କେନ୍ଦ୍ରାପଡାରେ ପୋଲିସ କାର୍ଯ୍ୟାନୁଷ୍ଠାନ ରାଜ୍ୟ ଓ ସରକାରଙ୍କ ପାଇଁ ଲଜ୍ଜାକର: ବିଜେପି ରାଜ୍ୟ ପ୍ରଭାରୀ

ଭୁବନେଶ୍ୱର: କେନ୍ଦ୍ରାପଡାରେ ସାଧାରଣ ଲୋକଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ରାଜ୍ୟ ଓ ସରକାରଙ୍କ ପାଇଁ ଲଜ୍ଜାକର ବୋଲି ଏକ ପ୍ରେସମିଟରେ କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ । ସେ କହିଛନ୍ତି ଯେ, ସାରଥିଙ୍କୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ କେନ୍ଦ୍ରାପଡାରେ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଥିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଏହା ଉଗ୍ରରୂପ ନେଇଥିଲା । ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଦଳ […]

arun

arun

Rakesh Mallick
  • Published: Monday, 10 August 2015
  • Updated: 12 August 2015, 03:34 AM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରାପଡାରେ ସାଧାରଣ ଲୋକଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ରାଜ୍ୟ ଓ ସରକାରଙ୍କ ପାଇଁ ଲଜ୍ଜାକର ବୋଲି ଏକ ପ୍ରେସମିଟରେ କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ । ସେ କହିଛନ୍ତି ଯେ, ସାରଥିଙ୍କୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ କେନ୍ଦ୍ରାପଡାରେ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚଳାଇଥିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଏହା ଉଗ୍ରରୂପ ନେଇଥିଲା । ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଦଳ ପକ୍ଷରୁ ଆଜି ରାଜ୍ୟର ୫୦୩ ଥାନା ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା । ଏହାସହ ବସୁ ଥାନାରେ କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବିଜେପି ପ୍ରଭାରୀ ସିଂହ ଏହାର ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story