ସୁଙ୍କି ବିସ୍ଫୋରଣ ଘଟଣାର ତଦନ୍ତ କଲା କ୍ରାଇମବ୍ରାଞ୍ଚ

କୋରାପୁଟ: କୋରାପୁଟ ଜିଲ୍ଲା ସୁଙ୍କି ଘାଟି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ଲେଫ୍ଟୱିଙ୍ଗ ଏକ୍ସଟ୍ରିମିଷ୍ଟ ଡିଭିଜନ୍‌ର ୫ ଜଣିଆ ଟିମ୍‌। ସାଙ୍ଗରେ ତିନି ଜଣିଆ ଫୋରେନ୍‌ସିକ ଟିମ ମଧ୍ୟ ଅଛନ୍ତି। ଆଜି  ଟିମ୍‌ ସଦସ୍ୟମାନେ ପଟ୍ଟାଙ୍ଗୀ ଥାନାକୁ ଯାଇ ବିସ୍ଫୋରଣ ସ୍ଥଳରୁ ସଂଗ୍ରହ କରାଯାଇଥିବା ବିଭିନ୍ନ ନମୂନା ପରୀକ୍ଷା ନୀରିକ୍ଷା କରିଥିଲେ। ଆସନ୍ତାକାଲି ଏହି ଟିମ୍‌ ବିସ୍ଫୋରଣ ସ୍ଥଳ ସୁଙ୍କିର ମୁଙ୍ଗେରଭୂମି ଅଭିମୁଖେ ଯିବ। ଲ୍ୟାଣ୍ଡମାଇନ ବିସ୍ଫୋରଣ ପଛରେ କାହାର ହାତ ଅଛି […]

sunki

sunki

Rakesh Mallick
  • Published: Saturday, 04 February 2017
  • Updated: 04 February 2017, 08:44 PM IST

Sports

Latest News

କୋରାପୁଟ: କୋରାପୁଟ ଜିଲ୍ଲା ସୁଙ୍କି ଘାଟି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚର ଲେଫ୍ଟୱିଙ୍ଗ ଏକ୍ସଟ୍ରିମିଷ୍ଟ ଡିଭିଜନ୍‌ର ୫ ଜଣିଆ ଟିମ୍‌। ସାଙ୍ଗରେ ତିନି ଜଣିଆ ଫୋରେନ୍‌ସିକ ଟିମ ମଧ୍ୟ ଅଛନ୍ତି।

ଆଜି  ଟିମ୍‌ ସଦସ୍ୟମାନେ ପଟ୍ଟାଙ୍ଗୀ ଥାନାକୁ ଯାଇ ବିସ୍ଫୋରଣ ସ୍ଥଳରୁ ସଂଗ୍ରହ କରାଯାଇଥିବା ବିଭିନ୍ନ ନମୂନା ପରୀକ୍ଷା ନୀରିକ୍ଷା କରିଥିଲେ। ଆସନ୍ତାକାଲି ଏହି ଟିମ୍‌ ବିସ୍ଫୋରଣ ସ୍ଥଳ ସୁଙ୍କିର ମୁଙ୍ଗେରଭୂମି ଅଭିମୁଖେ ଯିବ। ଲ୍ୟାଣ୍ଡମାଇନ ବିସ୍ଫୋରଣ ପଛରେ କାହାର ହାତ ଅଛି ଓ ବିସ୍ଫୋରଣରେ କେଉଁ ପ୍ରକାର ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଥିଲା ତାହା ଉପରେ ତଦନ୍ତ କରୁଛି ଏହି ଟିମ୍‌।

କୋରାପୁଟ ଅତିରିକ୍ତ ଏସ୍‌ପି ଭି.ଆର. ରାଓ କହିଛନ୍ତି,“ଆସନ୍ତାକାଲି କ୍ରାଇମବ୍ରାଞ୍ଚ ଟିମ୍‌ ଓ ଫୋରେନ୍‌ସିକ ଟିମ୍‌ ଦୁର୍ଘଟଣା ସ୍ଥଳକୁ ଯିବେ। ସବୁ ଦିଗରୁ ତର୍ଜମା କରିବା ପରେ ଟିମ୍‌ ମରାମତ ଦେବେ।”

ଅନ୍ୟପକ୍ଷରେ ବିସ୍ଫୋରଣ ପରେ ମାଓବାଦୀଙ୍କ ଭୟରେ ଥରହର ଆନ୍ଧ୍ର-ଓଡ଼ିଶା ସୀମାବର୍ତ୍ତି ସୁଙ୍କି ଅଞ୍ଚଳ। ଆସନ୍ତା ୧୭ ତାରିଖରେ ଏହି ଅଞ୍ଚଳରେ ଭୋଟ୍‌ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ନିର୍ବାଚନୀ ଉଷ୍ମତା ଦେଖାଯାଉନି। ପ୍ରଚାର ପାଇଁ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଉ ନାହାନ୍ତି।

ସମାଜସେବୀ ଶ୍ୟାମସୁନ୍ଦର ମହାନ୍ତି କହିଛନ୍ତି,“ବିସ୍ଫୋରଣ ପରେ ସୁଙ୍କି ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ପୋଷ୍ଟର ଛଡ଼ା ଅନ୍ୟ କିଛି ଦେଖିବାକୁ ମିଳିନି। ପ୍ରାର୍ଥୀମାନେ ଭୟଭୀତ ହୋଇପଡ଼ିଛନ୍ତି। ସେମାନେ ପ୍ରଚାର କରିବା ପାଇଁ ଘରୁ ବାହାରୁ ନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story