କାଲିଠାରୁ ଜେଇଇ ମେନ୍‌ ପାଇଁ ରେଜିଷ୍ଟ୍ରେସନ୍‌ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାର ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର। ପୂର୍ବ ୪ ବର୍ଷ ଭଳି ଏଥର ମଧ୍ୟ ଜେଇଇ ମେନ୍‌ରେ ଭାଗ ନେବ ଓଡ଼ିଶା। ଆସନ୍ତାକାଲିଠାରୁ ଜେଇଇ ମେନ୍ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ। ଏହା ଜାନୁଆରୀ ୧ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ ଆଧାରକାର୍ଡ ସମେତ ଆବଶ୍ୟକୀୟ କାଗଜପତ୍ର ଦେଇ ରେଜିଷ୍ଟ୍ରେସନ କରିପାରିବେ। ଆସନ୍ତାବର୍ଷ ଏପ୍ରିଲ ୮ରେ ଜେଇଇ ମେନ୍ ଅଫଲାଇନ୍ ପରୀକ୍ଷା ହେବ।  ଏପ୍ରିଲ ୧୫ ଓ ୧୬ ତାରିଖ ଅନଲାଇନ୍ ପରୀକ୍ଷା ହେବ।  […]

jee mail

Rakesh Mallick
  • Published: Thursday, 30 November 2017
  • , Updated: 01 December 2017, 04:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାର ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର। ପୂର୍ବ ୪ ବର୍ଷ ଭଳି ଏଥର ମଧ୍ୟ ଜେଇଇ ମେନ୍‌ରେ ଭାଗ ନେବ ଓଡ଼ିଶା। ଆସନ୍ତାକାଲିଠାରୁ ଜେଇଇ ମେନ୍ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହେବ। ଏହା ଜାନୁଆରୀ ୧ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ ଆଧାରକାର୍ଡ ସମେତ ଆବଶ୍ୟକୀୟ କାଗଜପତ୍ର ଦେଇ ରେଜିଷ୍ଟ୍ରେସନ କରିପାରିବେ। ଆସନ୍ତାବର୍ଷ ଏପ୍ରିଲ ୮ରେ ଜେଇଇ ମେନ୍ ଅଫଲାଇନ୍ ପରୀକ୍ଷା ହେବ।  ଏପ୍ରିଲ ୧୫ ଓ ୧୬ ତାରିଖ ଅନଲାଇନ୍ ପରୀକ୍ଷା ହେବ।  B.Tech ଏବଂ B.Arch ପାଇଁ JEE ରାଙ୍କ ଅନୁସାରେ ଆଡମିସନ ହେବ। OJEE ଅଧ୍ୟକ୍ଷ ତୁଷାର ନାଥ ଏହି ସୂଚନା ଦେଇଛନ୍ତି।

Related story