କଟକ ଶିଶୁ ଭବନରେ ଆଉ ଦୁଇ ଶିଶୁଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

କଟକ: କଟକ ଶିଶୁ ଭବନରେ ଶିଶୁ ମୃତ୍ୟୁ ଧାରା ଜାରି ରହିଛି। ଆଜି ପୁଣି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ୬ ଦିନ ମଧ୍ୟରେ ୩୦ ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଲାଣି। ଆଜି ପ୍ରାଣ ହରାଇଥିବା ଦୁଇଟି ଶିଶୁ ପୁତ୍ରଙ୍କ ମଧ୍ୟରୁ ଜଣଙ୍କ ଘର ଅନୁଗୋଳ ଜିଲ୍ଲା ବଳରାମପ୍ରସାଦ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ପୁରୀରେ। ପୁରୀର ଏହି ଶିଶୁଟି ନ୍ୟୁ-ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଥିଲା। ଚିକିତ୍ସା ଅବହେଳାରୁ […]

katakshishubhabana

katakshishubhabana

Rakesh Mallick
  • Published: Wednesday, 26 August 2015
  • Updated: 26 August 2015, 10:59 AM IST

Sports

Latest News

katakshishubhabanaକଟକ: କଟକ ଶିଶୁ ଭବନରେ ଶିଶୁ ମୃତ୍ୟୁ ଧାରା ଜାରି ରହିଛି। ଆଜି ପୁଣି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ୬ ଦିନ ମଧ୍ୟରେ ୩୦ ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଲାଣି। ଆଜି ପ୍ରାଣ ହରାଇଥିବା ଦୁଇଟି ଶିଶୁ ପୁତ୍ରଙ୍କ ମଧ୍ୟରୁ ଜଣଙ୍କ ଘର ଅନୁଗୋଳ ଜିଲ୍ଲା ବଳରାମପ୍ରସାଦ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ପୁରୀରେ। ପୁରୀର ଏହି ଶିଶୁଟି ନ୍ୟୁ-ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଥିଲା।

ଚିକିତ୍ସା ଅବହେଳାରୁ ଏସବୁ ମୃତ୍ୟୁ ଘଟିଛି ବୋଲି ଅଭିଭାବକମାନେ ଅଭିଯୋଗ କରୁଥିବା ବେଳେ ଏଯାଏଁ ଏହାର ସଠିକ୍ କାରଣ ଜଣାପଡ଼ିନାହିଁ। ଏ ନେଇ ତଦନ୍ତ ଚାଲିଥିବା ବେଳେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କଟକ ଶିଶୁ ଭବନ ଆସି ସ୍ଥିତିର ସମୀକ୍ଷା କରିଛନ୍ତି ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି। ସ୍ଥିତି ଅନୁଧ୍ୟାନ ପରେ ମେଡିକାଲର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି,  ଡାକ୍ତରଖାନାର ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ତା’ସହ ଏସ୍ଏନସିୟୁ ସଂଖ୍ୟା ୩୬ରୁ ୩୮କୁ ବୃଦ୍ଧି କରାଯାଇଛି। ଆଗକୁ ୧୫ଜଣ ନୂଆ ଟିଚିଂ ଷ୍ଟାଫ୍ ନିଯୁକ୍ତ କରାଯିବ। ଶିଶୁମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଡିଏମ୍ଇଟି ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଚିକିତ୍ସାରେଅବହେଳା ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେପଟେ ଡିଏମ୍ଇଟିଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଆଜି ଘଟଣାର ତଦନ୍ତ କରିଛି। ତଦନ୍ତ ପରେ ରାଜ୍ୟ ସରକାରଙ୍କୁ ଆଜି ହିଁ ଏହି ଟିମ୍ ରିପୋର୍ଟ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story