ଇରାକର ଏହି ସ୍ଥାନରେ ୩୯ଜଣ ଭାରତୀୟଙ୍କୁ ହତ୍ୟା କରି କବର ଦିଆଯାଇଥିଲା: ଦେଖନ୍ତୁ କିଛି ଚିତ୍ର

ନୂଆଦିଲ୍ଲୀ: ଗତ ମଙ୍ଗଳବାର ଦିନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟସଭାରେ କହିଥିଲେ ଯେ ଚାରି ବର୍ଷ ପୂର୍ବେ ଇରାକର ମୋସୁଲ ସହରରେ ନିଖୋଜ ହୋଇଥିବା ୩୯ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଯାଇଛି। ଏମାନଙ୍କର ମୃତଦେହ  ମୋସୁଲର ବଦୁଶ୍ ଗାଁରୁ କବର ଭିତରୁ ମିଳିଛି। ଏବେ ସେ ସବୁ ଜାଗାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି। କେମିତି ମିଳିଲା ନିଖୋଜଙ୍କ ମୃତଦେହ ଏକ ରିପୋର୍ଟ ଅନୁଯାୟୀବଦୁଶ୍ ଗାଁରେ ଆଇଏସ୍ଆଇଏସ୍ ନିଜ ବିରୋଧିମାନଙ୍କୁ ହତ୍ୟା କରି ସେଠାରେ […]

iraq1

iraq1

Rakesh Mallick
  • Published: Wednesday, 21 March 2018
  • Updated: 21 March 2018, 05:49 PM IST

Sports

Latest News

ନୂଆଦିଲ୍ଲୀ: ଗତ ମଙ୍ଗଳବାର ଦିନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ରାଜ୍ୟସଭାରେ କହିଥିଲେ ଯେ ଚାରି ବର୍ଷ ପୂର୍ବେ ଇରାକର ମୋସୁଲ ସହରରେ ନିଖୋଜ ହୋଇଥିବା ୩୯ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଯାଇଛି। ଏମାନଙ୍କର ମୃତଦେହ  ମୋସୁଲର ବଦୁଶ୍ ଗାଁରୁ କବର ଭିତରୁ ମିଳିଛି। ଏବେ ସେ ସବୁ ଜାଗାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି।

କେମିତି ମିଳିଲା ନିଖୋଜଙ୍କ ମୃତଦେହ

ଏକ ରିପୋର୍ଟ ଅନୁଯାୟୀବଦୁଶ୍ ଗାଁରେ ଆଇଏସ୍ଆଇଏସ୍ ନିଜ ବିରୋଧିମାନଙ୍କୁ ହତ୍ୟା କରି ସେଠାରେ ପୋତି ଦେଇଥିଲା। ଗତ ବର୍ଷ ଇରାକ ସରକାର ଏ ଜାଗାକୁ ଖୋଳିବାକୁ ନିର୍ଦ୍ଦେଶ ଦେଇଥିଲେ। ଜାଗା ଖୋଳାଯିବାରୁ ସେଠାରେ ଲୋକମାନଙ୍କର ମୃତଦେହ ମିଳିଥିଲା। ସେମାନଙ୍କ ମଧ୍ୟରେ କିଛି ଲୋକଙ୍କର କଳା ବାଳ ଓ ହାତରେ ରୂପାର ବ୍ରେସ୍‌ଲେଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଯାହା ସାଧାରଣତ ଶିଖ୍ ଲୋକମାନେ ପିନ୍ଧନ୍ତି। ତେଣୁ ଏମାନଙ୍କୁ ପଞ୍ଜାବରେ ରହୁଥିବା ଭାରତୀୟ ଭାବେ ଚିହ୍ନଟ କରାଯାଇଛି।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଥିଲେ, ‘ଆମେ ପାହାଡ଼ ଖୋଳିବା ପରେ ମୃତ ଦେହଗୁଡ଼ିକୁ ଉଦ୍ଧାର କରିଥିଲୁ। ବାଦେଶିକ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ ଭିକେ. ସିଂ ସେଠାକୁ ଯାଇ ସମସ୍ତ ପ୍ରମାଣ ଖୋଜିବାରେ ଅନେକ ପରିଶ୍ରମ କରିଛନ୍ତି। ସେଠାରେ ପ୍ରଥମେ ସନ୍ଦୀପ ନାମକ ଜଣେ ବ୍ୟକ୍ତିଙ୍କର ଡିଏନ୍‌ଏ ମ୍ୟାଚ୍ ହୋଇଥିଲା।’

ସୁଷମା କହିଥିଲେ, ‘ସମସ୍ତ ଭାରତୀୟଙ୍କୁ ଆଇଏସ୍‌ଆଇଏସ୍ ହତ୍ୟା କରିଥିଲେ। ଆମେ ଡିଏନ୍‌ଏ ନମୁନାଜରିଆରେ ସମସ୍ତ ଶବର ଯାଞ୍ଚ କରାଇଥିଲୁ।’ ସେ କହିଛନ୍ତି ଯେ ଭିକେ ସିଂ ଇରାକ ଯିବେ ଓ ସମସ୍ତଙ୍କର ପାର୍ଥିବ ଶରୀରକୁ ଭାରତ ଅଣାଯିବ। ସର୍ବ ପ୍ରଥମେ ଯାହାଜ ଅମୃତସର ଯିବ। ପରେ ପାଟଣା, ପଶ୍ଚିମବଙ୍ଗକୁ ଯିବ।

କେମିତି ହୋଇଥିଲେ ନିଖୋଜ

ସୂଚନା ଅନୁଯାୟୀ ୨୦୧୪ ମସିହା ଜୁନମାସରେ ଇରାକରେ ଥିବା ୪୦ ଜଣ ଶ୍ରମିକଙ୍କ ସହ ଭାରତର ସମ୍ପର୍କ ଛିନ୍ନ ହୋଇଯାଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବର ବାସିନ୍ଦା ଥିଲେ। ଏମାନେ ଇରାକର ଏକ ସରକାରୀ ଭବନ ନିର୍ମାଣ କାମରେ ଲାଗିଥିଲେ।

ଏମାନଙ୍କୁ ଆଇଏସ୍‌ଆଇଏସ୍ ଆତଙ୍କବାଦୀ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ ହରଜୀତ୍ ମସିହ ନାମକ ଜଣେ ଭାରତୀୟ ଶ୍ରମିକ ସେଠାରୁ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ। ପରେ ସେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ସମ୍ପର୍କ କରିଥିଲେ। ଯାହା ପରେ ଭିକେ ସିଂ ସେମାନଙ୍କ ସନ୍ଧାନରେ ଇରାକ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story