ଅନ୍ଧଗଳିରେ ପାଠୁଆ ପୁଅ: ମାନସିକ ପୂରଣ ପାଇଁ କାଟି ଦେଲା ଜିଭ

ଖୋର୍ଦ୍ଧା: ଯୁଗ ଯାଇ କେଉଁଠି ପହଞ୍ଚିଲାଣି। ହେଲେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନି। ଏବେବି ଲୋକେ ଅନ୍ଧବିଶ୍ୱାସରରେ ବଶବର୍ତ୍ତୀ ହୋଇ ନାନା କାଣ୍ଡ ଘଟାଉଛନ୍ତି। ଏପରିକି ଏଥିରୁ ଶିକ୍ଷିତ ଯୁବକମାନେ ମୁକୁଳି ପାରିନାହାନ୍ତି। ଏପରି ଏକ ଘଟଣା ଆଜି ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି। ଯୁକ୍ତ ୩ରେ ପଢ଼ୁଥିବା ଜଣେ ଯୁବକ ମାନସିକ ପୂରଣ ପାଇଁ ଦୀର୍ଘ ୮ ଦିନ ଧରି ଚଣ୍ଡେଶ୍ୱର ମନ୍ଦିରରେ ଅଧିଆ ପଡ଼ିଥିଲେ। ପରେ ନିଜ ଜିଭ କାଟି ଦେଇଥିଲେ। ତାଙ୍କୁ […]

maxresdefault (1)

maxresdefault (1)

Rakesh Mallick
  • Published: Monday, 20 March 2017
  • Updated: 20 March 2017, 12:20 PM IST

Sports

Latest News

ଖୋର୍ଦ୍ଧା: ଯୁଗ ଯାଇ କେଉଁଠି ପହଞ୍ଚିଲାଣି। ହେଲେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇପାରୁନି। ଏବେବି ଲୋକେ ଅନ୍ଧବିଶ୍ୱାସରରେ ବଶବର୍ତ୍ତୀ ହୋଇ ନାନା କାଣ୍ଡ ଘଟାଉଛନ୍ତି। ଏପରିକି ଏଥିରୁ ଶିକ୍ଷିତ ଯୁବକମାନେ ମୁକୁଳି ପାରିନାହାନ୍ତି। ଏପରି ଏକ ଘଟଣା ଆଜି ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି। ଯୁକ୍ତ ୩ରେ ପଢ଼ୁଥିବା ଜଣେ ଯୁବକ ମାନସିକ ପୂରଣ ପାଇଁ ଦୀର୍ଘ ୮ ଦିନ ଧରି ଚଣ୍ଡେଶ୍ୱର ମନ୍ଦିରରେ ଅଧିଆ ପଡ଼ିଥିଲେ। ପରେ ନିଜ ଜିଭ କାଟି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story