ଖୋର୍ଦ୍ଧା: ଅଜଣା ଗାଡ଼ି ଧକ୍କାରେ ଦୁଇ ବୋଲବମ୍ ଭକ୍ତ ମୃତ, ଜଣେ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ତୋଟାପଡ଼ା ଛକ ନିକଟରେ ରବିବାର ଭୋରରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାଁ ସୁବାସ ବୈରୀରଞ୍ଜନ। ତାଙ୍କ ଘର ପୁରୀ ଜିଲ୍ଲା କଣାସ ଗରିସଗଦାରେ। ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ।ଆହତଙ୍କ ନାଁ ଚିତ୍ତରଂଜନ ଚମ୍ପତ୍ତି। ତାଙ୍କ ଘର ମଧ୍ୟ କଣାସ ଗରିସଗଦାରେ। […]

Khurda

Khurda

Rakesh Mallick
  • Published: Sunday, 09 August 2015
  • Updated: 09 August 2015, 03:54 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ତୋଟାପଡ଼ା ଛକ ନିକଟରେ ରବିବାର ଭୋରରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣ ବୋଲବମ୍ ଭକ୍ତଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାଁ ସୁବାସ ବୈରୀରଞ୍ଜନ। ତାଙ୍କ ଘର ପୁରୀ ଜିଲ୍ଲା କଣାସ ଗରିସଗଦାରେ। ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ।ଆହତଙ୍କ ନାଁ ଚିତ୍ତରଂଜନ ଚମ୍ପତ୍ତି। ତାଙ୍କ ଘର ମଧ୍ୟ କଣାସ ଗରିସଗଦାରେ।

ସେହିପରି ଖୋର୍ଦ୍ଧା ଜିଲ୍ଲା ଦଳେଇପୁଟ ଛକରେ ମୋଟର ସାଇକେଲ ଦୁର୍ଘଟଣାରେ ଜଣେ କାଉଡ଼ିଆ ଓ ମୋଟର ସାଇକେଲ ଚାଳକ ଆହତ ହୋଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story