କେନ୍ଦ୍ରାପଡ଼ାରେ ଓକିଲଙ୍କୁ ମାଡ଼ ଘଟଣା: ଆସନ୍ତା ୧୪ ଯାଏଁ ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ଜୋର ଧରିଛି କେନ୍ଦ୍ରାପଡାରେ ପୋଲିସର ଓକିଲଙ୍କୁ ମାଡ ଓ ଉଠବସ କରିବା ପ୍ରସଙ୍ଗ। ପୋଲିସ ଓ ସରକାରଙ୍କୁ ମୁହଁ ତୋଡ ଯବାବ ଦେବାକୁ ଅଣ୍ଟା ଭିଡିଛି ସାରା ରାଜ୍ୟର ଓକିଲ ସଂଘ। ସୋମବାର ସାରଥି ବିବାଦ ଓ  କେନ୍ଦ୍ରାପଡ଼ାରେ ଓକିଲଙ୍କୁ ପୋଲିସ୍ ମାଡ ପ୍ରତିବାଦରେ ଅଲ ଓଡିଶା ଲୟର୍ସ ଆସୋସିଏସନ୍ ପକ୍ଷରୁ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ଅଲ ଓଡିଶା ଲୟର୍ସ ଆସୋସିଏସନ୍ ସଭାପତି ଅଶୋକ ମହାନ୍ତି କହିଛନ୍ତି ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ୧୪ […]

okilasangaradharana

okilasangaradharana

Rakesh Mallick
  • Published: Monday, 10 August 2015
  • Updated: 10 August 2015, 02:58 PM IST

Sports

Latest News

okilasangaradharanaଭୁବନେଶ୍ୱର: ଜୋର ଧରିଛି କେନ୍ଦ୍ରାପଡାରେ ପୋଲିସର ଓକିଲଙ୍କୁ ମାଡ ଓ ଉଠବସ କରିବା ପ୍ରସଙ୍ଗ। ପୋଲିସ ଓ ସରକାରଙ୍କୁ ମୁହଁ ତୋଡ ଯବାବ ଦେବାକୁ ଅଣ୍ଟା ଭିଡିଛି ସାରା ରାଜ୍ୟର ଓକିଲ ସଂଘ। ସୋମବାର ସାରଥି ବିବାଦ ଓ  କେନ୍ଦ୍ରାପଡ଼ାରେ ଓକିଲଙ୍କୁ ପୋଲିସ୍ ମାଡ ପ୍ରତିବାଦରେ ଅଲ ଓଡିଶା ଲୟର୍ସ ଆସୋସିଏସନ୍ ପକ୍ଷରୁ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ଅଲ ଓଡିଶା ଲୟର୍ସ ଆସୋସିଏସନ୍ ସଭାପତି ଅଶୋକ ମହାନ୍ତି କହିଛନ୍ତି ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ୧୪ ତାରିଖ ଯାଏଁ ଚାଲିବ। ଏହାସହ କେନ୍ଦ୍ରାପଡାର ସାଧାରଣ ଲୋକଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ ଦାବି କରିଛନ୍ତି। କେନ୍ଦ୍ରାପଡାର ପୂର୍ବତନ ଏସପି ଓ ଏଥିରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ‍ବୋଲି ସେ କହିଛନ୍ତି । ଯଦି ସରକାର ଏହା ଉପରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସେ ଧମକ ଦେଇଛନ୍ତି। ଆସନ୍ତା ୧୪ ତାରିଖ  ଯାଏଁ  ରାଜ୍ୟରେ ଥିବା ୧୫୪ ବାର ଆସୋସିଏସନ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ।

ସୋମବାର ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମଗ୍ର ରାଜ୍ୟର ବିଭିନ୍ନ କୋର୍ଟରେ ଓକିଲମାନେ ସମର୍ଥନ କରି ଏଥିରେ ସାମିଲ ହୋଇଥିଲେ। ସେହିପରି ଓଡ଼ିଶା ହାଇକୋର୍ଟ ବାର ଆସୋସିଏନ୍ ମଧ୍ୟ ଆଜି ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲା। ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଭୁବନେଶ୍ୱର ଓ ପୁରୀ ଆଦି ସମସ୍ତ ଜିଲ୍ଲାର ବାର ଆସୋସିଏସନଗୁଡ଼ିକ ସାମିଲ ହୋଇଛନ୍ତି। ଜଗତସିଂହପୁର, ପାରଳାଖେମୁଣ୍ଡି ଓ କନ୍ଧମାଳରେ ଓକିଲମାନେ କାର୍ଯ୍ୟ ବନ୍ଦ କରିଥିଲେ। ଫୁଲବାଣୀରେ ଓକିଲମାନେ କିଛି ସମୟ ପାଇଁ ମୁଖ୍ୟରାସ୍ତାକୁ ଅବରୋଧ କରି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story