କଟକ: ଚଳିତ ବର୍ଷ ଶିଶୁ ଭବନରେ ଗଲାଣି ୫୬୪ ଶିଶୁଙ୍କ ଜୀବନ

କଟକ: ୫ ଦିନରେ ୨୮ ଶିଶୁଙ୍କ ମୃତ୍ୟୁ ପରେ ଏବେ ଚର୍ଚ୍ଚାରେ ରହିଛି କଟକର ଶିଶୁ ଭବନ। କେବଳ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଶିଶୁ ଭବନରେ ଗଲାଣି ୫୬୪ ଜଣଙ୍କ ଜୀବନ। ତେଣୁ ରାଜ୍ୟର ପ୍ରିମିୟର ଶିଶୁ ଚିକତ୍ସା କେନ୍ଦ୍ରର ଭିତ୍ତିଭୂମି ଏବଂ ଡାକ୍ତର ଓ ଷ୍ଟାଫ୍ ଅଭାବକୁ ନେଇ ଏବେ ଉଠିଛି ପ୍ରଶ୍ନ। ରାଜ୍ୟର ଶିଶୁମାନଙ୍କୁ ଉତ୍ତମ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କଟକରେ ପ୍ରତିଷ୍ଠା ହୋଇଥିଲା ଶିଶୁଭବନ। ଏଠାରେ ମୋଟ୍ […]

katakshishubhabana

katakshishubhabana

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 03:13 PM IST

Sports

Latest News

katakshishubhabanaକଟକ: ୫ ଦିନରେ ୨୮ ଶିଶୁଙ୍କ ମୃତ୍ୟୁ ପରେ ଏବେ ଚର୍ଚ୍ଚାରେ ରହିଛି କଟକର ଶିଶୁ ଭବନ। କେବଳ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଶିଶୁ ଭବନରେ ଗଲାଣି ୫୬୪ ଜଣଙ୍କ ଜୀବନ। ତେଣୁ ରାଜ୍ୟର ପ୍ରିମିୟର ଶିଶୁ ଚିକତ୍ସା କେନ୍ଦ୍ରର ଭିତ୍ତିଭୂମି ଏବଂ ଡାକ୍ତର ଓ ଷ୍ଟାଫ୍ ଅଭାବକୁ ନେଇ ଏବେ ଉଠିଛି ପ୍ରଶ୍ନ।

ରାଜ୍ୟର ଶିଶୁମାନଙ୍କୁ ଉତ୍ତମ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କଟକରେ ପ୍ରତିଷ୍ଠା ହୋଇଥିଲା ଶିଶୁଭବନ। ଏଠାରେ ମୋଟ୍ ବେଡ୍ ସଂଖ୍ୟା ୪୧୬। ଶିଶୁଙ୍କ ଚିକିତ୍ସା ପାଇଁ ଏଠାରେ ରହିଛି ୧୯ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ। ହେଲେ ଏଥିରୁ ଖାଲି ପଡିଛି ୧୪ ପଦବୀ। ସେହିଭଳି ଆଇସିୟୁରେ ପ୍ରତି ବେଡରେ ଜଣେ ଏବଂ ଗୁରୁତର ଶିଶୁଙ୍କ ପାଖରେ ୨ ଜଣ ଷ୍ଟାଫ ନର୍ସ ରହିବାର ନିୟମ ରହିଛି। ଆଇସିୟୁରେ ମୋଟ୍ ବେଡ୍ ସଂଖ୍ୟା ୨୧ ଥିବା ବେଳେ ନର୍ସ ଅଛନ୍ତି ମାତ୍ର ୪ ଜଣ। ଗ୍ରୁପ ଡି କର୍ମଚାରୀ ୨୦୦ ରହିବା ନିୟମ ଥିଲେ ବି ଅଛନ୍ତି ମାତ୍ର ୬୬ ଜଣ। ସେହିଭଳି ଲାବୋରୋଟରି ବି ସଂପୂର୍ଣ୍ଣ ଭାବେ କାମ କରୁନି।

ସେପଟେ ଜଣଙ୍କର ପରେ ଜଣେ ଶିଶୁଙ୍କ ଜୀବନ ଗଲା ପରେ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏଣୁ ଏଠାକୁ ଆଉ ଛୁଆଙ୍କୁ ଚିକିତ୍ସା କରିବାକୁ ଆଣିବାକୁ ଭୟ କରୁଛନ୍ତି ଅଭିଭାବକ।  ପୂର୍ବରୁ ପ୍ରତିଦିନ ପ୍ରାୟ ୩ ଶହ ଶିଶୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଏବେ ଏଇ ସଂଖ୍ୟା ପହଞ୍ଚିଛି ୧୭୮ରେ। ସେହିଭଳି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୧୮୩ ଶିଶୁ ଆଡମିଶନ୍ କରିଥିବା ବେଳେ ୫୬୪ ଜଣଙ୍କ ମୃତ୍ୟୁ ହୋଇଛି। ଗତ ୪ ବର୍ଷରେ ମୋଟ୍ ୭ ହଜାର ୭ ଶହ ୯୦ ଶିଶୁ ଆଡମିଟ୍ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୃତ୍ୟୁ ହୋଇଛି ୧୪ ଶହ ୫୮ ଜଣଙ୍କର।

ଏବେ ମରଣଯନ୍ତା ପାଲଟିଥିବା କଟକ ଶିଶୁ ଭବନର ଅବସ୍ଥା କେବେ ସୁଧୁରିବ ତା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story