ଆଇଏଏସ ପରୀକ୍ଷାରେ ପଚରାଯାଉଥିବା ଏହି ସବୁ ପ୍ରଶ୍ନରେ ୯୦ ପ୍ରତିଶତ ଉତ୍ତର ଦେଇପାରନ୍ତି ନାହିଁ

ନୂଆଦିଲ୍ଲୀ: ଆଇଏଏସ ବା ସିଭିଲ ପରୀକ୍ଷାର ମହତ୍ୱ ବିଷୟରେ କାହାକୁ ବା ଅଜଣା।  ସରକାରୀ ଚାକିରି ପାଇଁ ଯେତେ ସବୁ ପରୀକ୍ଷା ହୁଏ ସବୁଠୁ କଠିଣ ପ୍ରଶ୍ନର ସାମ୍ନା ଏହି ଆଇଏଏସ ପରୀକ୍ଷାରେ ହିଁ ସାମ୍ନା କରିବାକୁ ପଡ଼େ।  କାରଣ ଆଇଏଏସରେ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଦେଶର ପ୍ରଶାସନିକ ସେବାରରେ ସର୍ବୋଚ୍ଚସ୍ତରେ ନିୟୋଜିତ କରାଯାଇଥାଏ। ତେଣୁ ସେମାନଙ୍କ ଜ୍ଞାନର ପରୀକ୍ଷା ପାଇଁ ପ୍ରଶ୍ନପ୍ରତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ତିଆରି ହୋଇଥାଏ। ତେଣୁ ସଭିଲି ସର୍ଭିସ ଅଶାୟୀମାନଙ୍କୁ ଅଧିକ ପରିଶ୍ରମ […]

ias-1

Rakesh Mallick
  • Published: Monday, 29 January 2018
  • , Updated: 29 January 2018, 04:33 PM IST

ନୂଆଦିଲ୍ଲୀ: ଆଇଏଏସ ବା ସିଭିଲ ପରୀକ୍ଷାର ମହତ୍ୱ ବିଷୟରେ କାହାକୁ ବା ଅଜଣା।  ସରକାରୀ ଚାକିରି ପାଇଁ ଯେତେ ସବୁ ପରୀକ୍ଷା ହୁଏ ସବୁଠୁ କଠିଣ ପ୍ରଶ୍ନର ସାମ୍ନା ଏହି ଆଇଏଏସ ପରୀକ୍ଷାରେ ହିଁ ସାମ୍ନା କରିବାକୁ ପଡ଼େ।  କାରଣ ଆଇଏଏସରେ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଦେଶର ପ୍ରଶାସନିକ ସେବାରରେ ସର୍ବୋଚ୍ଚସ୍ତରେ ନିୟୋଜିତ କରାଯାଇଥାଏ। ତେଣୁ ସେମାନଙ୍କ ଜ୍ଞାନର ପରୀକ୍ଷା ପାଇଁ ପ୍ରଶ୍ନପ୍ରତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ତିଆରି ହୋଇଥାଏ। ତେଣୁ ସଭିଲି ସର୍ଭିସ ଅଶାୟୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ତେବେ  ଆଇଏଏସ ପରୀକ୍ଷାରେ ଏମିତି କିଛି ପ୍ରଶ୍ନ ଆସେ ଯାହା ୯୦ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତର ଦେବାରେ ଭୁଲ କରନ୍ତି।  ଏହା ଏକ ସର୍ଭେକ୍ଷଣରୁ ଜଣାପଡ଼ିଛି।   ତେବେ କ’ଣ ସେହି ସବୁ ପ୍ରଶ୍ନ ଯାହାର ଉତ୍ତର ଦେବାକୁ ୯୦ ପ୍ରତିଶତ ଅସଫଳ ହୁଅନ୍ତି ଆସନ୍ତୁ ଜାଣିବା।

ପ୍ରଶ୍ନ: ଗୁଜରାଟରୁ ଗୋଆ ପର୍ଯ୍ୟନ୍ତ ସମୁଦ୍ର ତଟବର୍ତ୍ତୀକୁ କ’ଣ କୁହାଯାଏ

ଉ: କୋଙ୍କଣ

ପ୍ରଶ୍ନ: ଆଣ୍ଡାମାନ ନିକୋବର ଦ୍ୱୀପ ସମୁହରେ କେତୋଟି ଦ୍ୱୀପ ଅଛି

ଉ: 324

ପ୍ରଶ୍ନ: ଉତ୍ତର ଆମେରିକାର ମତ୍ସ୍ୟପାଳନ କେନ୍ଦ୍ର କେଉଁଠି

ଉ: ନ୍ୟୁ ଫାଉଣ୍ଡଲ୍ୟାଣ୍ଡ ଏବଂ ଗ୍ରାଣ୍ଡ ବ୍ୟାଙ୍କ

ପ୍ରଶ୍ନ: ମଣିଷ ଶରୀରର କେତୋଟି ହାଡ଼ ଅଛି

ଉ: 206

ପ୍ରଶ୍ନ:ବ୍ୟାଙ୍କକୁ ହିନ୍ଦୀରେ କଣ କୁହାଯାଏ

ଉ: ଅଧିକୋଷ

ପ୍ରଶ୍ନ: ବସ୍‌କୁ ହିନ୍ଦୀରେ କ’ଣ କୁହାଯାଏ

ଉ: ୟାତ୍ରା ମୋଟର ବାହନ

ପ୍ରଶ୍ନ: ମୟୁର ଗୋଟିଏ ପକ୍ଷୀ। ଏହା ଅଣ୍ଡା ଦିଏ ନାହିଁ ।ତେଣୁ ପିଲା କିପରି ଜନ୍ମ ହୁଏ

ଉ: କେବଳ ମାଈ ମୟୁର ହିଁ ଅଣ୍ଡା ଦେଇଥାଏ। ଅଣ୍ଡିରା ନୁହଁ।

Related story