ଜାଣନ୍ତୁ ରବିବାର ଦିନ କ’ଣ କଲେ ଆପଣଙ୍କ ମଙ୍ଗଳ ହେବ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କେତେକ ଲୋକ ଅଛନ୍ତି ବାର ଅନୁସାରେ ଆମିଷ ଖାଆନ୍ତି। ସମସ୍ତ ବାର ମଧ୍ୟରୁ ପ୍ରାୟ ଲୋକ ରବିବାରେ ଆମିଷ ଭୋଜନ କରିବାକୁ ଭଲପାଆନ୍ତି। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ରବିବାରେ ଆମିଷ ଭୋଜନ କରନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। ଏଥିସହ ରବିବାରେ କେବେ ଖିଅର ହୁଅନ୍ତୁ ନାହିଁ। ଏହି ଦୁଇଟି ଜିନିଷ ରବିବାରେ କରନ୍ତୁ ନାହିଁ। ମଙ୍ଗଳ ହେବ।