ଜାଣନ୍ତୁ କେଉଁ ମନ୍ଦିର ବେଢା ଅର୍ଦ୍ଧ ପରିକ୍ରମା କରିବା ଉଚିତ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଠାକୁର ଦର୍ଶନ କରିବା ପାଇଁ ଆମେ ମନ୍ଦିର ଯାଉ। ପୂଜା କରିବା ପରେ ବେଢା ପରିକ୍ରମା କରୁ। ମନ୍ଦିର ବେଢା ପରିକ୍ରମା କରିବା ଦ୍ୱାରା ପାପ କ୍ଷୟ ହୁଏ ହୋଲି କୁହାଯାଏ। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ମନ୍ଦିର ବେଢା ପରିକ୍ରମା କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। କିଛି ମନ୍ଦିର ରହିଛି ଯାହାର ବେଢା ଅର୍ଦ୍ଧ ପରିକ୍ରମା କରିବାକୁ ପଡେ। ଯେମିତି ଶିବ ମନ୍ଦିର। କାରଣ ଶିବଙ୍କୁ ଅର୍ଦ୍ଧ ନାରୀ ଈଶ୍ୱର କୁହାଯାଏ। […]

Dhabaleswar-temple-4

Rakesh Mallick
  • Published: Thursday, 25 January 2018
  • , Updated: 25 January 2018, 01:18 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଠାକୁର ଦର୍ଶନ କରିବା ପାଇଁ ଆମେ ମନ୍ଦିର ଯାଉ। ପୂଜା କରିବା ପରେ ବେଢା ପରିକ୍ରମା କରୁ। ମନ୍ଦିର ବେଢା ପରିକ୍ରମା କରିବା ଦ୍ୱାରା ପାପ କ୍ଷୟ ହୁଏ ହୋଲି କୁହାଯାଏ। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ମନ୍ଦିର ବେଢା ପରିକ୍ରମା କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। କିଛି ମନ୍ଦିର ରହିଛି ଯାହାର ବେଢା ଅର୍ଦ୍ଧ ପରିକ୍ରମା କରିବାକୁ ପଡେ। ଯେମିତି ଶିବ ମନ୍ଦିର। କାରଣ ଶିବଙ୍କୁ ଅର୍ଦ୍ଧ ନାରୀ ଈଶ୍ୱର କୁହାଯାଏ। ତେଣୁ ଯେତେବେଳେ ଶିବ ମନ୍ଦିର ଯାଉଛନ୍ତି ଏହାର ବେଢାକୁ ଅର୍ଦ୍ଧ ପରିକ୍ରମା କରନ୍ତୁ। ଏହାଦ୍ୱାରା ମଙ୍ଗଳ ହୋଇଥାଏ।

Related story