ଧର୍ମଗଡ଼: ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରାଣୀବାହାଲ ନିକଟରେ ମୁଖୀଗୁଡ଼ା ଇନ୍ଦ୍ରବତୀ ଦକ୍ଷିଣ ମୁଖ୍ୟ କେନାଲରେ ୩୦ମିଟରର ଘାଇ ହୋଇଛି। ଯାହାଦ୍ୱାରା ଶହଶହ ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଯାଇଛି। ଗତ ବର୍ଷ ସେହି ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା। ଆଜି ପୁଣି ଘାଇ ସୃଷ୍ଟି ହୋଇଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ghai

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 03:10 PM IST

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରାଣୀବାହାଲ ନିକଟରେ ମୁଖୀଗୁଡ଼ା ଇନ୍ଦ୍ରବତୀ ଦକ୍ଷିଣ ମୁଖ୍ୟ କେନାଲରେ ୩୦ମିଟରର ଘାଇ ହୋଇଛି। ଯାହାଦ୍ୱାରା ଶହଶହ ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଯାଇଛି।

ଗତ ବର୍ଷ ସେହି ସ୍ଥାନରେ ଘାଇ ସୃଷ୍ଟି ହୋଇଥିଲା। ଆଜି ପୁଣି ଘାଇ ସୃଷ୍ଟି ହୋଇଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Related story