୩ମିନିଟ୍‌ରେ ବିକ୍ରିହେଲା ୩ଲକ୍ଷ Redmi Note 5, Redmi Note 5 Pro ଏବଂ Mi TV 4, ଜାଣନ୍ତୁ କ’ଣ ରହିଛି ଫିଚର

ଚୀନ ସ୍ମାର୍ଟଫୋନ୍‌ ମେକର ‘ଶାଓମି’ ଭାରତରେ ଦୁଇଟି ନୂଆ ସ୍ମାର୍ଟଫୋନ୍‌ redmi note 5 ଏବଂ Redmi Note 5pro ଲଞ୍ଚ କରିଛି। ୨୨ଫେବୃଆରୀରୁ ଏହାର ବିକ୍ରି ଆରମ୍ଭ ହୋଇଥିଲା। କମ୍ପାନୀ ତରଫରୁ କୁହାଯାଇଥିଲା କି ଫୋନ୍‌ଟି mi.com ଏବଂ ଫ୍ଳିପ୍‌କାର୍ଟରେ ୨ସେକେଣ୍ଡରେ ସବୁ ବିକ୍ରି ହୋଇଯିବ। ସ୍ମାର୍ଟଫୋନ୍‌ ବ୍ୟତୀତ କମ୍ପାନୀ ପ୍ରଥମଥର ଭାରତରେ Mi TV 4 ଲଞ୍ଚ କରିଛି। ଯାହା ମାତ୍ର ୧୦ସେକେଣ୍ଡରେ ବିକ୍ରି ହୋଇଯାଇଥିଲା। ଶାଓମିର କହିବା ଅନୁଯାୟୀ Redmi Note 5 […]

xiaomi_main_1519367004_618x347

xiaomi_main_1519367004_618x347

Rakesh Mallick
  • Published: Friday, 23 February 2018
  • Updated: 23 February 2018, 06:42 PM IST

Sports

Latest News

ଚୀନ ସ୍ମାର୍ଟଫୋନ୍‌ ମେକର ‘ଶାଓମି’ ଭାରତରେ ଦୁଇଟି ନୂଆ ସ୍ମାର୍ଟଫୋନ୍‌ redmi note 5 ଏବଂ Redmi Note 5pro ଲଞ୍ଚ କରିଛି। ୨୨ଫେବୃଆରୀରୁ ଏହାର ବିକ୍ରି ଆରମ୍ଭ ହୋଇଥିଲା। କମ୍ପାନୀ ତରଫରୁ କୁହାଯାଇଥିଲା କି ଫୋନ୍‌ଟି mi.com ଏବଂ ଫ୍ଳିପ୍‌କାର୍ଟରେ ୨ସେକେଣ୍ଡରେ ସବୁ ବିକ୍ରି ହୋଇଯିବ। ସ୍ମାର୍ଟଫୋନ୍‌ ବ୍ୟତୀତ କମ୍ପାନୀ ପ୍ରଥମଥର ଭାରତରେ Mi TV 4 ଲଞ୍ଚ କରିଛି। ଯାହା ମାତ୍ର ୧୦ସେକେଣ୍ଡରେ ବିକ୍ରି ହୋଇଯାଇଥିଲା।

ଶାଓମିର କହିବା ଅନୁଯାୟୀ Redmi Note 5 , Redmi Note 5 Pro ଏବଂ Mi TVର ୩ଲକ୍ଷ ୟୁନିଟିସ୍‌ ୧୦ସେକେଣ୍ଡରୁ ବି କମ୍‌ ସମୟ ମଧ୍ୟରେ ବିକ୍ରି ହୋଇଛି।

ଜାଣନ୍ତୁ କଣ ରହିଛି ଫିଚର୍‌

Redmi Note 5 ଫୋନ୍ ୫.୯୯ ଇଞ୍ଚ୍ ବିଶିଷ୍ଟ। ଏଚ୍‌ଡି ସ୍କ୍ରିନ୍। ଡିସ୍ପ୍ଲେର ଏକ୍ସପ୍ଟ ରେସିଓ ୧୮:୯ ଅର୍ଥାତ ଏହାର ଓଜନ୍‌ କମ। ଏଥିରେ ୩GB ରାମ୍‌, ୩୨GB ମେମୋରି, ୪GB ରାମ୍‌ ସହ ୬୪GBର ଇଣ୍ଟରନାଲ୍‌ ମେମୋରି ମଧ୍ୟ ମିଳୁଛି। ମାଇକ୍ରୋ ଏସ୍‌ଡି କାର୍ଡ ମାଧ୍ୟମରେ ଆପଣ ଏହାର ମେମୋରି ବଢାଇ ପାରିବେ। ଯାହାର ମୂଲ୍ୟ ରହିଛି ୯,୯୯୯ଟଙ୍କା।

Redmi Note 5 Proରେ ୫.୯୯ ଇଞ୍ଚର ଏଟ୍‌ଡି ଫୁଲ୍‌ ସ୍କ୍ରିନ୍‌ ରହିଛି। ଏଥିରେ ୩GB ରାମ୍‌ ସହ ୩୨GB ମେମୋରି , ୪GB ରାମ୍‌ ସହ ୬୪GB ମେମୋରି ରହିଛି। ଏହାର ଦାମ୍‌ ୧୩,୯୯୯ ରହିଛି। ୬GB ରାମ୍‌ ବେରିୟଣ୍ଟ ଫୋନ୍‌ର ଦାମ୍‌ ୧୬,୯୯୯ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story