ସୁପ୍ରିମକୋର୍ଟରେ ତିନ୍‌ ତଲାକ୍‌ : ମାମଲା ଅସିଦ୍ଧ ହେଲେ ସରକାର ଆଣିବେ ନୂଆ ଆଇନ୍‌

ନୂଆଦିଲ୍ଲୀ: ଟ୍ରିପଲ୍‌ ତଲାକ୍‌ ସମ୍ପର୍କରେ ମତ ରଖିଲେ କେନ୍ଦ୍ର ସରକାର। ଯଦି ଏହା କୋର୍ଟ ଅଫ ଲ’ ରେ ଅସାମ୍ବିଧାନିକ ଘୋଷଣା ହୁଏ, ତେବେ ସରକାର ମୁସଲମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଆଣିବେ।  ଏହି ଟ୍ରିପଲ୍‌ ତଲାକ୍‌ର ବୈଧତାକୁ ନେଇ ଏବେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚରେ ଦୈନିକ ଶୁଣାଣି ଛାଲିଛି।  ଯଦି କୋର୍ଟ ଏହି  ଟ୍ରିପଲ୍‌ ତଲାକ୍‌କୁ ଅବୈଧ ଘୋଷଣା କରନ୍ତି ତେବେ ନୂଆ ଆଇନ୍‌ ଆସିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏ ସମ୍ପର୍କରେ ସୋମବାର […]

Supreme-Court-3

Supreme-Court-3

Rakesh Mallick
  • Published: Monday, 15 May 2017
  • Updated: 15 May 2017, 06:03 PM IST

Sports

Latest News

ନୂଆଦିଲ୍ଲୀ: ଟ୍ରିପଲ୍‌ ତଲାକ୍‌ ସମ୍ପର୍କରେ ମତ ରଖିଲେ କେନ୍ଦ୍ର ସରକାର। ଯଦି ଏହା କୋର୍ଟ ଅଫ ଲ’ ରେ ଅସାମ୍ବିଧାନିକ ଘୋଷଣା ହୁଏ, ତେବେ ସରକାର ମୁସଲମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଆଣିବେ।  ଏହି ଟ୍ରିପଲ୍‌ ତଲାକ୍‌ର ବୈଧତାକୁ ନେଇ ଏବେ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚରେ ଦୈନିକ ଶୁଣାଣି ଛାଲିଛି।  ଯଦି କୋର୍ଟ ଏହି  ଟ୍ରିପଲ୍‌ ତଲାକ୍‌କୁ ଅବୈଧ ଘୋଷଣା କରନ୍ତି ତେବେ ନୂଆ ଆଇନ୍‌ ଆସିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏ ସମ୍ପର୍କରେ ସୋମବାର ଆଟର୍ଣ୍ଣି ଜେନେରାଲ ରୋହତ୍‌ଗି ସର୍ବୋଚ୍ଚ ନ୍ୟାୟାଳୟର ୫ଜଣିଆ ସାମ୍ବିଧାନିକ ବେଞ୍ଚକୁ ଅବଗତ କରିଛନ୍ତି।

ସେ କହିଛନ୍ତି ଯେ, ମୁସଲିମଙ୍କୁ ନେଇ ସେମାନଙ୍କ ବିବାହ ଓ ଛାଡ଼ପତ୍ର ବାବଦରେ ନୂଆ ଆଇନ ତିଆରି ପାଇଁ ସରକାର ବ୍ୟବସ୍ଥା କରିବେ।  ମିଳିଥିବା ସୂଚନା ଅନୁଯାୟୀ  କୋର୍ଟରେ ଉପରୋକ୍ତ ମାମଲା ଶୁଣାଣି ଚାଲୁଥିବା ବେଳେ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଟର୍ଣ୍ଣି ଜେନେରାଲଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ପଚାରିଥିଲେ ଯଦି ନ୍ୟାୟିକ ବ୍ୟବସ୍ଥାରେ ଏହି ମାମଲା ଆଇନସିଦ୍ଧ ନ ହୁଏ ତେବେ ମୁସଲମାନଙ୍କ ପାଇଁ କ’ଣ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ।  ଉତ୍ତରରେ ଆଟର୍ଣ୍ଣି ଜେନେରାଲ  ଉପରୋକ୍ତ ମତ ରଖିଛନ୍ତି। ଅର୍ଥାତ ମୁସଲିମ୍‌ ସମ୍ପ୍ରଦାୟରେ ଥିବା ନିକାହ, ହଲାଲ, ବିବାହ ଏବଂ  ଛାଡ଼ପତ୍ରକୁ ନେଇ ନୂଆ ଆଇନ ଆସିବ। ଏହି ମାମଲାର ଚାଲିଥିବା ଶୁଣାଣି ସୋମବାର ତୃତୀୟ ଦିନ ଥିଲା।  ତେବେ ୩ ଦିନର ଶୁଣାଣି ଭିତରେ ସୁପ୍ରିମକୋର୍ଟ ଟ୍ରିପଲ୍‌ ତଲାକ୍‌ ପ୍ରଥାକୁ ନେଇ ଖୁସି ନ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story