ଗୋଟିଏ ଫୋନ୍‌ରେ ଦୁଇଟି whatsapp ବ୍ୟବହାର କରିବାକୁ ଚାହୁଁଛନ୍ତି ? ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ: ଆପଣ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି କି ? ଯଦି କରୁଛନ୍ତି, ତେବେ ଦୁଇଟି ସିମ୍ ନିଶ୍ଚିତ ବ୍ୟବହାର କରୁଥିବେ। ଏଥିରୁ ଗୋଟିଏରେ ଆପଣ whatsapp ଚଲାଉଥିବେ। ତେବେ ଦୁଇଟି ନମ୍ବରରେ whatsapp ଚଲାଇବାକୁ ଇଚ୍ଛା ଥିଲେ ବି କେମିତି ଚଲାଇବେ ଜାଣିପାରୁ ନାହାଁନ୍ତି। ଯଦି ଏମିତି ସମସ୍ୟାରେ ପଡ଼ିଛନ୍ତି ତେବେ ଜାଣନ୍ତୁ ଗୋଟିଏ ଫୋନ୍‌ରେ କେମିତି ଦୁଇଟି ନମ୍ବରେ ଏକା ସାଙ୍ଗରେ whatsapp ଚଲାଇ ପାରିବେ। ପ୍ରଥମେ ଆପଣଙ୍କ ମୋବାଇଲରେ google play store କୁ […]

whatsapp copy

whatsapp copy

Rakesh Mallick
  • Published: Sunday, 07 January 2018
  • Updated: 07 January 2018, 01:01 PM IST

Sports

Latest News

ନୂଆଦିଲ୍ଲୀ: ଆପଣ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି କି ? ଯଦି କରୁଛନ୍ତି, ତେବେ ଦୁଇଟି ସିମ୍ ନିଶ୍ଚିତ ବ୍ୟବହାର କରୁଥିବେ। ଏଥିରୁ ଗୋଟିଏରେ ଆପଣ whatsapp ଚଲାଉଥିବେ। ତେବେ ଦୁଇଟି ନମ୍ବରରେ whatsapp ଚଲାଇବାକୁ ଇଚ୍ଛା ଥିଲେ ବି କେମିତି ଚଲାଇବେ ଜାଣିପାରୁ ନାହାଁନ୍ତି। ଯଦି ଏମିତି ସମସ୍ୟାରେ ପଡ଼ିଛନ୍ତି ତେବେ ଜାଣନ୍ତୁ ଗୋଟିଏ ଫୋନ୍‌ରେ କେମିତି ଦୁଇଟି ନମ୍ବରେ ଏକା ସାଙ୍ଗରେ whatsapp ଚଲାଇ ପାରିବେ।

ପ୍ରଥମେ ଆପଣଙ୍କ ମୋବାଇଲରେ google play store କୁ ଯାଆନ୍ତୁ। ସେଠାରେ search box ରେ Parallel space ଲେଖି ଏହି ଆପ୍ଲିକେସନ ସର୍ଚ୍ଚ କରନ୍ତୁ। ଏହି ଆପ୍ଲିକେସନକୁ ନିଜ ମୋବାଇଲରେ ଡାଉନଲୋଡ କରନ୍ତୁ।

Parallel space ଆପ୍‌ ଡାଇନ୍‌ଲୋଡ ହୋଇଯିବା ପରେ ଏହାକୁ ଓପନ୍‌ କରନ୍ତୁ। ଓପନ୍‌ ହେବା ପରେ Start button ରେ କ୍ଲିକ କରନ୍ତୁ। ତଳେ ଏକ Coffee button ଦେଖିବାକୁ ମିଳିବ। ଏଥିରେ ଲେଖାଥିବା whatsapp ରେ ଲିକ୍‌ କରନ୍ତୁ। ଏବେ ଆଉ ଏକ whatsapp ଓପନ୍‌ ହୋଇଯିବ। ଏଥିରେ ଆପଣଙ୍କ ଦ୍ୱିତୀୟ ମୋବାଇଲ୍‌ ନମ୍ବରରେ ଆକାଉଣ୍ଟ ବନାନ୍ତୁ।

ଦୁଇଟି ଯାକ ହ୍ୱାଟ୍ସଆପ୍‌କୁ ମୋବାଇଲ ସ୍କ୍ରିନ୍‌ରେ ଦେଖିବାକୁ ପ୍ରଥମେ Parallel Space app କରନ୍ତୁ। ସେଥିରେ ଆପଣଙ୍କ whatsapp ଦେଖିବାକୁ ଯାଇବେ। ଏହା ଉପରେ Press କରିବା ପରେ ତଳେ ଏକ ଅପ୍ସନ ଆସିବ create shortcut। ଏହାପରେ whatsapp କୁ ଟାଣି create shortcut ରେ ଛାଡି ଦିଅନ୍ତୁ। whatsapp ସ୍କ୍ରିନ୍‌କୁ ଆସିଯିବା ପରେ ଦୁଇଟି ଯାକ whatsapp ଏବେ ଖୋଲି ବ୍ୟବହାର କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story