ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟଥିଲେ ଟିପି ରଖନ୍ତୁ ଏହି ସବୁ ନମ୍ବର: ଘରେ ବସି ଜାଣିପାରିବେ ସମସ୍ତ ସୂଚନା

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଭଲ ଖବର। ଆକାଉଣ୍ଟ ସମ୍ବନ୍ଧୀୟ କୌଣସି ଆବଶ୍ୟକୀୟ ସୂଚନା ପାଇଁ ଆପଣଙ୍କୁ ଆଉ ବାରମ୍ବାର ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ। ଘରେ ବସି ଗୋଟିଏ ଏସ୍‌ଏମ୍‌ଏସ୍‌ ବଳରେ ଆପଣ ସମସ୍ତ ଦରକାରୀ ସୂଚନା ପାଇପାରିବେ। କିପରି ଜାଣିବାକୁ ଚାହୁଁଥିଲେ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର। ଷ୍ଟେଟ୍‌ବ୍ୟାଙ୍କ ତା’ର ଗ୍ରାହକଙ୍କ ପାଇଁ SBI Quick ନାମକ ଏକ ମୋବାଇଲ୍‌ ଆପ ଯୋଗାଇ ଦେଉଛି। ଏହା ଏକ ମିସ୍‌ କଲ ବ୍ୟାଙ୍କି ସେବା। ଏଥିରେ […]

sbi quick

sbi quick

Rakesh Mallick
  • Published: Monday, 01 January 2018
  • Updated: 01 January 2018, 05:34 PM IST

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଭଲ ଖବର। ଆକାଉଣ୍ଟ ସମ୍ବନ୍ଧୀୟ କୌଣସି ଆବଶ୍ୟକୀୟ ସୂଚନା ପାଇଁ ଆପଣଙ୍କୁ ଆଉ ବାରମ୍ବାର ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ। ଘରେ ବସି ଗୋଟିଏ ଏସ୍‌ଏମ୍‌ଏସ୍‌ ବଳରେ ଆପଣ ସମସ୍ତ ଦରକାରୀ ସୂଚନା ପାଇପାରିବେ। କିପରି ଜାଣିବାକୁ ଚାହୁଁଥିଲେ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର।

ଷ୍ଟେଟ୍‌ବ୍ୟାଙ୍କ ତା’ର ଗ୍ରାହକଙ୍କ ପାଇଁ SBI Quick ନାମକ ଏକ ମୋବାଇଲ୍‌ ଆପ ଯୋଗାଇ ଦେଉଛି। ଏହା ଏକ ମିସ୍‌ କଲ ବ୍ୟାଙ୍କି ସେବା। ଏଥିରେ ଆପଣ ଆକାଉଣ୍ଟ ବାଲାନ୍‌ସ ଚେକ୍‌ କରିବା ଠାରୁ ଆରମ୍ଭ କରି ମିନି ଷ୍ଟେଟ୍‌ମେଣ୍ଟ ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକ ସୂଚନା ପାଇପାରିବେ। ଏହି ଆପ୍‌ଟି ଆଣ୍ଡ୍ରଏଡ୍‌, ୱିଣ୍ଡୋଜ୍‌,ଆଇଓଏସ୍‌ ଓ ବ୍ଲାକବେରୀ ଗ୍ରାହକଙ୍କ ପାଇଁ ଉପଲବ୍ଧ । ଆପଣ ପ୍ଲେଷ୍ଟୋରୁ ଏହି ଆପ୍‌କୁ ଡାଉନଲୋଡ଼ କରିପାରିବେ। ଏହି ଆପ୍‌ରେ କେବଳ ମିସ୍‌କଲ ଓ ଏସ୍‌ଏମ୍‌ଏସ୍‌ ଦ୍ୱାରା ହିଁ ଆପଣଙ୍କ କାର୍ଯ୍ୟ ହୋଇଯିବ। ଏଥିପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ପଡ଼ିବ ନାହିଁ।

ଏଥିପାଇଁ ଆପଣଙ୍କୁ SBI Quick ରେ ପଞ୍ଜିକରଣ କରିବାକୁ ପଡ଼ିବ। ଏହି ସୁବିଧା SB/CA/OD/CC ଆକାଉଣ୍ଟ ଗୁଡ଼ିକ ପାଇଁ ଉପଲବ୍ଧ। ଏଥିପାଇଁ କୌଣସି ଲଗ ଇନ୍‌ ଆଇଡି ଓ ପାସୱାର୍ଡ ଦେବାକୁ ପଡ଼ି ନ ଥାଏ। ଥରେ ରେଜିଷ୍ଟେସନ୍‌ ପ୍ରୋସେସ୍‌ ହୋଇଗଲା ପରେ ଆପଣ ଏହି ସେବାର ଲାଭ ଉଠାଇପାରିବେ। SBI Quick ସେବାରେ କୌଣସି ଟଙ୍କା ଆର୍ଥିକ ଟ୍ରାଞ୍ଜାକ୍ସନ ହୋଇପାରିବ ନାହିଁ।

କିଭଳି କରିବେ ଆପ୍‌ର ବ୍ୟବହାର:

Balance Enquiry: ବ୍ୟାଙ୍କ ଆକାଉଣ୍ଟର ଲାଷ୍ଚ ବାଲନ୍ସ ଚେକ୍‌ କରିବାକୁ ହେଲେ ଆପଣଙ୍କୁ BAL ଲେଖି ୦୯୨୨୩୭୬୬୬୬୬କୁ ଏସ୍‌ଏମ୍‌ଏସ୍ କରିବାକୁ ପଡ଼ିବ। ଆପଣ ଏହି ନମ୍ବର ମିସ୍‌କଲ୍‌ ଦେଇ ମଧ୍ୟ ଆକାଉଣ୍ଟ ବାଲାନ୍ସ ଚେକ୍‌ କରିପାରିବେ।

Mini Statement: ନିଜ ଆକାଉଣ୍ଟରେ ହୋଇଥିବା ଶେଷ ୫ଟି ଟ୍ରାଞ୍ଜାକ୍ସନ ବିଷୟରେ ଜାଣିବାକୁ ଚାହୁଁଥିଲେ MSTMT ଲେଖି ୦୯୨୨୩୮୬୬୬୬୬ ମେସେଜ୍ କରିବାକୁ ପଡ଼ିବ।

E-Statement (ଶେଷ ୬ ମାସର): ଏହି ସୁବିଧା ବଳରେ ଆପଣଙ୍କ ଆକାଉଣ୍ଟର ଗତ ୬ ମାସର ଷ୍ଟେଟ୍‌ମେଣ୍ଟ ମଧ୍ୟ ଚେକ୍‌ କରିପାରିବେ। ଏହି ଷ୍ଟେଟ୍‌ମେଣ୍ଟ ଆପଣଙ୍କ ପଞ୍ଜିକୃତ E-mail ଆଇଡିରେ ମେଲ୍‌ ଆସିଯିବ। ଏଥିପାଇଁ ଆପଣଙ୍କୁ ESTMT <SPACE> <Account Number> <space> <code> ଲେଖି ୦୯୨୨୩୫୮୮୮୮ ରେ ମେସେଜ୍‌ କରିବାକୁ ପଡ଼ିବ।

ଶିକ୍ଷା ଋଣ ସୁଧହାର ପ୍ରମାଣପତ୍ର  କିପରି ଚେକ୍ କରିବେ: ଏଥିପାଇଁ ଆପଣଙ୍କୁ <space> <Account Number> <space> <code> ଲେଖି ୦୯୨୨୩୫୮୮୮୮୮ କୁ ମେସେଜ୍‌ କରିବାକୁ ପଡ଼ିବ।

ହୋମ୍‌ଲୋନ୍‌ ସୁଧହାରର ପ୍ରମାଣପତ୍ର ଚେକ୍‌ କରିବାକୁ ହେଲେ: <space> <Account Number> <space> <code> ଲେଖି ୦୯୨୨୩୫୮୮୮୮୮

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story