ଏମିତି ଥିଲା ରିଲାଏନ୍ସର ବ୍ୟବସାୟୀକ ଯାତ୍ରା: ହଜାରେ ଟଙ୍କାରୁ ଆରମ୍ଭ ହୋଇଥିଲା, ଆଜି ପହଞ୍ଚିଛି ୬ ଲକ୍ଷ କୋଟିରେ

ନୂଆଦିଲ୍ଲୀ: ଭାରତର ସବୁଠାରୀ ବଡ ଓ ଧନୀ କମ୍ପାନୀ ହେଉଛି ରିଲାଏନ୍ସ। ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରି ସଫଳତାର ସ୍ୱାଦ ଚାଖିଥିବା ରିଲାଏନ୍ସର ଦଖଲ ଆପାତତଃ ସବୁ କ୍ଷେତ୍ରରେ । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର ହଜାରେ ଟଙ୍କାରୁ ଏହି କମ୍ପାନୀ ଆରମ୍ଭ ହୋଇଥିଲା। ବିଗତ ୪୦ ବର୍ଷ ଧରି ବ୍ୟବସାୟୀକ ଯାତ୍ରାରେ ବର୍ତ୍ତମାନ କମ୍ପାନୀର ସମ୍ପତ୍ତି ପହଞ୍ଚିଛି ୬ ଲକ୍ଷ କୋଟି ଟଙ୍କାରେ । କମ୍ପାନୀ ଓ ଏହାର ବ୍ୟବସାୟିକ ଯାତ୍ରା ସମ୍ପର୍କରେ […]

ambani family image

ambani family image

Rakesh Mallick
  • Published: Monday, 25 December 2017
  • Updated: 25 December 2017, 08:11 PM IST

ନୂଆଦିଲ୍ଲୀ: ଭାରତର ସବୁଠାରୀ ବଡ ଓ ଧନୀ କମ୍ପାନୀ ହେଉଛି ରିଲାଏନ୍ସ। ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରି ସଫଳତାର ସ୍ୱାଦ ଚାଖିଥିବା ରିଲାଏନ୍ସର ଦଖଲ ଆପାତତଃ ସବୁ କ୍ଷେତ୍ରରେ । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାତ୍ର ହଜାରେ ଟଙ୍କାରୁ ଏହି କମ୍ପାନୀ ଆରମ୍ଭ ହୋଇଥିଲା। ବିଗତ ୪୦ ବର୍ଷ ଧରି ବ୍ୟବସାୟୀକ ଯାତ୍ରାରେ ବର୍ତ୍ତମାନ କମ୍ପାନୀର ସମ୍ପତ୍ତି ପହଞ୍ଚିଛି ୬ ଲକ୍ଷ କୋଟି ଟଙ୍କାରେ । କମ୍ପାନୀ ଓ ଏହାର ବ୍ୟବସାୟିକ ଯାତ୍ରା ସମ୍ପର୍କରେ ଆସନ୍ତୁ ଜାଣିବା।

ମୂଳଦୁଆ: ୧୯୭୭ ମସିହାରେ ଧୀରୁଭାଇ ଅମ୍ବାନୀ ମାତ୍ର ହଜାରେ ଟଙ୍କା ବ୍ୟୟରେ ରିଲାଏନ୍ସ କମ୍ପାନୀକୁ ସ୍ଥାପନା କରିଥିଲେ। ଏଥିସହିତ ଗ୍ରାହକଙ୍କ ପାଇଁ ଆଇପିଓ ପଲିସି ଜାରି କରିଥିଲେ। ଧୀରୁଭାଇ ଭାରତରେ ଇକ୍ୟୁଇଟି କ୍ଲାସ ମଧ୍ୟ ଆରମ୍ଭ କିରିଥିଲେ ।

ପଲିଷ୍ଟର ଉତ୍ପାଦନରୁ ଆରମ୍ଭ: ୧୯୮୨ ମସିହାରେ କମ୍ପାନୀ ପ୍ରଥମଥର ପାଇଁ ପଲିଷ୍ଟର ଉତ୍ପାଦନ କରିବା ଆରମ୍ଭ କଲା। ଏଥିରେ ବି ଧୀରୁଭାଇ ବେସ୍ ସଫଳ ହେଲେ। ଧୀରେ ଧୀରେ ଏହି ବ୍ୟବସାୟ ବଢ଼ିଲା ଓ କମ୍ପାନୀ ଅନେକ କର୍ମଚାରୀଙ୍କୁ ନିଯୁକ୍ତି ଦେଲା।

ରିଫାଇନାରୀ କ୍ଷେତ୍ରରେ ପ୍ରବେଶ: ପଲିଷ୍ଟର ଉତ୍ପାଦନରେ ସଫଳ ହେବା ପରେ ପ୍ରଥମଥର ପାଇଁ ୧୯୯୧ରେ ରିଫାଇନାରୀ କ୍ଷେତ୍ରରେ ପାଦ ଥାପିଲା କମ୍ପାନୀ। ଏହାପରେ ପଲିମର ବ୍ୟବସାୟରେ ମଧ୍ୟ ରିଲାଏନ୍ସ କମ୍ପାନୀ ଭାଗ୍ୟ ପରୀକ୍ଷା କଲା। କିନ୍ତୁ ସବୁଥର ପରି ଏଥର ମଧ୍ୟ ଭାଗ୍ୟ ଧୀରୁଭାଇଙ୍କ ସହିତ ରହିଥିଲା। ଏଥିରେ ମଧ୍ୟ କମ୍ପାନୀକୁ ପ୍ରଚୁର ଲାଭ ହୋଇଥିଲା।

ସଫଳତା ପାଇଁ ମିଳିଲା ସମ୍ମାନ: ୟୁଏସ୍ ୩୦୦ ମିଲିୟନ ଡଲାର ଜିଡିଆର୍(ଗ୍ଲୋବାଲ୍ ଡିପୋଜିଟାରୀ ରିସିପ୍ଟ) ଇସ୍ୟୁ କରିବାରୁ ୧୯୯୪ ମସିହାରେ ତାଙ୍କୁ ‘ବିଜ୍‌ନେସ ମେନ୍‌ ଅଫ ଦି ଇୟର’ ନିର୍ବାଚିତ କରାଯାଇଥିଲା।

ୟୁଏସ୍‌ଏ ବିଶ୍ୱାବିଦ୍ୟାଳୟରେ ସମ୍ମାନୀତ: ୧୯୯୮ ମସିହାରେ ୱାର୍ଥନ ସ୍କୁଲ ୟୁନିଭର୍ସିଟି ଅଫ ପେନ୍‌ସେଲଭେନିଆ ପକ୍ଷରୁ ଧୀରୁ ଭାଇଙ୍କୁ ଆଉଟ ଷ୍ଟାଣ୍ଡିଂ ଲିଡର୍‌ସିପ୍‌ ଲାଗି ସମ୍ମାନିତ କରାଯାଇଥିଲା।

FICCI ଦେଲା ଏଣ୍ଟ୍ରିପ୍ରିନିୟର ସମ୍ମାନ: ୨୦୦୦ ମସିହାରେ FICCI (Federation of Indian Chambers of Commerce & Industry) ପକ୍ଷରୁ ରିଲାଏନ୍ସକୁ ବିଂଶ ଶତାବ୍ଦିର ଇଣ୍ଡିଆନ୍‌ ଏଣ୍ଟ୍ରିପ୍ରିନୁୟର ସମ୍ମାନ ଦେଇଥିଲା।

Rpl RIL ମିଶ୍ରଣ: ୨୦୦୨ରେ ରିଲାଏନ୍ସ କମ୍ପାନୀ ସହିତ ଆର୍‌ପିଏଲ୍‌ର ମିଶ୍ରଣ ହେଲା। ଏହାପରେ ରିଲାଏନ୍ସ ଭାରତର ପ୍ରଥମ ପ୍ରାଇଭେଟ୍ ସେକ୍ଟର କମ୍ପାନୀ ଭାବେ ପରିଚିତ ହେଲା।

ନ୍ୟାଚୁରାଲ ଗ୍ୟାସ ରିସର୍ଭର ସନ୍ଧାନ: ୨୦୦୯ରେ ମହାନଦୀରେ ପ୍ରାକୃତିକ ଗ୍ୟାସ ଉତ୍ପାଦନ କରିବା ଆରମ୍ଭ କରିଦେଲା। ସେହି ବର୍ଷ କମ୍ପାନୀ ନିଜର ଇକ୍ୟୁଟି ବିକ୍ରି କିରିବା ସହିତ ବଜାରରୁ ୩,୧୮୮ ଟଙ୍କା ଆୟ କଲା।

ସ୍ପେକ୍ଟ୍ରମ ବ୍ୟବସାୟରେ ପ୍ରବେଶ: ୨୦୧୪ ମସିହାରେ ରିଲାଏନ୍‌ସ କମ୍ପାନୀ ଜିଓ ୮୦୦ ଓ ୧୮୦୦ MHz band ସ୍ପେକ୍ଟ୍ରମ ଅଧିଗ୍ରହଣ କଲା।

ହରିୟାଣାରେ ୧୩୦୦ କୋଟି ଟଙ୍କାର ପୁଞ୍ଜି ନିବେଶ: ଗତବର୍ଷ ରିଲାଏନ୍ସ କମ୍ପାନୀ ୧୩୦୦ ନିବେଶ କରିବାରେ ଆଶା କରି ଚଳିତ ବର୍ଷ କମ୍ପାନୀ ୮,୧୦୦ କିମି ପର୍ଯ୍ୟନ୍ତ ଲାମ୍ବା କେବଲ ସିଷ୍ଟମ ତିଆରି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story