁ। ସେଠାରେ ପାର୍ଟନର ମନ ପସନ୍ଦର ଖାଇବା ଅଡର କରନ୍ତୁ ଓ ଏକ ମ୍ୟୁଜିକ୍‌ ସହ ଆପଣ ତାଙ୍କୁ ପ୍ରପୋଜ କରନ୍ତୁ।

ରୋମାଣ୍ଟିକ୍ ପରିସର ସଷ୍ଟି କରନ୍ତୁ- ଝିଅକୁ କୌଣସି ଏକ ବେଳାଭୂମିକୁ ନେଇଯାଆନ୍ତୁ। ଯେଉଁ ସମୟରେ ସୂର୍ଯ୍ୟ ଅସ୍ତ ହେବାରେ ଥିବ ସେହି ସମୟରେ ଆପଣ ତାଙ୍କୁ ପ୍ରପୋଜ କରନ୍ତୁ। ସେ ସମୟରେ ଆପଣ ଭିନ୍ନଧରଣର ଉପହାର ଦେଇ ତାଙ୍କୁ ନିଜ ହୃଦୟର କଥା କୁହନ୍ତୁ। ଝିଅ ବି ଖୁସି ହୋଇ ଯାଇ ଆପଣଙ୍କୁ ହଁ କହି ଦେବ।

ପ୍ରିୟ ସ୍ଥାନକୁ ନେଇ ଯାଆନ୍ତୁ- କୌଣସି ଝିଅକୁ ପ୍ରେମ ନିବେଦନ କରିବା ପୂର୍ବରୁ ତାଙ୍କୁ ସରପ୍ରାଇଜ୍ ଦେବା ପାଇଁ  ତାଙ୍କୁ ତାଙ୍କ ପ୍ରିୟ ସ୍ଥାନକୁ ନେଇଯାଆନ୍ତୁ । ସେଠାରେ ଏକ ସୂତନ୍ତ୍ର ପରିସର ସୃଷ୍ଟି କରି ନିଜ ହୃଦୟର କଥା କୁହନ୍ତୁ।

ପ୍ରଥମେ ତାଙ୍କ ବିଷୟରେ ଜାଣି ରଖନ୍ତୁ- ଯେବେ କୋଣସି ଝିଅକୁ ପ୍ରପୋଜ କରିବାକୁ ମନ ହୁଏ ତାଙ୍କ ବିଷୟରେ ସବୁ କିଛି ଜାଣି ନିଅନ୍ତୁ। ତା ପରେ ହିଁ କିଛି ପଦକ୍ଷପ ନିଅନ୍ତୁ। ନଚେତ ଏମିତି ହୁଏ ଆପଣ ତାଙ୍କୁ ପ୍ରପୋଜ କରିବା ବେଳେ ସେ ପୋଲିସ୍ ଡାକି ଦେଇଥିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story