ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପ୍ରତ୍ୟେକ ମଣିଷ ଧନୀ ହେବାକୁ ଚାହେଁ। ଧନ ପ୍ରାପ୍ତି ପାଇଁ ଦିନରାତି ପରିଶ୍ରମ କରେ। କିଛି ଲୋକ ଅଛନ୍ତି ଅର୍ଥ ଅର୍ଜନ କରିବା ପାଇଁ ପୂଜା ପାଠ ମଧ୍ୟ କରନ୍ତି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଅଭାବ ଦୂର କରିବାର ଏବଂ ଅର୍ଥ ଉପାର୍ଜନା କରିବାର ଆଉ ଏକ ଉପାୟ ରହିଛି। ସୋରିଷ ତେଲରେ ସିନ୍ଦୂର ଗୋଳାଇ ମୁଖ୍ୟ ଦ୍ୱାର କବାଟରେ ଟିକା ଟିଏ ଲଗାନ୍ତୁ। ଏହାଦ୍ୱାରା ଘରୁ ଅଭାବ ଦୂର ହୋଇଥାଏ।</p> <p>&nbsp;</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।