ଖଣି ପାଇଁ ପୋସ୍କୋକୁ ନିଲାମ ପ୍ରକ୍ରିୟାରେ ଆସିବାକୁ ପଡ଼ିବ: କେନ୍ଦ୍ର ଖଣିମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଖଣି ପାଇଁ ପୋସ୍କୋକୁ ନିଲାମ୍ ପ୍ରକ୍ରିୟାରେ ହିଁ ଅଂଶଗ୍ରହଣ କରିବାକୁ ପଡ଼ିବ। ସଂଶୋଧିତ ଏମଏମଡିଆର ଆକ୍ଟ ଆସିବା ପରେ ଖଣି ଆବଣ୍ଟନ ପାଇଁ ଦ୍ୱିତୀୟ ରାସ୍ତା ନାହିଁ। ଶନିବାର ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍। ଅନ୍ୟପକ୍ଷରେ ପୋସ୍କୋ ପ୍ରସଙ୍ଗରେ ଆସନ୍ତା ୨୫ ତାରିଖରେ ଦିଲ୍ଲୀରେ କେନ୍ଦ୍ର, ରାଜ୍ୟ ଓ ପୋସ୍କୋ ଅଧିକାରୀଙ୍କ ମଧ୍ୟରେ ବୈଠକ ହେବ ବୋଲି ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି। କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର […]

tomar

tomar

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 02:01 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର: ଖଣି ପାଇଁ ପୋସ୍କୋକୁ ନିଲାମ୍ ପ୍ରକ୍ରିୟାରେ ହିଁ ଅଂଶଗ୍ରହଣ କରିବାକୁ ପଡ଼ିବ। ସଂଶୋଧିତ ଏମଏମଡିଆର ଆକ୍ଟ ଆସିବା ପରେ ଖଣି ଆବଣ୍ଟନ ପାଇଁ ଦ୍ୱିତୀୟ ରାସ୍ତା ନାହିଁ। ଶନିବାର ଏହା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍। ଅନ୍ୟପକ୍ଷରେ ପୋସ୍କୋ ପ୍ରସଙ୍ଗରେ ଆସନ୍ତା ୨୫ ତାରିଖରେ ଦିଲ୍ଲୀରେ କେନ୍ଦ୍ର, ରାଜ୍ୟ ଓ ପୋସ୍କୋ ଅଧିକାରୀଙ୍କ ମଧ୍ୟରେ ବୈଠକ ହେବ ବୋଲି ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ କହିଛନ୍ତି।

କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ଖଣି ପାଇବା ପାଇଁ ନିଲାମ୍ ହିଁ ଏକମାତ୍ର ବାଟ। ସଂଶୋଧିତ ଏମଏମଡିଆର ଆକ୍ଟ ଅନୁଯାୟୀ ଖଣି ଆବଣ୍ଟନ କେବଳ ଅକ୍ସନ ମାଧ୍ୟମରେ ହିଁ ହେବ। ତେଣୁ ପେସ୍କା ଯଦି ଖଣି ଚାହୁଁଛି, ତାହେଲେ ତାକୁ ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ପଡ଼ିବ।

ସେ ଆହୁରି ମଧ୍ୟ କହିଛନ୍ତି, ଏନଡିଏ ସରକାର କ୍ଷମତାକୁ ଆସିବା ବେଳେ ପୋସ୍କୋ ଏବଂ ଓଡ଼ିଶା ସରକାର ମଧ୍ୟରେ ହୋଇଥିବା ଏମ୍ଓୟୁ ନବୀକରଣ ହୋଇ ନ ଥିଲା। ତା’ସହ ରାଜ୍ୟ ସରକାର ଏ ସଂପର୍କିତ ରିପୋର୍ଟ କେନ୍ଦ୍ରକୁ ପଠାଇବା ବେଳକୁ ସଂଶୋଧିତ ଏମଏମଡିଆର୍ ଆକ୍ଟର ଡ୍ରାଫ୍ଟ ୱେବସାଇଟରେ ଆସି ସାରିଥିଲା। ତେଣୁ ଖଣି ପାଇବା ଲାଗି ଅନ୍ୟ କଂପାନୀ ଭଳି  ପୋସ୍କୋ ପାଇଁ ଏବେ ଅକ୍ସନ ହିଁ ଏକମାତ୍ର ବିକଳ୍ପ।

ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋସ୍କୋ ପ୍ରକଳ୍ପ ସଂପର୍କରେ ସମୀକ୍ଷା କରିଥିଲେ। ବୈଠକରେ ଓଡ଼ିଶାରେ ପୋସ୍କୋ ପ୍ରକଳ୍ପ ପ୍ରତିଷ୍ଠା ସଂପର୍କରେ କେନ୍ଦ୍ର ସରକାରଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିବେ ବୋଲି ନିଷ୍ପତ୍ତି ହୋଇଥିଲା।

କିଛି ଦିନ ତଳେ ମହାରାଷ୍ଟ୍ରରେ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପୋସ୍କୋ, ଶ୍ରୀ ଉତ୍ତମ ଷ୍ଟିଲ୍ ଆଣ୍ଡ ପାୱାର ସହ ରାଜିନାମା ସ୍ୱାକ୍ଷର କରିଛି। ଆଉ ଏବେ ଖଣି ଆବଣ୍ଟନ ନେଇ କେନ୍ଦ୍ର ଖଣିମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ରାଜ୍ୟରେ ପେସ୍କା ଷ୍ଟିଲ୍ ପ୍ଲାଣ୍ଟ୍ ଆଶାକୁ ଅଧିକ ଫିକା କରି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story