ବିଜୟ ଦିବସ ନା କଳା ଦିବସ?

ଓଡିଶା ରିପୋର୍ଟର(ମିହିର ପଟ୍ଟନାୟକ): ସୋମବାରକୁ କଳା ଦିବସ କହିବା ନା ବିଜୟ ଦିବସ । ଏମିତି ଦୋଛକିରେ ପଡିଛନ୍ତି ଓଡିଶାବାସୀ। ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ମିଳିଛି, ସେ ଓଡିଶା ଫେରୁଛନ୍ତି, ଆଉ ଆରପଟେ ଆଖି ବୁଜିଛନ୍ତି କୁନ୍ଦୁଲିର ସେଇ ୯ମ ଶ୍ରେଣୀ ଝିଅ। ମରିଗଲେ ପଛେ ଯାହାକୁ ନ୍ୟାୟ ଦେଇପାରିଲାନି ପ୍ରଶାସନ। ମୁଖ୍ୟମନ୍ତ୍ରୀଙ୍କ ତୁଙ୍ଗ ଶରୀରକୁ ସୁରକ୍ଷା ଦେବାକୁ ଭୁବନେଶ୍ୱର ବିମାନ ବନ୍ଦରରରେ ପୋଲିସ ଭିଡ ଜମିଥିବା ବେଳେ, ଖବର ଆସିଲା କୁନ୍ଦୁଲିରୁ। ଦେହ ଲୋଭିଙ୍କ କ୍ଷୁଧା ପାଇଁ […]

Mihir

Mihir

Rakesh Mallick
  • Published: Monday, 22 January 2018
  • Updated: 22 January 2018, 10:12 PM IST

Sports

Latest News

ଓଡିଶା ରିପୋର୍ଟର(ମିହିର ପଟ୍ଟନାୟକ): ସୋମବାରକୁ କଳା ଦିବସ କହିବା ନା ବିଜୟ ଦିବସ । ଏମିତି ଦୋଛକିରେ ପଡିଛନ୍ତି ଓଡିଶାବାସୀ। ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର ମିଳିଛି, ସେ ଓଡିଶା ଫେରୁଛନ୍ତି, ଆଉ ଆରପଟେ ଆଖି ବୁଜିଛନ୍ତି କୁନ୍ଦୁଲିର ସେଇ ୯ମ ଶ୍ରେଣୀ ଝିଅ। ମରିଗଲେ ପଛେ ଯାହାକୁ ନ୍ୟାୟ ଦେଇପାରିଲାନି ପ୍ରଶାସନ। ମୁଖ୍ୟମନ୍ତ୍ରୀଙ୍କ ତୁଙ୍ଗ ଶରୀରକୁ ସୁରକ୍ଷା ଦେବାକୁ ଭୁବନେଶ୍ୱର ବିମାନ ବନ୍ଦରରରେ ପୋଲିସ ଭିଡ ଜମିଥିବା ବେଳେ, ଖବର ଆସିଲା କୁନ୍ଦୁଲିରୁ। ଦେହ ଲୋଭିଙ୍କ କ୍ଷୁଧା ପାଇଁ ନିଜ ସମ୍ମାନ ହରାଇଥିବା ପୀଡିତା ଆତ୍ମହତ୍ୟା କରିଛନ୍ତି। ଗଣମାଧ୍ୟମ ଲାଗି ଉଭୟ ଘଟଣା ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ଗୋଟିଏ ଚର୍ଚ୍ଚା ସବୁଠି ଥିଲା। ପାନ ଦୋକାନଠାରୁ ଆରମ୍ଭ କରି ପ୍ରବୀଣ ବୁଦ୍ଧିଜୀବିଙ୍କ ମୁହଁରେ ଥିଲା ସେଇକଥା। ଆଜି ହାରିବାର ଉତ୍ସବ ପାଳନ ହେଉନି ତ?

ବାସ୍ତବରେ ପ୍ରସଙ୍ଗଟି ଚିନ୍ତାର କଥା। ଲଗାତାର ଭାବେ ବିଜେଡି ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ସରକାର ଗଢା ହୋଇଛି ଓଡିଶାରେ। ଅପ୍ରତିହତ ଭାବେ ସଂଖ୍ୟା ଗରିଷ୍ଠତା ହାସଲ କରି ନବୀନ ଗାଦିସୀନ ହେଇଛନ୍ତି। ହେଲେ ଏହି ପାଳିରେ ସରକାରଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଘର କଳି, ବାହାର କଳି ସମ୍ଭାଳୁ ସମ୍ଭାଳୁ ଶଙ୍ଖର ସ୍ଥିତି ଅସମ୍ଭାଳ ହେଲାଣି। କଂଗ୍ରେସକୁ ପଛକୁ ଠେଲି ପଦ୍ମଦଳିଆ ଏବେ ଶଙ୍ଖର ଶତ୍ରୁ ପାଲଟିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନରେ ସ୍ଥିତି ବଜାୟ ରଖିବାକୁ ବିଜେଡି ପ୍ରଚାର ଅଭିଯାନକୁ ଜୋର କରିଛି।

ନିକଟରେ ଆମ ମୁଖ୍ୟମନ୍ତ୍ରୀଙ୍କୁ ‘ଆଉଟ୍‌ଲୁକ୍‌’ ପତ୍ରିକା ପକ୍ଷରୁ ମିଳିଥିଲା ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନ। ଯାହାକୁ ନେଇ ବିଜେଡି ପାଳିଥିଲା ଉତ୍ସବ। ଏହାକୁ ଢାଲ କରି ଦଳ ପ୍ରଚାର କରିଥିଲା, ଯେତେ ଭଲକାମ ସବୁ ତାଙ୍କର। ଆଉ ଏବେ ୨ ଦିନ ତଳେ ପୁନେର ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ନବୀନଙ୍କୁ ମିଳିଛି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ମୁକୁଟ। ଏ କଥା ଜାଣି ବିଜେଡି ପକ୍ଷରୁ ଅଭିନବ ସ୍ୱାଗତ ଉତ୍ସବ ଆୟୋଜନ କରାଯାଇଥିଲା। ଆଗମୀ ନିର୍ବାଚନ ପାଇଁ ଏଭଳି କାର୍ଯ୍ୟକ୍ରମ ପ୍ରାୟୋଜିତ ବୋଲି କହିଥିଲେ ବିରୋଧୀ। ହାରିଯିବାର ଭୟ ସେମାନଙ୍କୁ ଏଭଳି ପ୍ରଚାର ସର୍ବସ୍ୱ କରିଛି ବୋଲି ଉଠିଥିଲା କଥା।

ପୂର୍ବବର୍ଣ୍ଣିତ ଅସମ୍ଭାଳିଆ ପୃଷ୍ଠଭୂମିରେ ଗୋଟିଏ ନାଁ ଥିଲା କୁନ୍ଦୁଲି। ଯାହା ପୁଣି ନୂଆ ଅଡୁଆ ସୃଷ୍ଟି କରିଦେଇ ଯାଇଛି। ଏହି ଉପାନ୍ତ ଅଞ୍ଚଳରେ ଜଣେ ୯ମ ଶ୍ରେଣୀ ପାଠ ପଢୁଥିବା ଝିଅକୁ ଯବାନ ପୋଷାକ ପିନ୍ଧି କେତେକ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା। ଝିଅଟି ଅଭିଯୋଗ କଲା। କୁନ୍ଦୁଲି କନ୍ଦଳ ପହଞ୍ଚିଲା ଭୁବନେଶ୍ୱରେ। ରାଜନୀତି ପଶାପାଲିରେ ମୋହରା ପାଲଟିଗଲା ଝିଅଟି। ଅଭିଯୁକ୍ତ ଯବାନ୍‌, ପୋଲିସ୍‌, ନାଁ ଯବାନଙ୍କ ପୋଷାକରେ ଅନ୍ୟ କେହି ଦୁବୃର୍ତ୍ତ ଏ କୁକର୍ମ କରିଛି ସେ ନେଇ ଚାଲିଲା ତର୍ଜମା।  ପରିଶେଷରେ ଏମିତି କଥାଟିଏ ଉପର ମହଲରୁ ଆସିଲା ଯେ, ଘଟଣାଟି ମିଛ। ପ୍ରଶାସନିକ ରିପୋର୍ଟରେ ‘ଏମିତି କିଛି ଘଟଣା ହୋଇ ନ ଥିବା’ କୁହାଗଲା। ଯାହାକୁ ନେଇ ଭାଙ୍ଗିପଡିଲା ଝିଅଟି। ଡାକ୍ତରୀମାଇନା, ଚିକିତ୍ସା, ପଚରାଉଚାର ପରି ଚିରାଚରିତ ତଦନ୍ତ ପ୍ରକ୍ରିୟା ଫସର ଫାଟିଯିବା ପରେ ସମାଜ ଆଖିରେ ସେ ମିଛେଇ ହେଇଗଲା।

ଏ ଆତ୍ମଗ୍ଲାନିକୁ ଛାତିରେ ଚାପି ବଞ୍ଚିବା ଅପେକ୍ଷା ସେ ମରଣକୁ ଶ୍ରେଷ୍ଠ ବିଳକ୍ପ ବୋଲି ବାଛିନେଲା ବୋଲି କହିହେବ କି? ଘଟଣାଟି ପୁଣି ଏମିତି ଦିନରେ ଘଟିଲା ଯୋଉଦିନ ମୁଖିଆ ଶ୍ରେଷ୍ଠ ବୋଲି ମୁକୁଟ ପିନ୍ଧି ଫେରୁଛନ୍ତି।

ସାଧାରଣ ଲୋକଙ୍କ କଥାକୁ ଭିତ୍ତି କଲେ ଏହି ଦୁଇ ପ୍ରସଙ୍ଗରେ ଗୋଟିଏ କଥା ସ୍ୱତଃ ମନକୁ ଆସୁଛି। ନଗଦକୁ ନବିନଙ୍କ ମୁଣ୍ଡରେ ଚଢିଛି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ମୁକୁଟ। ଯାହାକୁ ନେଇ ରାଜ୍ୟବାସୀ ଖୁସି ହେବା ସ୍ୱଭାବିକ୍‌। ମୁଖ୍ୟମନ୍ତ୍ରୀ ରାଜ୍ୟର, ସେ କୌଣସି ଦଳର ନୁହନ୍ତି ଏ କଥା ଭାବି ସେହି ପଦବୀର ଗୁରୁତ୍ୱ ବୁଝିଥିବା ଲୋକେ, ଜଣେ ଓଡିଆ ହୋଇ ମୁଖ୍ୟମନ୍ତ୍ରୀଙ୍କ ଏହି ପୁରସ୍କାର ଲାଗି ଗର୍ବ କରିବାରେ କୌଣସି ବି ଆପତ୍ତି ନାହିଁ। ହେଲେ ଦଳଗତ ଚିନ୍ତନରେ ଏହି କଥାଟିକୁ ଦେଖିଲେ ନିଶ୍ଚିତ ଦ୍ୱନ୍ଦ୍ୱରେ ପଡିବେ। ବିଜେଡି ମୁଖିଆ ନବୀନ ବାବୁ, ଭଲ ଓଡିଆ କହୁ ନ ଥିବା ମୁଖ୍ୟମନ୍ତ୍ରୀ କ’ଣ କେଉଁଠୁ ପାଇଲେ ଆମର ସେଥିରେ ଯାଏ ଆସେ କ’ଣ? ତେଣୁ ତାଙ୍କ ପୁରସ୍କାରର କୌଣସି ଗୁରୁତ୍ୱ ରହିବ ନାହିଁ। ବରଂ ଏମିତି କୁହାଯିବ, ବୋଧହୁଏ ଆଗାମୀ ନିର୍ବଚନକୁ ଆଖିଆଗରେ ରଖି ଏଭଳି ପ୍ରାୟୋଜିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯାହାର ଆଧାର ଥିଲା ହାରିବାର ଭୟ। ଆଉ ଦ୍ୱୀତୀୟ କଥାଟି ହେଉଛି, କୁନ୍ଦୁଲି ଝିଅର । ଯିଏ ଜିତିବାର ଆଶାରେ ଆଜିଯାଏଁ ବଞ୍ଚିଥିଲା, ହେଲେ ବାସ୍ତବରେ ସେ ଅନୁଭବ କରିଛି ଯେ, ତା ପାଇଁ ହାରିଯିବା ହିଁ ଶ୍ରେୟସ୍କର। ଏଣୁ ପାଠକ ବିଚାର କରନ୍ତୁ ବାସ୍ତବରେ ଆଜି କ’ଣ ‘ହାରିବାର ଉତ୍ସବ’ ପାଳନ ହେଇଛି?  କୁନ୍ଦୁଲିରୁ ଭୁବନେଶ୍ୱର ଯାଏଁ ଏଇ ଗୋଟିଏ ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story