ପତ୍ନୀଙ୍କୁ କାନ୍ଧରେ ୪ କିମି ବୋହିଲେ ସ୍ୱାମୀ

କଲ୍ୟାଣସିଂହପୁର: ଅସୁସ୍ଥ ପତ୍ନୀକୁ କାନ୍ଧରେ ୪ କିମି ବୋହି ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି ସ୍ୱାମୀ। ଏଭରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ। ଏହି ଘଟଣା ଏବେ ରାୟଗଡ଼ା ଜିଲ୍ଳାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ଢମୁଣିପଙ୍ଗା ପଞ୍ଚାୟତ ରାବୁଗୁଡା ଗାଁର ଅର୍ଜୁନ କରଶିକାଙ୍କ ପତ୍ନୀ ଲକ୍ଷ୍ମୀ ୧୦ ଦିନ ଧରି ଅସୁସ୍ଥ ଥିଲେ। ଆଜି ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯିବାରୁ ପତ୍ନୀକୁ ନିଜ କାନ୍ଧରେ ବସାଇ ନଦୀ ପାର ହୋଇ ୪ କିମି ରାସ୍ତା […]

husband-carry-his-wife

husband-carry-his-wife

Rakesh Mallick
  • Published: Wednesday, 14 September 2016
  • Updated: 14 September 2016, 10:15 PM IST

Sports

Latest News

କଲ୍ୟାଣସିଂହପୁର: ଅସୁସ୍ଥ ପତ୍ନୀକୁ କାନ୍ଧରେ ୪ କିମି ବୋହି ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି ସ୍ୱାମୀ। ଏଭରି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ। ଏହି ଘଟଣା ଏବେ ରାୟଗଡ଼ା ଜିଲ୍ଳାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।

ଢମୁଣିପଙ୍ଗା ପଞ୍ଚାୟତ ରାବୁଗୁଡା ଗାଁର ଅର୍ଜୁନ କରଶିକାଙ୍କ ପତ୍ନୀ ଲକ୍ଷ୍ମୀ ୧୦ ଦିନ ଧରି ଅସୁସ୍ଥ ଥିଲେ। ଆଜି ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯିବାରୁ ପତ୍ନୀକୁ ନିଜ କାନ୍ଧରେ ବସାଇ ନଦୀ ପାର ହୋଇ ୪ କିମି ରାସ୍ତା ଅତିକ୍ରମ କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥିଲେ। ଡାକ୍ତର ସଙ୍ଗେସଙ୍ଗେ ଲକ୍ଷ୍ମୀଙ୍କୁ ଚିକିତ୍ସା କରିଥିଲେ। ଏବେ ଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ଘଟିଛି।

ରାସ୍ତା ସୁବିଧା ନଥିବାରୁ ଏପରି ଆଣିବାକୁ ପଡ଼ିଥିଲା ବୋଲି ଅର୍ଜୁନ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story