ଶନି ଦେବ କୋପ କରିଛନ୍ତି କି? ଜାଣନ୍ତୁ ମୁକ୍ତି ପାଇବାର ଉପାୟ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଇଛି। ମନୁଷ୍ୟର କର୍ମ ଅନୁସାରେ ଶନିଦେବ ଫଳ ଦିଅନ୍ତି। କୁହାଯାଏ ତାଙ୍କ କୃପା ଦୃଷ୍ଟି ଥିଲେ ଜୀବନ ସୁଖମୟ ହୋଇଯାଏ। ସେମିତି ଯଦି ଶନିଦେବ ରାଗିଯାଆନ୍ତି ତେବେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।&nbsp;ଯଦି ଆପଣ ଲଗାତାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଧନ ଓ ଶାରୀରିକ ସମ୍ବନ୍ଧୀୟ କଷ୍ଟ ଭୋଗୁଛନ୍ତି, ତେବେ ଜାଣନ୍ତୁ ଆପଣଙ୍କ ଉପରେ ଶନି ଦେବ ସନ୍ତୁଷ୍ଟ ନାହାଁନ୍ତି। ତେଣୁ ଶନି କୋପରୁ ମୁକ୍ତି ପାଇବା ପାଇଁ, ଶନିବାର ଦିନ ବାଡି ଅଂଳା ଚେର ଟିକେ ଆଣି ପାଖରେ ରଖନ୍ତୁ। କଳା ଘୋଡ଼ା ନାଲ ଆଣି ଆଙ୍ଗୁଠିରେ ମୁଦି କରି ପିନ୍ଧନ୍ତୁ। କାଉମାନଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ଶନି ମନ୍ତ୍ର ଜପ କରନ୍ତୁ। ଦେଖିବେ ଶନି କେବେବି ଆପଣଙ୍କର କ୍ଷତି କରିବେ ନାହିଁ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Monday, 21 May 2018
  • Updated: 21 May 2018, 08:09 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଇଛି। ମନୁଷ୍ୟର କର୍ମ ଅନୁସାରେ ଶନିଦେବ ଫଳ ଦିଅନ୍ତି। କୁହାଯାଏ ତାଙ୍କ କୃପା ଦୃଷ୍ଟି ଥିଲେ ଜୀବନ ସୁଖମୟ ହୋଇଯାଏ। ସେମିତି ଯଦି ଶନିଦେବ ରାଗିଯାଆନ୍ତି ତେବେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।&nbsp;ଯଦି ଆପଣ ଲଗାତାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଧନ ଓ ଶାରୀରିକ ସମ୍ବନ୍ଧୀୟ କଷ୍ଟ ଭୋଗୁଛନ୍ତି, ତେବେ ଜାଣନ୍ତୁ ଆପଣଙ୍କ ଉପରେ ଶନି ଦେବ ସନ୍ତୁଷ୍ଟ ନାହାଁନ୍ତି। ତେଣୁ ଶନି କୋପରୁ ମୁକ୍ତି ପାଇବା ପାଇଁ, ଶନିବାର ଦିନ ବାଡି ଅଂଳା ଚେର ଟିକେ ଆଣି ପାଖରେ ରଖନ୍ତୁ। କଳା ଘୋଡ଼ା ନାଲ ଆଣି ଆଙ୍ଗୁଠିରେ ମୁଦି କରି ପିନ୍ଧନ୍ତୁ। କାଉମାନଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ଶନି ମନ୍ତ୍ର ଜପ କରନ୍ତୁ। ଦେଖିବେ ଶନି କେବେବି ଆପଣଙ୍କର କ୍ଷତି କରିବେ ନାହିଁ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos