କଟକ ଶିଶୁ ଭବନରେ ହଇଚଇ: ଆଖି ବୁଜିଲେ ଆଉ ୬ ଶିଶୁ, ୪ ଦିନରେ ୨୩ ମୃତ

କଟକ: ଚିକିତ୍ସାରେ ଅବହେଳାରୁ କଟକ ଶିଶୁ ଭବନରେ ୪ ଦିନରେ ୨୩ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଏହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏ ସଂପର୍କରେ ସିଡିଏମ୍ଓଙ୍କୁ ରିପୋର୍ଟ ମଗାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। ଶିଶୁ ଭବନର ଏକ ୪ ଜଣିଆ ଟିମ୍ ଓ କଟକ ଏଡିଏମ୍ ସ୍ୱତନ୍ତ୍ର ଭାବେ ଘଟଣାର ତଦନ୍ତ କରୁଛନ୍ତି। ବାଙ୍କୀ ଅଞ୍ଚଳର ପାକିନା ବେହେରା। ଆଜି ସେ ନିଜର ୪ ମାସର ଶିଶୁକୁ ହରାଇଛନ୍ତି। […]

katakshishbhabana

katakshishbhabana

Rakesh Mallick
  • Published: Monday, 24 August 2015
  • Updated: 24 August 2015, 05:30 PM IST

Sports

Latest News

କଟକ: ଚିକିତ୍ସାରେ ଅବହେଳାରୁ କଟକ ଶିଶୁ ଭବନରେ ୪ ଦିନରେ ୨୩ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଏହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏ ସଂପର୍କରେ ସିଡିଏମ୍ଓଙ୍କୁ ରିପୋର୍ଟ ମଗାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। ଶିଶୁ ଭବନର ଏକ ୪ ଜଣିଆ ଟିମ୍ ଓ କଟକ ଏଡିଏମ୍ ସ୍ୱତନ୍ତ୍ର ଭାବେ ଘଟଣାର ତଦନ୍ତ କରୁଛନ୍ତି।

ବାଙ୍କୀ ଅଞ୍ଚଳର ପାକିନା ବେହେରା। ଆଜି ସେ ନିଜର ୪ ମାସର ଶିଶୁକୁ ହରାଇଛନ୍ତି। କଅଁଳା ଛୁଆର ଶ୍ୱାସପ୍ରଶ୍ୱାସରେ ଅସୁବିଧା ହେବାରୁ ଗତ ବୁଧବାର ତାକୁ କଟକ ଶିଶୁ ଭବନ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶରେ ଛୁଆକୁ ଆଇସିୟୁରେ ବି ଭର୍ତ୍ତି କଲେ। ହେଲେ ଆଜି ଶିଶୁର ମୃତଦେହ ଧରି ଘରକୁ ଫେରିଛନ୍ତି।

ସମ ଦଶା ପାରଦ୍ବୀପର ଓ ଆନନ୍ଦପୁର ଅଞ୍ଚଳର ଏ ଦୁଇ ମାଆଙ୍କର। ରୋଗୀଣା ଛୁଆର ଦେହ ଭଲ ଆଶାରେ ଶିଶୁଭବନ ଆସିଥିଲେ। ଶିଶୁକୁ ହରାଇ ଫେରିଛନ୍ତି ବିଷାଦ ମନରେ। ସେମାନେ ବି ଅଭିଯୋଗ କରିଛନ୍ତି ଯେ ଚିକିତ୍ସାରେ ଅବହେଳା ଯୋଗୁଁ ସେମାନଙ୍କ ଛୁଆମାନେ ପ୍ରାଣ ହରାଇଛନ୍ତି।

ଆଜି ପ୍ରାଣ ହରାଇଥିବା ୬ ଶିଶୁକୁ ମିଶାଇ ୪ ଦିନ ମଧ୍ୟରେ କଟକ ଶିଶୁଭବନରେ ଆଖି ବୁଜିଲେଣି ୨୩ ଜଣ। ଅଧିକାଂଶ ଅଭିଭାବକଙ୍କ ଅଭିଯୋଗ, ଡାକ୍ତର ଓ ନର୍ସଙ୍କ ଅବହେଳା, ଠିକ୍ ଚିକିତ୍ସାର ଅଭାବ। ଗତ ୨୦ ତାରିଖରେ ୨ ଶିଶୁଙ୍କ ମୃତ୍ୟୁ ପରେ ଚିକିତ୍ସା ଅବହେଳା ନେଇ ସେମାନଙ୍କ ପରିବାର ଲାଲବାଗ ଥାନାରେ ଏତଲା ଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ତନାଘନା। କେଉଁ ପରିସ୍ଥିତିରେ ଶିଶୁଙ୍କର ମୃତ୍ୟୁ ଘଟିଲା, ତାର ତଦନ୍ତ ଶିଶୁ ଭବନରେ ଏକ ୪ ଜଣିଆ ଟିମ୍ କରୁଛି। ଏହି ଟିମ୍ ୧୨ ଜଣ ନର୍ସ ଓ ୫ ଜଣ ଡାକ୍ତରଙ୍କ ବୟାନ ରେକର୍ଡ କରିଛି। ଅନ୍ୟପକ୍ଷରେ ଏଡିଏମ୍ ମଧ୍ୟ ଘଟଣାର ଅନୁଧ୍ୟାନ କରୁଛନ୍ତି।

ଆଜି କଟକ ନଗର କଂଗ୍ରେସ୍ ପକ୍ଷରୁ ଏକ ପ୍ରତିନିଧି ଦଳ ମେଡିକାଲ୍ ସୁପରିଟେଣ୍ଡଣ୍ଟକୁ ଭେଟି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏ ସଂପର୍କରେ କଟକ ସିଡିଏମ୍ଓଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅନ୍ୟପକ୍ଷରେ କଟକ ଶିଶୁ ଭବନ ଶିଶୁ ମୃତ୍ୟୁ ଘଟଣାର ତଦନ୍ତ କରିବେ ରାଜ୍ୟ ମାନବାଧିକାର କମିଶନ୍। ନିଜଆଡୁ କମିଶନ୍ ମାମଲାକୁ ଗ୍ରହଣ କରିଛନ୍ତି। ଏ ସଂପର୍କରେ ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସ୍ୱାସ୍ଥ୍ୟ ସଚିବ, ଏନଆରଏଚଏମ୍ ନିର୍ଦ୍ଦେଶକ ଓ ଶିଶୁ ଭବନ ଅଧୀକ୍ଷକଙ୍କୁ ନିର୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story