କେନ୍ଦୁଝର: ସ୍କୁଲ ପରିସରରେ ହାତବୋମା ଫୁଟି ଛାତ୍ର ଗୁରୁତର

କେନ୍ଦୁଝର: ସ୍କୁଲ ପରିସରରେ ଏକ ହାତବୋମା ଫୁଟି ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୁରୁଡି ଆମ୍ୱ ପଞ୍ଚାୟତ କାଳିଆହୁଡି ପ୍ରାଥମିକ ବିଦ୍ୟାଳୟରେ। ଆହତ ଛାତ୍ର ଜଣଙ୍କ ହେଲେ ରାଜୁ କିଷାନ। ଗୁରୁତର ଅବସ୍ଥାରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜାମୁଦା ଗାଁର ବେଣୁଧର କିଷାନ ଏବଂ ଯାତ୍ରୀ କିଷାନଙ୍କ ରାଜୁ ଏକମାତ୍ର ପୁଅ। ଆଜି ସକାଳୁ ରାଜୁ କେନ୍ଦୁ ଗୋଟାଇବାକୁ ଜଙ୍ଗଲକୁ […]

kendujhar-boma

kendujhar-boma

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 01:16 PM IST

Sports

Latest News

କେନ୍ଦୁଝର: ସ୍କୁଲ ପରିସରରେ ଏକ ହାତବୋମା ଫୁଟି ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୁରୁଡି ଆମ୍ୱ ପଞ୍ଚାୟତ କାଳିଆହୁଡି ପ୍ରାଥମିକ ବିଦ୍ୟାଳୟରେ। ଆହତ ଛାତ୍ର ଜଣଙ୍କ ହେଲେ ରାଜୁ କିଷାନ। ଗୁରୁତର ଅବସ୍ଥାରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜାମୁଦା ଗାଁର ବେଣୁଧର କିଷାନ ଏବଂ ଯାତ୍ରୀ କିଷାନଙ୍କ ରାଜୁ ଏକମାତ୍ର ପୁଅ।

ଆଜି ସକାଳୁ ରାଜୁ କେନ୍ଦୁ ଗୋଟାଇବାକୁ ଜଙ୍ଗଲକୁ ଯାଇଥିଲା। ସେଠାରେ ପଡିଥିବା ବୋମାଟିକୁ ବଲ୍‌ ଭାବି ଘରକୁ ନେଇ ଆସିଥିଲା। ବଲ୍‌ ପାଇଥିବାରୁ ରାଜୁ ସ୍କୁଲକୁ ଶୀଘ୍ର ପଳାଇଥିଲା। ବୋମାଟିକୁ ସ୍କୁଲ ବାରଣ୍ଡା କାନ୍ଥକୁ ପକାଇ ଖେଳୁଥିବା ବେଳେ ତାହା ଫାଟି ଯାଇଥିଲା। ଅଞ୍ଚଳଟି ଦୁର୍ଗମ ଓ ଜଙ୍ଗଲିଆ ହୋଇଥିବାରୁ କେହି ଶିକାର ଲାଗି ବୋମାଟି ପକାଇ ଥିବା ଅନୁମାନ କରାଯାଉଛି।

ଡାକ୍ତର ରଶ୍ମି ରଞ୍ଜନ ଭଞ୍ଜ କହିଛନ୍ତି, “ପିଲାଟିର ଆଖିରେ ଆଘାତ ଲାଗିଛି। ଆଖିର ଅବସ୍ଥା ଭଲ ଅଛି, ଦୃଷ୍ଟିଶକ୍ତି ଯିବାର ସମ୍ଭାବନା ନାହିଁ। କିଛିଦିନ ଚିକିତ୍ସା ହେବା ପରେ ଭଲ ହୋଇଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story