ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗାଧୋଇ ସାରିବ ପରେ ଆମେ ଓଦା ଲୁଗାକୁ ଛାତ ଉପରେ ନହେଲେ ଘର ଅଗଣାରେ ଶୁଖାଇ ଦେଉ। ଯିବା ଆସିବା ସମୟରେ ଆଗଣାରେ ଶୁଖା ଯାଇଥିବା ଓଦା ଲୁଗା ମୁଣ୍ଡରେ ବାଜିଯାଏ। ବେଳେବେଳେ ଓଦା ଲୁଗାର ପାଣି ଦେହରେ ପଡିଥାଏ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଓଦା ଲୁଗାର ପାଣି ଦେହରେ ପଡିବା ଦ୍ୱାରା ଅମଙ୍ଗଳ ହୋଇଥାଏ। ତେଣୁ ଓଦା ଲୁଗାକୁ ସବୁବେଳେ ଏମିତି ସ୍ଥାନରେ ଶୁଖାଇବାକୁ ଚେଷ୍ଟା କରନ୍ତୁ ଯେମିତି ତାର ପାଣି କାହା ଦେହରେ ପଡୁନଥିବ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।