ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଛି। ମୃତକ ଜଣଙ୍କ ହେଲେ ଛେଣ୍ଡିପଦା ଥାନା ନୂଆଗାଁର ଯୁଧିଷ୍ଠିର ସାହୁ। ପଞ୍ଚିମାଞ୍ଚଳ ରେଞ୍ଜ ସୋଗର ଗାଁରେ ହାତୀ ତାଙ୍କୁ ଦଳି ଦେଇଥିଲା। ମୃତ ଯୁଧିଷ୍ଠିର ଏକ କମ୍ପାନୀରେ ସୁକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ମୃତ୍ୟୁର କାରଣ ଜଣାପଡିନାହିଁ। ତେବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ କାମାକ୍ଷାନଗର ବନ ବିଭାଗର ଅଧିକାରୀ […]

hati

hati

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 03:31 PM IST

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଛି। ମୃତକ ଜଣଙ୍କ ହେଲେ ଛେଣ୍ଡିପଦା ଥାନା ନୂଆଗାଁର ଯୁଧିଷ୍ଠିର ସାହୁ। ପଞ୍ଚିମାଞ୍ଚଳ ରେଞ୍ଜ ସୋଗର ଗାଁରେ ହାତୀ ତାଙ୍କୁ ଦଳି ଦେଇଥିଲା। ମୃତ ଯୁଧିଷ୍ଠିର ଏକ କମ୍ପାନୀରେ ସୁକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ମୃତ୍ୟୁର କାରଣ ଜଣାପଡିନାହିଁ। ତେବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଖବର ପାଇ କାମାକ୍ଷାନଗର ବନ ବିଭାଗର ଅଧିକାରୀ ଏବଂ ପଣ୍ଡୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story