ଧରାହେଲା ମଣିଷଖିଆ ବାଘ: ହଳଦୀ ଗାଁ ଆଶ୍ୱସ୍ତ

Ordigital Desk
  • Published: Saturday, 15 July 2017
  • , Updated: 15 July 2017, 09:28 PM IST
<p>ନୂଆପଡ଼ା ହଳଦୀ ଗାଁରେ ଆତଙ୍କ ଖେଳାଇଥିବା ମଣିଷଖିଆ ବାଘକୁ ଧରିଲା ବନବିଭାଗ। ଏହି ବାଘକୁ ଧରିବା ପାଇଁ ହଳଦୀ ଗାଁ ନିକଟ ଜଙ୍ଗଲରେ ବସାଯାଇଥିବା ଯନ୍ତାରେ ବାଘଟି ଫସିଥିବା ସୂଚନା ମିଳିଛି। ଏହି ବାଘଟି ଗତ କିଛି ଦିନ ତଳେ ହଳଦୀ ଗାଁର ୨ ଜଣଙ୍କୁ ଘାଇଲା କରିଥିଲା। ଏହାପୂର୍ବରୁ ଅର୍ଥାତ ମେ ୨୬ ତାରିଖରେ ଘରେ ପଶି ମା କୋଳରୁ ୪ବର୍ଷର ଶିଶୁପୁତ୍ରକୁ ଟେକି ନେଇ ମାରି ଖାଇଥିଲା ଏହି ବାଘ।</p>

Related story